ଚିଲିକାରେ ବଢ଼ିଛି ବିଭିନ୍ନ ପ୍ରଜାତିର ପକ୍ଷୀ ସଂଖ୍ୟା

ବ୍ରହ୍ମପୁର: ଚିଲିକାରେ ବିଭିନ୍ନ ପ୍ରଜାତିର ପକ୍ଷୀ ସଂଖ୍ୟା ବଢ଼ିଛି। ଚଳିବର୍ଷ ଚିଲିକାକୁ ୯ଲକ୍ଷ ୨୪ ହଜାର ୩୫୩ଟି ପକ୍ଷୀ ଆସିଥିବା ଆକଳନ କରାଯାଇଛି। ଏହି ପକ୍ଷୀଗୁଡ଼ିକ ମଧ୍ୟରୁ ଶହେଟି ପ୍ରଜାତି ହେଉଛନ୍ତି ପାଣି  ଉପରେ ନିର୍ଭର କରୁଥିବା ପକ୍ଷୀ। ଅନ୍ୟ ୬୭ଟି ପ୍ରଜାତି ହେଉଛନ୍ତି ଆର୍ଦ୍ର ଅଞ୍ଚଳ ଉପରେ ନିର୍ଭରଶୀଳ। ଚଳିତବର୍ଷ ଚିଲିକାରେ ପାଣି ବଢ଼ିଥିବାରୁ ସେତେଟା ସନ୍ତସନ୍ତିଆ ଅଞ୍ଚଳ ନାହିଁ। ତେଣୁ ନଳବଣରେ  ପକ୍ଷୀ ସଂଖ୍ୟା ପୂର୍ବବର୍ଷ ଅପେକ୍ଷା କମ୍‌ ରହିଛି। ଚିଲିକାର ଅନ୍ୟ ଅଞ୍ଚଳରେ […]

bird

bird

Rakesh Mallick
  • Published: Friday, 13 January 2017
  • Updated: 13 January 2017, 10:56 AM IST

Sports

Latest News

ବ୍ରହ୍ମପୁର: ଚିଲିକାରେ ବିଭିନ୍ନ ପ୍ରଜାତିର ପକ୍ଷୀ ସଂଖ୍ୟା ବଢ଼ିଛି। ଚଳିବର୍ଷ ଚିଲିକାକୁ ୯ଲକ୍ଷ ୨୪ ହଜାର ୩୫୩ଟି ପକ୍ଷୀ ଆସିଥିବା ଆକଳନ କରାଯାଇଛି। ଏହି ପକ୍ଷୀଗୁଡ଼ିକ ମଧ୍ୟରୁ ଶହେଟି ପ୍ରଜାତି ହେଉଛନ୍ତି ପାଣି  ଉପରେ ନିର୍ଭର କରୁଥିବା ପକ୍ଷୀ। ଅନ୍ୟ ୬୭ଟି ପ୍ରଜାତି ହେଉଛନ୍ତି ଆର୍ଦ୍ର ଅଞ୍ଚଳ ଉପରେ ନିର୍ଭରଶୀଳ। ଚଳିତବର୍ଷ ଚିଲିକାରେ ପାଣି ବଢ଼ିଥିବାରୁ ସେତେଟା ସନ୍ତସନ୍ତିଆ ଅଞ୍ଚଳ ନାହିଁ। ତେଣୁ ନଳବଣରେ  ପକ୍ଷୀ ସଂଖ୍ୟା ପୂର୍ବବର୍ଷ ଅପେକ୍ଷା କମ୍‌ ରହିଛି।

ଚିଲିକାର ଅନ୍ୟ ଅଞ୍ଚଳରେ  ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି। ବିଶେଷକରି  ନଦର୍ଣ୍ଣ ପିନ୍‌ଟେଲ୍‌, ଗଡ଼ୱାଲ୍‌ ଓ ଇଉରେସିଆନ୍‌ ୱିଜେନ୍‌ ପ୍ରଭୃତି ପ୍ରଜାତିର ଅଧିକ ପକ୍ଷୀଙ୍କ ଅଗମନ ହୋଇଛି।

ସେହିଭଳି ରାଜଧାନୀ ଉପକଣ୍ଠ ଚନ୍ଦକା ବନଖଣ୍ଡରେ ୧୪୨ଟି ପ୍ରଜାତିର ଦଶ ହଜାର ୯୩୧ ପକ୍ଷୀ ଆସିଥିବା ଗଣନା କରାଯାଇଛି। ଏହି ପକ୍ଷୀମାନଙ୍କ ମଧ୍ୟରେ ୨୬ଟି ବିଦେଶାଗତ ପକ୍ଷୀ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୭ଟି ବନଖଣ୍ଡରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତମାସ ଶେଷ ସୁଦ୍ଧା ସାରା ଓଡ଼ିଶାରେ ପକ୍ଷୀଗଣନା ଶେଷ ହେବ ବୋଲି ଚିଫ୍‌ ୱାଲଲ୍ଡ ଲାଇଫ୍‌ ୱାର୍ଡେନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story