ପାଖେଇ ଆସୁଛି ବଡ଼ଦିନ

ଭୁବନେଶ୍ୱର: ପାଖେଇ ଆସୁଛି ବଡଦିନ। ଖ୍ରୀଷ୍ଟିୟାନମାନଙ୍କ ଏହି ମହାନ ପର୍ବକୁ ବେଶ ଆଡ଼ମ୍ବର ସହ ପାଳନ କରିବା ପାଇଁ ସଜେଇ ହେଲାଣି ରାଜଧାନୀ ଭୁବନେଶ୍ୱର। ବଡଦିନ ପାଇଁ ବିଭିନ୍ନ ଦୋକାନରେ ଆରମ୍ଭ ହୋଇଗଲାଣି ବିଭିନ୍ନ ସାମଗ୍ରୀର କିଣାବିକା। ଖ୍ରୀଷ୍ଟମାସ ଟ୍ରିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସନ୍ତାକ୍ଳଜ, ସାନ୍ତାକ୍ଳଜ ଟୋପି, ଷ୍ଟାର ଏବଂ ଲାଇଟ କିଣିବା ପାଇଁ ଏବେଠାରୁ ଦୋକାନରେ ଭିଡ ଦେଖିବାକୁ ମିଳିଲାଣି। ଏହାସହ ବିଭିନ୍ନ ଚର୍ଚ୍ଚ ମଧ୍ୟ ସଜେଇ ହେଲାଣି।

ବଡଦିନ ପାଇଁ ରାଜଧାନୀର ବିଭିନ୍ନ ଚର୍ଚ୍ଚଗୁଡିକରେ ବିଶେଷ କାର୍ଯ୍ୟକ୍ରମ ରହିଛି। ସତ୍ୟନଗର କ୍ୟାଥଲିକ୍ ଚର୍ଚ୍ଚରେ ପ୍ରତିବର୍ଷ ପରି ବଡଦିନରେ ସାମୂହିକ ପ୍ରାର୍ଥନା କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ ଚର୍ଚ୍ଚ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।  ଚର୍ଚ୍ଚକୁ ନୂଆ ରଙ୍ଗ ଦିଆଯାଇଥିବା ବେଳେ ଆଗକୁ ରଙ୍ଗୀନ ଆଲୁଅ ଏବଂ ଖ୍ରୀଷ୍ଟମାସ ଟ୍ରିରେ ସଜାଯିବ ବୋଲି ମହାଧର୍ମାଧ୍ୟକ୍ଷ କହିଛନ୍ତି।

Ordigital Desk
• Published: Wednesday, 13 December 2017
• Updated: 13 December 2017, 08:56 AM IST

Sports

Latest News

ଭୁବନେଶ୍ୱର: ପାଖେଇ ଆସୁଛି ବଡଦିନ। ଖ୍ରୀଷ୍ଟିୟାନମାନଙ୍କ ଏହି ମହାନ ପର୍ବକୁ ବେଶ ଆଡ଼ମ୍ବର ସହ ପାଳନ କରିବା ପାଇଁ ସଜେଇ ହେଲାଣି ରାଜଧାନୀ ଭୁବନେଶ୍ୱର। ବଡଦିନ ପାଇଁ ବିଭିନ୍ନ ଦୋକାନରେ ଆରମ୍ଭ ହୋଇଗଲାଣି ବିଭିନ୍ନ ସାମଗ୍ରୀର କିଣାବିକା। ଖ୍ରୀଷ୍ଟମାସ ଟ୍ରିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସନ୍ତାକ୍ଳଜ, ସାନ୍ତାକ୍ଳଜ ଟୋପି, ଷ୍ଟାର ଏବଂ ଲାଇଟ କିଣିବା ପାଇଁ ଏବେଠାରୁ ଦୋକାନରେ ଭିଡ ଦେଖିବାକୁ ମିଳିଲାଣି। ଏହାସହ ବିଭିନ୍ନ ଚର୍ଚ୍ଚ ମଧ୍ୟ ସଜେଇ ହେଲାଣି।

ବଡଦିନ ପାଇଁ ରାଜଧାନୀର ବିଭିନ୍ନ ଚର୍ଚ୍ଚଗୁଡିକରେ ବିଶେଷ କାର୍ଯ୍ୟକ୍ରମ ରହିଛି। ସତ୍ୟନଗର କ୍ୟାଥଲିକ୍ ଚର୍ଚ୍ଚରେ ପ୍ରତିବର୍ଷ ପରି ବଡଦିନରେ ସାମୂହିକ ପ୍ରାର୍ଥନା କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ ଚର୍ଚ୍ଚ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।  ଚର୍ଚ୍ଚକୁ ନୂଆ ରଙ୍ଗ ଦିଆଯାଇଥିବା ବେଳେ ଆଗକୁ ରଙ୍ଗୀନ ଆଲୁଅ ଏବଂ ଖ୍ରୀଷ୍ଟମାସ ଟ୍ରିରେ ସଜାଯିବ ବୋଲି ମହାଧର୍ମାଧ୍ୟକ୍ଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos