ଛାତ୍ର ସଂସଦ ନିର୍ବାଚନ ହୋଇନି, କଲେଜରେ ପଡ଼ିଲା ରକ୍ତର ଛିଟା

ସୋର (ଶଶିକାନ୍ତ ବେହେରା): ବର୍ତ୍ତମାନ ଛାତ୍ର ସଂସଦ ନିର୍ବାଚନ ନାହିଁ। ତଥାପି କଲେଜ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି। ପଡ଼ିଛି ରକ୍ତର ଛିଟା। ଆହତ ହୋଇଛନ୍ତି ୩ ଜଣ ଛାତ୍ର। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟରେ ଘଟିଛି। ପୁଲିସ ଏହି ଘଟଣାରେ ୨ ଜଣ ଅଣଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ସବୁଦିନ ପରି ଆଜି କଲେଜରେ କ୍ଲାସ୍‌ ଚାଲିଥିଲା। ହଠାତ୍‌ କିଛି ଅଣଛାତ୍ର କ୍ଲାସ ଭିତରକୁ ପଶି ଆସିଥିଲେ। ଏହାକୁ ଛାତ୍ରମାନେ […]

soro

soro

Manoranjan Sial
  • Published: Monday, 19 August 2019
  • Updated: 19 August 2019, 06:16 PM IST

Sports

Latest News

ସୋର (ଶଶିକାନ୍ତ ବେହେରା): ବର୍ତ୍ତମାନ ଛାତ୍ର ସଂସଦ ନିର୍ବାଚନ ନାହିଁ। ତଥାପି କଲେଜ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି। ପଡ଼ିଛି ରକ୍ତର ଛିଟା। ଆହତ ହୋଇଛନ୍ତି ୩ ଜଣ ଛାତ୍ର। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟରେ ଘଟିଛି। ପୁଲିସ ଏହି ଘଟଣାରେ ୨ ଜଣ ଅଣଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସବୁଦିନ ପରି ଆଜି କଲେଜରେ କ୍ଲାସ୍‌ ଚାଲିଥିଲା। ହଠାତ୍‌ କିଛି ଅଣଛାତ୍ର କ୍ଲାସ ଭିତରକୁ ପଶି ଆସିଥିଲେ। ଏହାକୁ ଛାତ୍ରମାନେ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଅଣଛାତ୍ରମାନେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଫଳରେ +୩ ଛାତ୍ର ଭବାନୀ ଶଙ୍କର ଜେନା, ସୌରଭ ବେହେରା ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ କଲେଜରେ ପହଞ୍ଚି ଗଣ୍ଡଗୋଳ କରୁଥିବା ଅଣଛାତ୍ରଙ୍କୁ ଘଉଡାଇ ଦେବା ପରେ ଦୁଇ ଅଣଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୁରକ୍ଷା ଦୃଷ୍ଟିରୁ କଲେଜ କ୍ୟାମ୍ପସରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତା' ଛଡ଼ା କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସସ୍‌ପେଣ୍ଡ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story