ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ କିରାଣୀ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଲାଞ୍ଚୁଆ କିରାଣୀଙ୍କୁ ଭିଜିଲାନ୍ସ ହାତରେ ଧରାଇଲେ କିରାଣୀ। ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ ଅଫିସରେ। ଲୋଇସିଂହା କୋର୍ଟରେ କିରାଣୀ ଥିବା ବୁଦୁଲା ଗାଁର ସନ୍ତୋଷ ନାଗଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଗଲପୁର ତହସିଲର ମୁଖ୍ୟ କିରାଣୀ ବିକାଶ ଭୋଇ ଭିଜିଲାନ୍ସ ଦ୍ୱାରା ଧରା ପଡ଼ିଛନ୍ତି। ମୁଖ୍ୟ କିରାଣୀଙ୍କ ସହ ତହସିଲ ଅଫିସର ସିନିୟର ରେଭନ୍ୟୁ ଆସିଷ୍ଟାଣ୍ଟ ଚନ୍ଦ୍ର ଶେଖର ପାତ୍ର ମଧ୍ୟ ଭିଜିଲାନ୍ସ […]

vigilance

vigilance

Ranjit Kumar Jena
  • Published: Thursday, 04 June 2020
  • Updated: 04 June 2020, 04:56 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଲାଞ୍ଚୁଆ କିରାଣୀଙ୍କୁ ଭିଜିଲାନ୍ସ ହାତରେ ଧରାଇଲେ କିରାଣୀ। ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ ଅଫିସରେ। ଲୋଇସିଂହା କୋର୍ଟରେ କିରାଣୀ ଥିବା ବୁଦୁଲା ଗାଁର ସନ୍ତୋଷ ନାଗଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଗଲପୁର ତହସିଲର ମୁଖ୍ୟ କିରାଣୀ ବିକାଶ ଭୋଇ ଭିଜିଲାନ୍ସ ଦ୍ୱାରା ଧରା ପଡ଼ିଛନ୍ତି।

ମୁଖ୍ୟ କିରାଣୀଙ୍କ ସହ ତହସିଲ ଅଫିସର ସିନିୟର ରେଭନ୍ୟୁ ଆସିଷ୍ଟାଣ୍ଟ ଚନ୍ଦ୍ର ଶେଖର ପାତ୍ର ମଧ୍ୟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଦୀର୍ଘ ୬ ମାସ ହେଲା ଜମି ପଟ୍ଟା କରେଇ ଦେବା ପାଇଁ ସନ୍ତୋଷ ନାଗଙ୍କୁ ହଇରାଣ କରୁଥିଲେ ମୁଖ୍ୟ କିରାଣୀ ବିକାଶ ଭୋଇ। ଏଥିପାଇଁ କିରାଣୀ ଜଣକ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେଣୁ ଏ ସଂର୍ପକରେ ସନ୍ତୋଷ ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ।

ଆଜି ପୂର୍ବ ଯୋଜନା ମୁତାବକ ସନ୍ତୋଷ ୬ହଜାର ଟଙ୍କା ମୁଖ୍ୟ କିରାଣୀ ବିକାଶ ଭୋଇଙ୍କୁ ହସ୍ତାନ୍ତର କରିଥିଲେ। କିନ୍ତୁ ବିକାଶ ଏହି ଟଙ୍କା ନନେଇ ଏହାକୁ ସିନିଅର ରେଭନ୍ୟୁ ଆସିଷ୍ଟାଣ୍ଟ ଚନ୍ଦ୍ରଶେଖର ପାତ୍ରଙ୍କୁ ଦେବାକୁ କହିଥିଲେ। ଚନ୍ଦ୍ରଶେଖର ଟଙ୍କା ଗ୍ରହଣ କରିବା ସମୟରେ ଉଭୟଙ୍କୁ କାବୁ କରିଥିଲା ଭିଜିଲାନ୍ସ ବିଭାଗ।

ଦୁଇ ଜଣଙ୍କୁ ଗିରଫ କରି ଭିଜିଲାନ୍ସ ବିଭାଗ କୋର୍ଟ ଚାଲାଣ କରିଛି। ତେବେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ତହସିଲର ମୁଖ୍ୟ କିରାଣୀ ବିକାଶ ଭୋଇ। ସେପଟେ ଗିରଫ ହୋଇଥିବା ଦୁଇଜଣଙ୍କ ଘରକୁ ଚଢ଼ାଉ କରିଛି ଭିଜିଲାନ୍ସର ମିଳିତ ଟିମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story