ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, କିନ୍ତୁ ପଢ଼ିବାକୁ ଆସୁନାହାନ୍ତି ଛାତ୍ରଛାତ୍ରୀ!

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବ୍ରହ୍ମପୁରର ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଗତ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା ପ୍ରଥମ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ। ଖଲିକୋଟ ମହାବିଦ୍ୟାଳୟ, ଏସ୍‌ବିଆର ମହିଳା ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଗୋପାଳପୁର ବିଜ୍ଞାନ ମହାବିଦ୍ୟାଳୟ ଓ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଏହି କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଅଧିନରେ ରହିଥିଲା। ଏହି ବିଶ୍ୱବିଦ୍ୟାଳୟରେ ୨୦୧୮ ଶିକ୍ଷା ବର୍ଷରୁ ପାଠପଢ଼ା ଆରମ୍ଭ ହୋଇଥିଲା। ଏଠାରେ ୬ଟି ବିଭାଗ ଖୋଲା ଯାଇଥିଲା। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଠାରେ […]

khalikot

khalikot

Manoranjan Sial
  • Published: Wednesday, 10 July 2019
  • Updated: 10 July 2019, 07:33 PM IST

Sports

Latest News

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବ୍ରହ୍ମପୁରର ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଗତ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା ପ୍ରଥମ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ। ଖଲିକୋଟ ମହାବିଦ୍ୟାଳୟ, ଏସ୍‌ବିଆର ମହିଳା ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଗୋପାଳପୁର ବିଜ୍ଞାନ ମହାବିଦ୍ୟାଳୟ ଓ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଏହି କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଅଧିନରେ ରହିଥିଲା। ଏହି ବିଶ୍ୱବିଦ୍ୟାଳୟରେ ୨୦୧୮ ଶିକ୍ଷା ବର୍ଷରୁ ପାଠପଢ଼ା ଆରମ୍ଭ ହୋଇଥିଲା। ଏଠାରେ ୬ଟି ବିଭାଗ ଖୋଲା ଯାଇଥିଲା। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଠାରେ ମାତ୍ର ୩୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଅଥଚ ଅଧ୍ୟାପକ, ଅଧ୍ୟାପିକା ଓ ନନ୍‌ଟିଚିଙ୍ଗଙ୍କୁ ମିଶାଇ ଏଠାରେ ପାଖାପାଖି ୩୫ ଜଣ ଷ୍ଟାଫ୍‌ ରହିଛନ୍ତି।

ତେବେ ଛାତ୍ରଛାତ୍ରୀ କହିଛନ୍ତି, ଏହି ବିଶ୍ୱବିଦ୍ୟାଳୟରେ ନାମ ଲେଖା ଫି’ ଅନ୍ୟ ବିଶ୍ୱବିଦ୍ୟାଳୟ ତୁଳନାରେ ଅଧିକ ରହିଛି। ସେପଟେ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି କହିଛନ୍ତି, ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୫ଟି କଲେଜରେ ଯେଉଁ ବିଷୟ ପଢ଼ାଯାଉଛି, ତାହା ଏଠାରେ ମଧ୍ୟ ରହିଛି। ଯେଉଁଥିପାଇଁ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ରହିଛି।

ଏଠାରେ ଶିକ୍ଷା ବିଭାଗର ବିଚିତ୍ର ନୀତି ଦେଖିବାକୁ ମିଳିଛି। ଗୋଟିଏ ପଟେ କମ୍‌ ପିଲା ଥିବା ସ୍କୁଲ ଗୁଡିକ ବନ୍ଦ କରାଯାଉଛି। ଅନ୍ୟପକ୍ଷରେ ଏହି ବିଶ୍ୱବିଦ୍ୟାଳୟ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛି ଉଚ୍ଚ ଶିକ୍ଷା ବିଭାଗ। ସହର ଉପକଣ୍ଠ କନିଷିଠାରେ ଥିବା ଜି-ମ୍ୟାକ୍ସ ନାମକ ଏକ କୋଠାକୁ ମାସିକ ୭ ଲକ୍ଷ ୫୨ ହଜାର ୪ଶହ ଟଙ୍କା ଭଡାରେ ନେଇ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଆସବାବପତ୍ର ବାବଦକୁ ୭୩ ହଜାର ୮୭୬ ଟଙ୍କା ଖର୍ଚ୍ଚ କରାଯାଇଥିବା ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ ପାଖକୁ ଆସିଥିବା ଉଚ୍ଚ ଶିକ୍ଷା ବିଭାଗର ଚିଠିରୁ ଜଣାପଡ଼ିଛି।

ସରକାରଙ୍କ ନିର୍ଦ୍ଦେଶ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତତ୍ପର ହୋଇଛନ୍ତି। ଚଳିତବର୍ଷରେ ଭଡ଼ା କୋଠାରେ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା କରାଯାଉଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story