ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ପ୍ରଦାନ କରିଛନ୍ତି। ଏଥିସହିତ ଆତ୍ମରକ୍ଷା ପ୍ରଶିକ୍ଷଣରେ ପାରଦର୍ଶିତା ହାସଲ କରିଥିବା ମହାବିଦ୍ୟାଳୟ ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ  ପୁରସ୍କାର  ପ୍ରଦାନ କରିଛନ୍ତି। ସମାରୋହରେ ମୁଖ୍ୟମନ୍ତ୍ରୀ କହିଥିଲେ,“ଯୁବଶକ୍ତିର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରାଯାଉଛି। ରାଜ୍ୟରେ ଯୁବ ଶକ୍ତିର ବିକାଶ ପାଇଁ ୨୦୧୩ରେ  ରାଜ୍ୟ ସରକାର ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ କରିଛନ୍ତି। ଏଥିରେ ଯୁବ ଶକ୍ତିର ବିକାଶ ପାଇଁ ଅନେକ ବ୍ୟବସ୍ଥା […]

cm-laptop

cm-laptop

Rakesh Mallick
  • Published: Saturday, 20 August 2016
  • Updated: 20 August 2016, 02:26 PM IST

Sports

Latest News

cm-laptopଭୁବନେଶ୍ୱର: ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ପ୍ରଦାନ କରିଛନ୍ତି। ଏଥିସହିତ ଆତ୍ମରକ୍ଷା ପ୍ରଶିକ୍ଷଣରେ ପାରଦର୍ଶିତା ହାସଲ କରିଥିବା ମହାବିଦ୍ୟାଳୟ ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ  ପୁରସ୍କାର  ପ୍ରଦାନ କରିଛନ୍ତି।

ସମାରୋହରେ ମୁଖ୍ୟମନ୍ତ୍ରୀ କହିଥିଲେ,“ଯୁବଶକ୍ତିର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରାଯାଉଛି। ରାଜ୍ୟରେ ଯୁବ ଶକ୍ତିର ବିକାଶ ପାଇଁ ୨୦୧୩ରେ  ରାଜ୍ୟ ସରକାର ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ କରିଛନ୍ତି। ଏଥିରେ ଯୁବ ଶକ୍ତିର ବିକାଶ ପାଇଁ ଅନେକ ବ୍ୟବସ୍ଥା କରାଯାଇଛି। ବିଜୁବାବୁଙ୍କର ଯୁବ ଶକ୍ତି ଉପରେ ସଂପୂର୍ଣ୍ଣ ଭରସା ଥିଲା। ଯୁବ ଶକ୍ତିର ବିକାଶ ପାଇଁ ସେ ଅନେକ କାର୍ଯ୍ୟ କରି ଯାଇଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି,“ଟେକ୍ନୋଲୋଜି ହେଉଛି ବର୍ତ୍ତମାନ ଯୁଗର ଆଧାର। ଟେକ୍ନୋଲୋଜି ବିନା ବିକାଶ ସପ୍ନ ସମ୍ଭବ ହେବ ନୁହେଁ। ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ଆବଶ୍ୟକ ରହିଛି। ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟସରକାର ତରଫରୁ ଲାପଟପ୍‌ ବଣ୍ଟନ କରାଯାଉଛି। ଏହା ସହ ଝିଅମାନଙ୍କ ସଶକ୍ତିକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।”

ଜଣେ ମେଧାବୀ ଛାତ୍ରୀ ମୋନାଲିସା ଶତପଥୀ କହିଛନ୍ତି,“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମେଧାବୀ ଛାତ୍ର ଛାତ୍ରୀଙ୍କ ପାଇଁ ଏହା ଏକ ବଡ଼ ପ୍ରୋତ୍ସାହନ।  ଏଥିରେ ମେଧାବୀ ଛାତ୍ରଛାତ୍ରୀମାନେ ଆଗକୁ  କିପରି ଆଗେଇ ପାରିବେ ସେଥିପାଇଁ  ତାଙ୍କୁ ସୁଯୋଗ  ଦିଆଯାଉଛି। ଏହା ଛାତ୍ରଛାତ୍ରୀମାନଙ୍କୁ  ଆଗକୁ ଭଲ ପାଠ ପଢ଼ିବା ପାଇଁ ଉତ୍ସାହିତ ସୃଷ୍ଟି କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story