ମଣ୍ଡିକୁ ଆସିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନ ୧୩ ଦିନରେ ପହଞ୍ଚିଥିବା ବେଳେ ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି କୃଷକ ମୋର୍ଚ୍ଚା। ମୁଖ୍ୟମନ୍ତ୍ରୀ ନିଜେ ମଣ୍ଡିକୁ ଆସନ୍ତୁ ବୋଲି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି-“ମଣ୍ଡିରେ ଚାଷୀଙ୍କୁ MSP ମିଳୁଛି କି ନାହିଁ। କଟ୍‌ନୀ, ଛଟନୀ ଓ ଟୋକନ ବ୍ୟବସ୍ଥାକୁ ନେଇ […]

pradeep

pradeep

Manoranjan Sial
  • Published: Friday, 11 December 2020
  • Updated: 11 December 2020, 04:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନ ୧୩ ଦିନରେ ପହଞ୍ଚିଥିବା ବେଳେ ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି କୃଷକ ମୋର୍ଚ୍ଚା। ମୁଖ୍ୟମନ୍ତ୍ରୀ ନିଜେ ମଣ୍ଡିକୁ ଆସନ୍ତୁ ବୋଲି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି-“ମଣ୍ଡିରେ ଚାଷୀଙ୍କୁ MSP ମିଳୁଛି କି ନାହିଁ। କଟ୍‌ନୀ, ଛଟନୀ ଓ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ହନ୍ତସନ୍ତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ମଣ୍ଡିକୁ ଆସି ଏହା ଦେଖନ୍ତୁ। କେନ୍ଦ୍ର ଅର୍ଥ ଦେଉଛି, କୌଣସି ମଣ୍ଡିରେ ଚାଷୀ ୧୮୬୮ ଟଙ୍କା ପାଉନାହାନ୍ତି। ମିଲର୍ସଙ୍କ ଉପରେ ସରକାରଙ୍କ କର୍ତ୍ତୃତ୍ୱ ନଥିବାରୁ କମ୍‌ ଦାମରେ ଧାନ ବିକୁଛି ଚାଷୀ। ଛତିଶଗଡ଼, ମଧ୍ୟପ୍ରଦେଶ ଭଳି ଚାଷୀଙ୍କୁ ଅଧିକ ବୋନସ୍‌ ଦିଅନ୍ତୁ ରାଜ୍ୟ ସରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story