ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଲ୍ୟାଣସିଂହପୁର ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରସ୍ଥିତ ଏସ୍‌ଆରସି ଅଫିସରେ ହୋଇଥିଲା ଏହି ବୈଠକ। ଲଗାଣ ବର୍ଷା ଯୋଗୁଁ ଦୁଇଟି ନଦୀରେ ବନ୍ୟା ଆସିଥିବା ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି- “ସିଆରପିଏଫ୍‌, ଓଡ୍ରାଫ୍, ଅଗ୍ନିଶମ ବିଭାଗ ଉଦ୍ଧାର ଓ  ରିଲିଫ୍‌ କାର୍ଯ୍ୟରେ ଲାଗିଛନ୍ତି। ସେନା ବାହିନୀର ହେଲିକପ୍ଟରକୁ ମଧ୍ୟ ଲଗାଯାଉଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ସ୍ଥିତି ଉପରେ ନଜର ରଖିଛନ୍ତି। ରାୟଗଡ଼ା ଜିଲ୍ଲାପାଳଙ୍କ ତତ୍ୱାବଧାନରେ […]

cm

cm

Rakesh Mallick
  • Published: Sunday, 16 July 2017
  • Updated: 16 July 2017, 09:58 PM IST

Sports

Latest News

ଭୁବନେଶ୍ୱର: କଲ୍ୟାଣସିଂହପୁର ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରସ୍ଥିତ ଏସ୍‌ଆରସି ଅଫିସରେ ହୋଇଥିଲା ଏହି ବୈଠକ। ଲଗାଣ ବର୍ଷା ଯୋଗୁଁ ଦୁଇଟି ନଦୀରେ ବନ୍ୟା ଆସିଥିବା ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି- “ସିଆରପିଏଫ୍‌, ଓଡ୍ରାଫ୍, ଅଗ୍ନିଶମ ବିଭାଗ ଉଦ୍ଧାର ଓ  ରିଲିଫ୍‌ କାର୍ଯ୍ୟରେ ଲାଗିଛନ୍ତି। ସେନା ବାହିନୀର ହେଲିକପ୍ଟରକୁ ମଧ୍ୟ ଲଗାଯାଉଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ସ୍ଥିତି ଉପରେ ନଜର ରଖିଛନ୍ତି। ରାୟଗଡ଼ା ଜିଲ୍ଲାପାଳଙ୍କ ତତ୍ୱାବଧାନରେ ସବୁ ଚାଲିଛି।”

ଉଦ୍ଧାର, ସୁରକ୍ଷା ତଦାରଖ ପାଇଁ ଉନ୍ନୟନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ଦକ୍ଷିଣାଞ୍ଚଳ ଆରଡିସି ଓ ଡିଆଇଜିଙ୍କୁ ମଧ୍ୟ ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ସୁରକ୍ଷା ନେଇ କୌଣସି ଅବହେଳା କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story