ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ପ୍ରଚାର କାର୍ଯ୍ୟକ୍ରମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନ ପାଇଁ ଚାଲିଛି ଜୋରସୋର ପ୍ରଚାର। ବିଜେପି ପକ୍ଷରୁ ସେଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ପ୍ରମୁଖ ପ୍ରଚାରକୁ ଓହ୍ଲାଇ ସାରିଲେଣି। କଂଗ୍ରେସ ପକ୍ଷରୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ପ୍ରଚାର ପାଇଁ ଓହ୍ଲାଇ ସାରିଛନ୍ତି। ବିଜେଡି ପକ୍ଷରୁ ମଧ୍ୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଜୋରଦାର ପ୍ରଚାର କରାଯାଉଛି। ତେବେ ବିଜେଡି ପକ୍ଷରୁ ଦଳର […]

nveen

nveen

Rakesh Mallick
  • Published: Saturday, 17 February 2018
  • Updated: 17 February 2018, 07:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନ ପାଇଁ ଚାଲିଛି ଜୋରସୋର ପ୍ରଚାର। ବିଜେପି ପକ୍ଷରୁ ସେଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ପ୍ରମୁଖ ପ୍ରଚାରକୁ ଓହ୍ଲାଇ ସାରିଲେଣି। କଂଗ୍ରେସ ପକ୍ଷରୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ପ୍ରଚାର ପାଇଁ ଓହ୍ଲାଇ ସାରିଛନ୍ତି। ବିଜେଡି ପକ୍ଷରୁ ମଧ୍ୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଜୋରଦାର ପ୍ରଚାର କରାଯାଉଛି। ତେବେ ବିଜେଡି ପକ୍ଷରୁ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏଯାଏଁ ପ୍ରଚାର କରିବା ପାଇଁ ସେଠାକୁ ଯାଇନାହାଁନ୍ତି। ସେ ସେଠାକୁ ଫେବ୍ରୁଆରୀ ୧୯ ଓ ୨୧ ତାରିଖରେ ପ୍ରଚାର କରିବାର କାର୍ଯ୍ୟକ୍ରମ ଥିଲା। ତେବେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ ୧୯ ଓ ୨୧ ବଦଳରେ ୨୦ ଓ ୨୧ ତାରିଖରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ୨୦ରେ ମୁଖ୍ୟମନ୍ତ୍ରୀ ବରପାଲିରେ ରୋଡ୍ ଶୋ ଓ ସଭା କରିବେ। ୨୧ ତାରିଖରେ ସେ ବିଜେପୁର ଓ ଗାଇସିଲଟରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story