କୋଇଲା କେଳେଙ୍କାରୀ; ଫସିବେ କି ଦିଲୀପ ରାୟ?

ଭୁବନେଶ୍ୱର: କୋଇଲ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ବିଧାୟକ ଦିଲୀପ ରାୟଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କରିପାରେ ସିବିଆଇ। ଏନେଇ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଚାର୍ଜଫ୍ରେମ୍‌ ଦାଲଖ କରିବାକୁ ନିଷ୍ପତ୍ତି ନେଇଛନ୍ତି ସିବିଆଇ ସ୍ୱତନ୍ତ୍ର କୋର୍ଟ। ଏପ୍ରିଲ ୨୬ ତାରିଖରେ ଦିଲୀପଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ କରିବ ସିବିଆଇ। ୧୯୯୯ ମସିହାରେ କାଷ୍ଟ୍ରୋନ୍‌ ଟେକ୍ନୋଲୋଜି ଲିମିଟେଡ୍‌ ନାମକ ସଂସ୍ଥାକୁ ଝାଡଖଣ୍ଡ ବ୍ରହ୍ମାଡିହା କୋଇଲା ଖଣି […]

Dilip-Ray-1

Dilip-Ray-1

Rakesh Mallick
  • Published: Tuesday, 18 April 2017
  • Updated: 18 April 2017, 06:50 PM IST

Sports

Latest News

ଭୁବନେଶ୍ୱର: କୋଇଲ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ବିଧାୟକ ଦିଲୀପ ରାୟଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କରିପାରେ ସିବିଆଇ। ଏନେଇ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଚାର୍ଜଫ୍ରେମ୍‌ ଦାଲଖ କରିବାକୁ ନିଷ୍ପତ୍ତି ନେଇଛନ୍ତି ସିବିଆଇ ସ୍ୱତନ୍ତ୍ର କୋର୍ଟ। ଏପ୍ରିଲ ୨୬ ତାରିଖରେ ଦିଲୀପଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ କରିବ ସିବିଆଇ। ୧୯୯୯ ମସିହାରେ କାଷ୍ଟ୍ରୋନ୍‌ ଟେକ୍ନୋଲୋଜି ଲିମିଟେଡ୍‌ ନାମକ ସଂସ୍ଥାକୁ ଝାଡଖଣ୍ଡ ବ୍ରହ୍ମାଡିହା କୋଇଲା ଖଣି ଦିଆଯାଇଥିଲା। ତେବେ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା। ସେତେବେଳେ ଏନ୍‌ଡିଏ ସରକାରରେ କୋଇଲା ମନ୍ତ୍ରୀ ଥିବା ଦିଲୀପ ରାୟଙ୍କର ଏଥିରେ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିଲା। ଏଥିରେ ଦିଲୀପଙ୍କ ସମେତ ଅତିରିକ୍ତ କୋଇଲା ସଚିବ ପ୍ରଦୀପ କୁମାର ବାନାର୍ଜୀ, ପୂର୍ବତନ ଆଡଭୋକେଟ୍‌ ନିତ୍ୟାନନ୍ଦ ଗୌତମଙ୍କ ସମେତ କାଷ୍ଟ୍ରୋନ୍‌ ଟେକ୍ନୋଲୋଜି ଲିମିଟେଡ୍‌ର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story