୨୭ ଯାଏଁ ଜାରି ରହିବ ଏମିତି ଥଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେଲା ରାଜ୍ୟରେ ଶୀତର ଲହରି ଜାରି ରହିଛି। ଉପାନ୍ତଠୁ ଉପକୂଳରେ ସବୁଠି ଏବେ ଶୀତର ପ୍ରକୋପ ଅନୁଭୂତ ହେଉଛି। ଏହା ସହ ରାଜ୍ୟର କିଛି ସ୍ଥାନରେ ଦୁଇ ଦିନ ହେଲା କୁହୁଡ଼ି ହେଉଛି। ତାପମାତ୍ରାରେ ତାରତମ୍ୟ ଯୋଗୁଁ ଏଭଳି କୁହୁଡ଼ି ହେଉଛି। ଏହା ସତ୍ତ୍ୱେ ଥଣ୍ଡା ଏକପ୍ରକାର ସ୍ଥିର ରହିଛି। ଏଭଳି  ପରିସ୍ଥିତି ଆସନ୍ତା ୨୭ ତାରିଖ ଯାଏଁ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  ଦାରିଙ୍ଗିବାଡ଼ିରେ ସର୍ବନିମ୍ନ […]

hh

hh

Rakesh Mallick
  • Published: Friday, 22 December 2017
  • Updated: 22 December 2017, 10:11 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେଲା ରାଜ୍ୟରେ ଶୀତର ଲହରି ଜାରି ରହିଛି। ଉପାନ୍ତଠୁ ଉପକୂଳରେ ସବୁଠି ଏବେ ଶୀତର ପ୍ରକୋପ ଅନୁଭୂତ ହେଉଛି। ଏହା ସହ ରାଜ୍ୟର କିଛି ସ୍ଥାନରେ ଦୁଇ ଦିନ ହେଲା କୁହୁଡ଼ି ହେଉଛି। ତାପମାତ୍ରାରେ ତାରତମ୍ୟ ଯୋଗୁଁ ଏଭଳି କୁହୁଡ଼ି ହେଉଛି। ଏହା ସତ୍ତ୍ୱେ ଥଣ୍ଡା ଏକପ୍ରକାର ସ୍ଥିର ରହିଛି। ଏଭଳି  ପରିସ୍ଥିତି ଆସନ୍ତା ୨୭ ତାରିଖ ଯାଏଁ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରହିଥିବା ବେଳେ
ଫୁଲବାଣୀରେ ତାପମାତ୍ରା ୭.୫ ଡିଗ୍ରୀ ରହିଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story