ତୃତୀୟ ସପ୍ତାହରେ ହେବ ଜିଲ୍ଲାପାଳ ସମ୍ମିଳନୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଚଳିତ ମାସ ତୃତୀୟ ସପ୍ତାହରେ ଜିଲ୍ଲାପାଳ ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜିଲ୍ଲାପାଳ ସମ୍ମିଳନୀରେ ସ୍ଥାନ ପାଇବାକୁ ଥିବା ଏଜେଣ୍ଡା ସ୍ଥିର କରିବା ପାଇଁ ଏବେ ବିଭିନ୍ନ ବିଭାଗର ସଚିବମାନଙ୍କୁ ଆବଶ୍ୟକ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଚଳିତ ଜିଲ୍ଲାପାଳ ସମ୍ମିଳନୀରେ ‘ଫାଇଭ-ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ଉପରେ ମୁଖ୍ୟ ଫୋକସ୍ ରହିବ ବୋଲି ଜଣାପଡ଼ିଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା […]

collector-meeting-will-be-held-on-3rd-week-in-this-at-bhubaneswar

Manoranjan Sial
  • Published: Monday, 02 September 2019
  • Updated: 02 September 2019, 10:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଚଳିତ ମାସ ତୃତୀୟ ସପ୍ତାହରେ ଜିଲ୍ଲାପାଳ ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜିଲ୍ଲାପାଳ ସମ୍ମିଳନୀରେ ସ୍ଥାନ ପାଇବାକୁ ଥିବା ଏଜେଣ୍ଡା ସ୍ଥିର କରିବା ପାଇଁ ଏବେ ବିଭିନ୍ନ ବିଭାଗର ସଚିବମାନଙ୍କୁ ଆବଶ୍ୟକ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଚଳିତ ଜିଲ୍ଲାପାଳ ସମ୍ମିଳନୀରେ ‘ଫାଇଭ-ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ଉପରେ ମୁଖ୍ୟ ଫୋକସ୍ ରହିବ ବୋଲି ଜଣାପଡ଼ିଛି।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାପାଳ ସମ୍ମିଳନୀ ତୁରନ୍ତ ଆୟୋଜନ କରିବା ନିମନ୍ତେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେବାପରେ ସରକାରୀସ୍ତରରେ ଏନେଇ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତମାସ ୨୦ ଓ ୨୧ତାରିଖ ଦୁଇଦିନ ଧରି ନବନିର୍ମିତ ଖାରବେଳ ଭବନରେ ଜିଲ୍ଲାପାଳ ସମ୍ମିଳନୀ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାପାଳ ସମ୍ମିଳନୀରେ ବିଭିନ୍ନ ସରକାରୀ ଯୋଜନାର ଫାଇଦା ଯେଭଳି ସାଧାରଣ ଲୋକଙ୍କ ପାଖରେ ପହଞ୍ôଚବ ଓ ତୃଣମୂଳସ୍ତରର ବିଭିନ୍ନ ଅଫିସରେ ‘ଫାଇଭ୍-ଟି’ କାର୍ଯ୍ୟକ୍ରମ କଡ଼ାକଡ଼ି ଭାବେ ପାଳନ ହେବ ସେ ନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଅକ୍ଟୋବର ୨ତାରିଖରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଥିବାରୁ ଏହା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଗତ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ପିସି’ କାରବାର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଏଥର ‘ପିସି’ କାରବାର ବନ୍ଦ ଦିଗରେ ଜିଲ୍ଲାପାଳମାନେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ସେ ନେଇ ରିପୋର୍ଟ ଉପସ୍ଥାପନ କରିବାକୁ କୁହାଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story