କମ୍ପାନୀ କାମ ଅନୁଧ୍ୟାନ ଲାଗି ସବ୍ କମିଟି ଗଠନ ନିଷ୍ପତ୍ତି

ସମ୍ବଲପୁର: ସମ୍ୱଲପୁରର ଆର୍ପିଡିଏସି ବୈଠକରେ କଂପାନୀ ମାନେ ନିଜ ପ୍ରତିଶ୍ରୁତି ପାଳନ କରୁ ନ ଥିବା ନେଇ ଉଦବେଗ ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ କାମକୁ ଅନୁଧ୍ୟାନ କରିବା ପାଇଁ ବୈଠକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି। ବିଶେଷ କରି ହିଣ୍ଡାଲକୋ କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜନପ୍ରତିନିଧିମାନେ । କମ୍ପାନୀ କାମ କରିବା ନେଇ ଯେଉଁ ପ୍ରତିଶୃତି ଦେଉଛି ତାହା ପାଳନ କରୁନାହିଁ ଏବଂ […]

sambulpur

sambulpur

Rakesh Mallick
  • Published: Friday, 05 June 2015
  • Updated: 05 June 2015, 02:05 AM IST

Sports

Latest News

ସମ୍ବଲପୁର: ସମ୍ୱଲପୁରର ଆର୍ପିଡିଏସି ବୈଠକରେ କଂପାନୀ ମାନେ ନିଜ ପ୍ରତିଶ୍ରୁତି ପାଳନ କରୁ ନ ଥିବା ନେଇ ଉଦବେଗ ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ କାମକୁ ଅନୁଧ୍ୟାନ କରିବା ପାଇଁ ବୈଠକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି। ବିଶେଷ କରି ହିଣ୍ଡାଲକୋ କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜନପ୍ରତିନିଧିମାନେ । କମ୍ପାନୀ କାମ କରିବା ନେଇ ଯେଉଁ ପ୍ରତିଶୃତି ଦେଉଛି ତାହା ପାଳନ କରୁନାହିଁ ଏବଂ ସଂସ୍ଥାର ଲାଭାଂଶ ସମ୍ପର୍କରେ ଅଧିକାରୀମାନେ ଲୁଚାଉଛନ୍ତି ବୋଲି ସମ୍ୱଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଓ ରେଙ୍ଗ।ଲି ବିଧାୟକ ରମେଶ ପଟୁଆ ମଧ୍ୟ ସମାନ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story