କଟକ-ଭୁବନେଶ୍ୱରରୁ ବିଦା ହେବେ ଅଭ୍ୟାସଗତ ନିଶା ବେପାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଦ୍ୱୈତ ନଗରୀରେ ନିଶା ବେପାରୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଯାହାକୁ ନେଇ କମିଶନରେଟ୍‌ ପୁଲିସ ଚିନ୍ତାରେ ପଡ଼ିଯାଇଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ କମିଶନରେଟ୍‌ ପୁଲିସ୍‌ ଦ୍ୱୈତନଗରୀ (କଟକ-ଭୁବନେଶ୍ୱର)ରେ କଠୋର ନିଷ୍ପତ୍ତି ନେବ। ଅଭ୍ୟାସଗତ ନିଶା ବେପାରୀଙ୍କୁ ତଡ଼ିପାର କରିବ କମିଶନରେଟ ପୁଲିସ। ବାରମ୍ବାର ନିଶା ବେପାର କରି ଧରା ପଡ଼ିଥିବା ଅଭିଯୁକ୍ତଙ୍କୁ କଟକ ଓ ଭୁବନେଶ୍ୱର ସହରରୁ ବିଦା କରାଯିବ। ସେଥିପାଇଁ ଅଭ୍ୟାସଗତ ନିଶା ବେପାରୀଙ୍କ ତାଲିକା ପ୍ରସ୍ତୁତ […]

Commisionerate-police-to-drive-away-drug-peddlers-from-twin-city

Manoranjan Sial
  • Published: Wednesday, 10 July 2019
  • Updated: 10 July 2019, 09:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଦ୍ୱୈତ ନଗରୀରେ ନିଶା ବେପାରୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଯାହାକୁ ନେଇ କମିଶନରେଟ୍‌ ପୁଲିସ ଚିନ୍ତାରେ ପଡ଼ିଯାଇଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ କମିଶନରେଟ୍‌ ପୁଲିସ୍‌ ଦ୍ୱୈତନଗରୀ (କଟକ-ଭୁବନେଶ୍ୱର)ରେ କଠୋର ନିଷ୍ପତ୍ତି ନେବ। ଅଭ୍ୟାସଗତ ନିଶା ବେପାରୀଙ୍କୁ ତଡ଼ିପାର କରିବ କମିଶନରେଟ ପୁଲିସ। ବାରମ୍ବାର ନିଶା ବେପାର କରି ଧରା ପଡ଼ିଥିବା ଅଭିଯୁକ୍ତଙ୍କୁ କଟକ ଓ ଭୁବନେଶ୍ୱର ସହରରୁ ବିଦା କରାଯିବ। ସେଥିପାଇଁ ଅଭ୍ୟାସଗତ ନିଶା ବେପାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଥିବା ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

ସେପଟେ କମିଶନରେଟ ପୁଲିସ ପକ୍ଷରୁ ଆଜି ଏକ ବଡ଼ ଧରଣର ଚଢଉ ହୋଇଥିଲା। ଏଥିରେ ପୁଲିସ ମୋଟ ୯ଟି ମାମଲା ରୁଜୁ କରି ୧୩ଜଣଙ୍କୁ ଗିରଫ କରିଛି। ଏହାସହ ବିପୁଳ ପରିମାଣର ଗଞ୍ଜେଇ ଓ ୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story