ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଦ୍ୱୈତ ନଗରୀରେ ନିଶା ବେପାରୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଯାହାକୁ ନେଇ କମିଶନରେଟ୍ ପୁଲିସ ଚିନ୍ତାରେ ପଡ଼ିଯାଇଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ କମିଶନରେଟ୍ ପୁଲିସ୍ ଦ୍ୱୈତନଗରୀ (କଟକ-ଭୁବନେଶ୍ୱର)ରେ କଠୋର ନିଷ୍ପତ୍ତି ନେବ। ଅଭ୍ୟାସଗତ ନିଶା ବେପାରୀଙ୍କୁ ତଡ଼ିପାର କରିବ କମିଶନରେଟ ପୁଲିସ। ବାରମ୍ବାର ନିଶା ବେପାର କରି ଧରା ପଡ଼ିଥିବା ଅଭିଯୁକ୍ତଙ୍କୁ କଟକ ଓ ଭୁବନେଶ୍ୱର ସହରରୁ ବିଦା କରାଯିବ। ସେଥିପାଇଁ ଅଭ୍ୟାସଗତ ନିଶା ବେପାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଥିବା ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।
ସେପଟେ କମିଶନରେଟ ପୁଲିସ ପକ୍ଷରୁ ଆଜି ଏକ ବଡ଼ ଧରଣର ଚଢଉ ହୋଇଥିଲା। ଏଥିରେ ପୁଲିସ ମୋଟ ୯ଟି ମାମଲା ରୁଜୁ କରି ୧୩ଜଣଙ୍କୁ ଗିରଫ କରିଛି। ଏହାସହ ବିପୁଳ ପରିମାଣର ଗଞ୍ଜେଇ ଓ ୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡ଼ି; ୪ ଆହତ
ଦୁର୍ଘଟଣା ନେଇ ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।
Crime
ତୁଚ୍ଛ ହେଲା ରକ୍ତ ସମ୍ପର୍କ; ବଡ଼ ଭାଇର ଜୀବନ ନେଲା ସାନ ଭାଇ
ରବିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସୁନିଲ ଓ ସୁଶିଲଙ୍କ ମଧ୍ୟରେ ବଚସା ହୋଇଥିଲା ।
Accident
କଲଭର୍ଟରେ ପିଟି ହୋଇ ଓଲଟିଲା ପିଆଜ ବୋଝେଇ ପିକ୍ଅପ୍ ଭ୍ୟାନ୍; ୨ ଗୁରୁତର
ଆଜି ସକାଳେ ପିଆଜ ବୋଝେଇ ପିକ୍ଅପ୍ ଭ୍ୟାନ୍ଟି ବିନିକାରୁ ସୋନପୁର ଅଭିମୁଖେ ଯାଉଥିଲା।
Entertainment
ମହଙ୍ଗା ପଡ଼ିଲା ବିନା ହେଲମେଟରେ ରିଲ୍ସ; ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ
ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ।
Weather
ଆଜି ଅବପାତରେ ପରିଣତ ହେବ ଲଘୁଚାପ;୨୭ରୁ ବର୍ଷିବ
୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।