ବ୍ରାଉନ୍‌ସୁଗର ବିକୁଥିବା ପୁଲିସ କନ୍‌ଷ୍ଟେବଲଙ୍କ ଅପରାଧର କାହାଣୀ ବଖାଣିଲେ କମିଶନର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସହରକୁ ଅପରାଧ ଓ ନିଶା ମୁକ୍ତ କରିବା ପାଇଁ କମିଶରେଟ୍‌ର ସ୍ୱତନ୍ତ୍ର ଟିମ୍‌ ଚଢ଼ଉ କରୁଛି। ଏପରିକି ଡ୍ରଗ୍ସ ବେପାରୀଙ୍କୁ ଧରିବା ସହିତ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରୁଛି। ଯେଉଁ ପୁଲିସ ସହରରେ ଅପରାଧ ନିୟନ୍ତ୍ରଣ କରୁଛି, ଆଜି ସେହି ପୁଲିସର ଖାକିରେ ଲାଗିଛି କଳଙ୍କର ଦାଗ। ବ୍ରାଉନ୍‌ ସୁଗର ବିକ୍ରି କରିବା ଅଭିଯୋଗରେ କନ୍‌ଷ୍ଟେବଲ୍‌ ଜାନକୀ ବହ୍ଲଭ ଭରିମଲ୍‌ଙ୍କୁ କମିଶନରେଟ୍‌ ପୁଲିସ ନୟାପଲ୍ଲୀ ଅଞ୍ଚଳରୁ ଗିରଫ କରିଛି। ଦେଖିବାକୁ […]

janaki

janaki

Manoranjan Sial
  • Published: Thursday, 14 November 2019
  • Updated: 14 November 2019, 05:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସହରକୁ ଅପରାଧ ଓ ନିଶା ମୁକ୍ତ କରିବା ପାଇଁ କମିଶରେଟ୍‌ର ସ୍ୱତନ୍ତ୍ର ଟିମ୍‌ ଚଢ଼ଉ କରୁଛି। ଏପରିକି ଡ୍ରଗ୍ସ ବେପାରୀଙ୍କୁ ଧରିବା ସହିତ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରୁଛି। ଯେଉଁ ପୁଲିସ ସହରରେ ଅପରାଧ ନିୟନ୍ତ୍ରଣ କରୁଛି, ଆଜି ସେହି ପୁଲିସର ଖାକିରେ ଲାଗିଛି କଳଙ୍କର ଦାଗ। ବ୍ରାଉନ୍‌ ସୁଗର ବିକ୍ରି କରିବା ଅଭିଯୋଗରେ କନ୍‌ଷ୍ଟେବଲ୍‌ ଜାନକୀ ବହ୍ଲଭ ଭରିମଲ୍‌ଙ୍କୁ କମିଶନରେଟ୍‌ ପୁଲିସ ନୟାପଲ୍ଲୀ ଅଞ୍ଚଳରୁ ଗିରଫ କରିଛି। ଦେଖିବାକୁ ଗଲେ ଜାନକୀର ଅପରାଧୀକ ରେକର୍ଡ଼ ବହୁ ପୁରୁଣା। ଯାହାକୁ ବଖାଣିଛନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ।

୨୦୦୫ ମସିହାରେ କନ୍‌ଷ୍ଟେବଲ୍‌ ଜାନକୀ ବହ୍ଲଭ ଭରିମଲ୍‌ଙ୍କ ନାଁରେ କ୍ୟାପିଟାଲ୍‌ ଥାନାରେ ଏକ ହତ୍ୟା ପାଇଁ ଅପହରଣ ନେଇ ଲିଖିତ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭତ୍ତିକରି ପୁଲିସ ତାକୁ ଗିରଫ କରି ଜେଲକୁ ପଠାଇ ଦେଇଥିଲା। କିନ୍ତୁ ବିଚାର ବେଳେ ସାକ୍ଷୀମାନେ ଓଲଟି ଗଲେ। ଅଭିଯୁକ୍ତକୁ ଚିହ୍ନି ନାହାନ୍ତି ବୋଲି ସାକ୍ଷୀମାନେ କହିବାରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

୨୦୦୮ରୁ ୨୦୧୮ ମସିହା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ଥିଲେ କନ୍‌ଷ୍ଟେବଲ୍‌ ଜାନକୀ ବହ୍ଲଭ ଭରିମଲ୍‌। ତେବେ ୨୦୧୧ ମସିହାରେ ମାରଧର ନେଇ ତାଙ୍କ ନାଁ ପୁଣି ଏକ ମାମଲା ଖଣ୍ଡଗିରି ଥାନାରେ ହୋଇଥିଲା। ଏହି ମାମଲାରେ ପୁଲିସ ତାକୁ ଗିରଫ କରିଥିଲା। ଏହି ମାମରେ ସେ ଏବେ ଟ୍ରାଏଲ୍‌ରେ ସମ୍ମୁଖୀନ ହେଉଛନ୍ତି। ସେହିପରି ୨୦୧୮ ମସିହାରେ ଖୋର୍ଦ୍ଧାରେ ଥିବା ବେଳେ ସେ ଏକ ବାଇକ୍‌ ଚୋରି କରିଥିଲେ। ସେଥିପାଇଁ ତାଙ୍କ ନାଁରେ ଏକ ଚୋରି ମାମଲା ରୁଜୁ ହୋଇଥିଲା। ସେହି ମାମଲା ମଧ୍ୟ ଏବେ ଟ୍ରାଏଲ୍‌ ଚାଲିଛି ବୋଲି କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

କନ୍‌ଷ୍ଟେବଲ୍‌ ଜାନକୀ ବହ୍ଲଭ ପରିମଲ୍‌ଙ୍କ ନାଁରେ ତିନି ତିନିଟି ଅପରାଧୀକ ମାମଲା ରହିଛି। ଏହା ସତ୍ତ୍ୱେ ସେ କେମିତି ଚାକିରି କରୁଥିଲେ? ଏ ସମ୍ପର୍କିତ ପ୍ରଶ୍ନରେ କମିଶନର ଶ୍ରୀ ଷଡଙ୍ଗୀ କହିଛନ୍ତି-“ଆମ ଦେଶରେ ସବୁକିଛି ନିଷ୍ପତ୍ତି ଆଇନ୍‌ ଅନୁସାରେ କରାଯାଏ। କୋର୍ଟ କଚେରୀ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ଭାବପ୍ରବଣ ହେଲେ କିଛି ହେବନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story