‘ପାର୍ବଣରେ ଦାଦାବଟି ମାଗିଲେ ତଡିପାର୍‌ ହେବେ ଅଭିଯୁକ୍ତ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାର୍ବଣ ଋତୁରେ ଦାଦାବଟି ମାଗିଲେ ଅଭିଯୁକ୍ତ ହୋଇପାରନ୍ତି ତଡ଼ିପାର। ଦରକାର ପଡ଼ିଲେ ରାଜ୍ୟ ବାହାରକୁ ପଠାଇପାରେ କମିଶନରେଟ୍ ପୁଲିସ। ଆଜି କିଛି ଏଭଳି ଢଙ୍ଗରେ ଦାଦାବଟି ମାଗୁଥିବା ବ୍ୟକ୍ତିଙ୍କୁ କଡ଼ା ଭାଷାରେ ତାଗିଦ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ୧୦୦ କିମ୍ବା ୫ ଶହ ଟଙ୍କା କୌଣସି ବି ସ୍ତରରେ ଦାଦାବଟି ଦେବାକୁ ଲୋକଙ୍କୁ ମନା କରାଯାଇଛି। ଦାଦାବଟି ଉପରେ ରୋକ୍‌ ଲଗାଇବା ପାଇଁ କଟକ-ଭୁବନେଶ୍ୱରରେ ଥାନା ଓ ଡିସିପିଙ୍କ ସ୍ତରରେ ସ୍ୱତନ୍ତ୍ର […]

sudhansu

sudhansu

Manoranjan Sial
  • Published: Friday, 16 October 2020
  • Updated: 16 October 2020, 06:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାର୍ବଣ ଋତୁରେ ଦାଦାବଟି ମାଗିଲେ ଅଭିଯୁକ୍ତ ହୋଇପାରନ୍ତି ତଡ଼ିପାର। ଦରକାର ପଡ଼ିଲେ ରାଜ୍ୟ ବାହାରକୁ ପଠାଇପାରେ କମିଶନରେଟ୍ ପୁଲିସ। ଆଜି କିଛି ଏଭଳି ଢଙ୍ଗରେ ଦାଦାବଟି ମାଗୁଥିବା ବ୍ୟକ୍ତିଙ୍କୁ କଡ଼ା ଭାଷାରେ ତାଗିଦ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ୧୦୦ କିମ୍ବା ୫ ଶହ ଟଙ୍କା କୌଣସି ବି ସ୍ତରରେ ଦାଦାବଟି ଦେବାକୁ ଲୋକଙ୍କୁ ମନା କରାଯାଇଛି।

ଦାଦାବଟି ଉପରେ ରୋକ୍‌ ଲଗାଇବା ପାଇଁ କଟକ-ଭୁବନେଶ୍ୱରରେ ଥାନା ଓ ଡିସିପିଙ୍କ ସ୍ତରରେ ସ୍ୱତନ୍ତ୍ର ଟିମ ଗଠନ ହେବ। ୧୫ ଦିନରେ ଥରେ ଅତିରିକ୍ତ ପୁଲିସ କମିଶନର ଦାଦାବଟି ସମ୍ପର୍କୀତ ଘଟଣାକୁ ସମୀକ୍ଷା କରିବେ। ଯେଉଁ ଲୋକଙ୍କ ଦାଦାବଟି ସମ୍ପର୍କୀତ ଅଭିଯୋଗ ରହିଛି, ସେମାନଙ୍କ ପାଇଁ ହେଲପ ଲାଇନ୍‌ ନମ୍ବର ଜାରି ହେବ। ସେହି ଫୋନ ମାଧ୍ୟମରେ ଅଭିଯୋଗ କରାଯାଇପାରିବ। ଅଭିଯୋଗ କରୁଥିବା ବ୍ୟକ୍ତିଙ୍କ ନାଁ ଗୋପନରେ ରଖାଯିବ। ଖାଲି ସେତିକି ନୁହେଁ ଏସ୍ଏମ୍ଏସ୍, ହ୍ୱାଟ୍ସଆପ୍‌, ଟେଲିଗ୍ରାମ ଦ୍ୱାରା ବି ଅଭିଯୋଗ କରିବା ନେଇ କମିଶନରେଟ୍ ପୁଲିସ୍ ବ୍ୟବସ୍ଥା କରିବ। ଏହାସହ ପାର୍ବଣ ଋତୁ ପୂର୍ବରୁ ଦାଦାବଟି ଅଭିଯୋଗ ଥିବା ବ୍ୟକ୍ତିଙ୍କ ଏକ ତାଲିକ ପ୍ରସ୍ତୁତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story