‘ଆକାଂକ୍ଷୀ ଜିଲ୍ଲା’ର ଆକ୍ସନ ପ୍ଲାନ ତଦାରଖ କରିବ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଆବଶ୍ୟକତା, ଦକ୍ଷତା ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାନୁୟାରୀ ୨୦୧୮ରୁ  ଆରମ୍ଭ ହୋଇଛି ‘ଆକାଂକ୍ଷୀ ଜିଲ୍ଲା’ କାର୍ଯ୍ୟକ୍ରମ। ଏଥିରେ ସମଗ୍ର ଦେଶର ମୋଟ ୧୧୫ଟି ପଛୁଆ ଜିଲ୍ଲାକୁ ନିଆଯାଇଥିବା ବେଳେ ଓଡିଶାର ୧୦ଟି ଜିଲ୍ଲା ରହିଛି । ଓଡ଼ିଶାରେ ଆକାଂକ୍ଷୀ ଜିଲ୍ଲାର ଆକ୍ସନ ପ୍ଲାନକୁ ତଦାରଖ କରିବାକୁ ଗଠିତ ହୋଇଛି ରାଜ୍ୟସ୍ତରୀୟ କମିଟି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ […]

Asit-Tripathy..

Asit-Tripathy..

Niharika Rout
  • Published: Saturday, 12 October 2019
  • Updated: 12 October 2019, 12:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଆବଶ୍ୟକତା, ଦକ୍ଷତା ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାନୁୟାରୀ ୨୦୧୮ରୁ  ଆରମ୍ଭ ହୋଇଛି ‘ଆକାଂକ୍ଷୀ ଜିଲ୍ଲା’ କାର୍ଯ୍ୟକ୍ରମ। ଏଥିରେ ସମଗ୍ର ଦେଶର ମୋଟ ୧୧୫ଟି ପଛୁଆ ଜିଲ୍ଲାକୁ ନିଆଯାଇଥିବା ବେଳେ ଓଡିଶାର ୧୦ଟି ଜିଲ୍ଲା ରହିଛି ।

ଓଡ଼ିଶାରେ ଆକାଂକ୍ଷୀ ଜିଲ୍ଲାର ଆକ୍ସନ ପ୍ଲାନକୁ ତଦାରଖ କରିବାକୁ ଗଠିତ ହୋଇଛି ରାଜ୍ୟସ୍ତରୀୟ କମିଟି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି କମିଟିର  ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ୧୪ ଜଣ ସଦସ୍ୟ ଓ ଜଣେ ଆବାହକ ରହିଛନ୍ତି। ୧୦ଟି ଆକାଂକ୍ଷୀ  ଜିଲ୍ଲା ଉପରେ ରାଜ୍ୟ ସରକାରଙ୍କ ଫୋକସ୍ ରହିଛି । ୧୦ ସଚିବସ୍ତରୀୟ ଅଧିକାରୀଙ୍କୁ ୧୦ ଜିଲ୍ଲାର ଦାୟିତ୍ୱ  ଦିଆଯାଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପ୍ତ ମହାପାତ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ଏବଂ ଅନୁ ଗର୍ଗଙ୍କୁ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି। କୋରାପୁଟ ଜିଲ୍ଲା ଦାୟିତ୍ୱ ସୌରଭ ଗର୍ଗଙ୍କୁ ଦିଆଯାଇଥିବାବେଳେ କଳାହାଣ୍ଡି ଜିଲ୍ଲା ଦାୟିତ୍ୱ ଡିଆରକେ ସିଂଙ୍କୁ ଦିଆଯାଇଛି । କନ୍ଧମାଳ ଜିଲ୍ଲାର ଦାୟିତ୍ୱ ସଂଜୀବ ଚୋପ୍ରାଙ୍କୁ ଏବଂ ନବରଙ୍ଗପୁର ଜିଲ୍ଲା ଦାୟିତ୍ୱ ହେମନ୍ତ ଶର୍ମାଙ୍କୁ ଦିଆଯାଇଛି ।

ନୂଆପଡ଼ା ଜିଲ୍ଲା ଦାୟିତ୍ୱରେ ଶାଶ୍ୱତ ମିଶ୍ର, ଗଜପତି ଦାୟିତ୍ୱରେ ଏସ୍.କେ. ସିଂହ, ବଲାଙ୍ଗିର ଜିଲ୍ଲା ଦାୟିତ୍ୱରେ ପ୍ରମୋଦ ମେହେର୍ଦ୍ଦା, ମାଲକାନଗିରି ଜିଲ୍ଲା ଦାୟିତ୍ୱରେ ଭି.ଭି. ଯାଦବ ରହିଛନ୍ତି । ସଚିବମାନେ ମୁଖ୍ୟତଃ ବିକାଶର ତଦାରଖ କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story