ରାଇସ୍‌ ମିଲ୍‌ରେ ନାବାଳକର ହାତ କଟିବା ଘଟଣା, ମାଲିକ ଗଣିଲେ ୯ ଲକ୍ଷ ଟଙ୍କା

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ କୃପାଳୁ ରାଇସ ମିଲ ମାଲିକ ଶେଷରେ କ୍ଷତିପୂରଣ ଦେଇଛନ୍ତି। ନିଜ ରାଇସ ମିଲରେ ହାତ ହରାଇଥିବା ବାଳକକୁ ୯,୩୭୮୩୮ଟଙ୍କାର କ୍ଷତିପୂରଣ ଅର୍ଥ ପ୍ରଦାନ କରିଛନ୍ତି। ୨୦୧୫ ମସିହାରେ ଏହି ନାବାଳକକୁ ନିଜ ମିଲରେ କାମ କରାଉଥିବା ବେଳେ ମେସିନରେ ତା’ର ଡାହାଣ ହାତଟି ସମ୍ପୂର୍ଣ୍ଣ କଟିଯିବା ପରେ ତାକୁ ଚାକିରିରୁ ବାହାର କରିଦିଆଯାଇଥିଲା। ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ସହଯୋଗ ନକରିବା ଆଦି ଅଭିଯୋଗ କରି ଯାଜପୁର […]

n-909

n-909

Tapas Behera
  • Published: Tuesday, 25 February 2020
  • Updated: 25 February 2020, 04:11 PM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ କୃପାଳୁ ରାଇସ ମିଲ ମାଲିକ ଶେଷରେ କ୍ଷତିପୂରଣ ଦେଇଛନ୍ତି। ନିଜ ରାଇସ ମିଲରେ ହାତ ହରାଇଥିବା ବାଳକକୁ ୯,୩୭୮୩୮ଟଙ୍କାର କ୍ଷତିପୂରଣ ଅର୍ଥ ପ୍ରଦାନ କରିଛନ୍ତି। ୨୦୧୫ ମସିହାରେ ଏହି ନାବାଳକକୁ ନିଜ ମିଲରେ କାମ କରାଉଥିବା ବେଳେ ମେସିନରେ ତା’ର ଡାହାଣ ହାତଟି ସମ୍ପୂର୍ଣ୍ଣ କଟିଯିବା ପରେ ତାକୁ ଚାକିରିରୁ ବାହାର କରିଦିଆଯାଇଥିଲା।

ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ସହଯୋଗ ନକରିବା ଆଦି ଅଭିଯୋଗ କରି ଯାଜପୁର ରୋଡ JMFC କୋର୍ଟରେ 20 ତାରିଖରେ ସମ୍ପୃକ୍ତ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପରେ ପାଣିକୋଇଲି ଥାନାରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ଥାନା ମାମଲା ନମ୍ବର 49/20 ଏବଂ 324, 325, 420 ଏବଂ 502 ଦଫାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ୨୦ ତାରିଖରେ ଜିଲ୍ଲା ଶିଶୁଶୁରକ୍ଷା କମିଟିର ଲିଗାଲସେଲ ଅଧିକାରୀ ମଧ୍ୟ ନାବଳକର ଘରକୁ ଯାଇ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରିଥିଲେ। ଶିଶୁସୁରକ୍ଷା କମିଟି ପକ୍ଷରୁ ମଧ୍ୟ ସମ୍ପୃକ୍ତ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରାଯାଇଥିଲା।

ତେବେ ସମ୍ପୃକ୍ତ ରାଇସ ମିଲର ମାଲିକ ଅନିରୁଦ୍ଧ ଦାସ ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ବ୍ୟାକ୍‌ ଡେଟ୍‌ ପକାଇ ଏହି ଚେକଟିକୁ ପ୍ରଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story