କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦାବିରେ ରାଜଭବନ ସମ୍ମୁଖରେ ଧାରଣା

<p>ଭୁବେନଶ୍ୱର(ଓଡିଶା ରିପୋର୍ଟର): କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ନେଇ କୋରାପୁଟରେ ଆରମ୍ଭ ହୋଇଥିବା ପ୍ରତିବାଦ ରାଜଧାନୀରେ ପହଞ୍ଚିଛି। ପୀଡିତାଙ୍କୁ ନ୍ୟାୟ ପ୍ରଦାନ ସହ ୫ ଦଫା ଦାବି ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜଭବନ ସମ୍ମୁଖରେ ଆରମ୍ଭ ହୋଇଛି ଧାରଣା। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ଏବଂ ଆବଶ୍ୟକ ହେଲେ ଦିଲ୍ଲୀରେ ଧାରଣା ଦିଆଯିବ ବୋଲି କଂଗ୍ରେସ ନେତା କହିଛନ୍ତି଼। ସେପଟେ ଏବେ ବି କୋରାପୁଟ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି ପୀଡିତା।</p>

Ordigital Desk
  • Published: Thursday, 02 November 2017
  • Updated: 02 November 2017, 10:37 PM IST
<p>ଭୁବେନଶ୍ୱର(ଓଡିଶା ରିପୋର୍ଟର): କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ନେଇ କୋରାପୁଟରେ ଆରମ୍ଭ ହୋଇଥିବା ପ୍ରତିବାଦ ରାଜଧାନୀରେ ପହଞ୍ଚିଛି। ପୀଡିତାଙ୍କୁ ନ୍ୟାୟ ପ୍ରଦାନ ସହ ୫ ଦଫା ଦାବି ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜଭବନ ସମ୍ମୁଖରେ ଆରମ୍ଭ ହୋଇଛି ଧାରଣା। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ଏବଂ ଆବଶ୍ୟକ ହେଲେ ଦିଲ୍ଲୀରେ ଧାରଣା ଦିଆଯିବ ବୋଲି କଂଗ୍ରେସ ନେତା କହିଛନ୍ତି଼। ସେପଟେ ଏବେ ବି କୋରାପୁଟ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି ପୀଡିତା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos