କଂଗ୍ରେସ କ୍ଷମତାକୁ ଫେରିବା ନେଇ ରଣନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣିଥରେ କେମିତି କ୍ଷମତାକୁ ଫେରିବ କଂଗ୍ରେସ। ସେ ନେଇ ରାଜ୍ୟ କଂଗ୍ରେସ ଭବନରେ ବୁଦ୍ଧିଜୀବୀ ସମ୍ମିଳନୀ ହୋଇ ନୀତିନିର୍ଦ୍ଧାରଣ ହୋଇଛି। ଦଳର ଭବିଷ୍ୟତ ରଣନୀତି ନେଇ ବି ବରିଷ୍ଠ ନେତାଙ୍କ ଆଲୋଚନା ହୋଇଛି। ଏଥିରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବରିଷ୍ଠ କଂଗ୍ରେସ ନେତା, ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମତ ଲୋଡିଛନ୍ତି।  ବିଶେଷକରି ସାମ୍ପ୍ରତିକ ସମୟର ଆବଶ୍ୟକତା ଓ ଭବିଷ୍ୟ କାର୍ଯ୍ୟବିଧି ନେଇ କଂଗ୍ରେସ […]

cx

cx

Tapas Behera
  • Published: Friday, 04 October 2019
  • Updated: 04 October 2019, 03:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣିଥରେ କେମିତି କ୍ଷମତାକୁ ଫେରିବ କଂଗ୍ରେସ। ସେ ନେଇ ରାଜ୍ୟ କଂଗ୍ରେସ ଭବନରେ ବୁଦ୍ଧିଜୀବୀ ସମ୍ମିଳନୀ ହୋଇ ନୀତିନିର୍ଦ୍ଧାରଣ ହୋଇଛି। ଦଳର ଭବିଷ୍ୟତ ରଣନୀତି ନେଇ ବି ବରିଷ୍ଠ ନେତାଙ୍କ ଆଲୋଚନା ହୋଇଛି।

ଏଥିରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବରିଷ୍ଠ କଂଗ୍ରେସ ନେତା, ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମତ ଲୋଡିଛନ୍ତି।  ବିଶେଷକରି ସାମ୍ପ୍ରତିକ ସମୟର ଆବଶ୍ୟକତା ଓ ଭବିଷ୍ୟ କାର୍ଯ୍ୟବିଧି ନେଇ କଂଗ୍ରେସ ବୁଦ୍ଧିଜୀବୀଙ୍କ ମତ ଲୋଡିଛି।  ସୋଶାଲ ମିଡିଆରେ ଯୁବପିଢିଙ୍କୁ ଭ୍ରମିତ କରାଯିବା ସହ ଦେଶର ଇତିହାସକୁ ବଦଳାଇବା ପାଇଁ ଚେଷ୍ଟା କରାଯାଉଛି।

ବୁଦ୍ଧିଜୀବୀଙ୍କ ମତାମତ ନେବା ପରେ ଏନେଇ ଏକ କାଯର୍ୟପନ୍ଥା ତିଆରି କରାଯିବ ।  ଏହାପରେ ସାରା ଦେଶରେ କ୍ରମାଗତ ଭାବେ ଏହି କର୍ଯ୍ୟକ୍ରମ  ଚାଲିବ ବୋଲି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story