ଜିଲ୍ଲା କଂଗ୍ରେସ ପକ୍ଷରୁ ଚିତ୍ରକୋଣ୍ଡା ବନ୍ଦ; ଗାଡ଼ି ଚଳାଚଳ ଠପ୍‌

ଚିତ୍ରକୋଣ୍ଡା: ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଚିତ୍ରକୋଣ୍ଡା ବନ୍ଦ ଡାକରା ଦିଆଯାଇଛି। ସ୍ଥାନୀୟ ତହସିଲଦାରଙ୍କ କାଳକ୍ଷେପଣ ନୀତିକୁ ବିରୋଧ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ଯାତାୟତ ଠପ୍ ହୋଇଯାଇଛି। ଏହାସହ  ସ୍କୁଲକଲେଜ ଓ ଦୋକାନ ବଜାର ବନ୍ଦ ରହିଛି।  ତହସିଲ ଅଫିସ୍ ସମ୍ମୁଖରେ କଂଗ୍ରେସ କର୍ମୀ ଧାରଣାରେ ବସିଛନ୍ତି। କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଧାରଣା ଦେଇଛନ୍ତି। ବିଭିନ୍ନ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି।

କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝି କହିଛନ୍ତି,“ ସ୍ଥାନୀୟ ତହସିଲଦାରଙ୍କ କାଳକ୍ଷେପଣ ନୀତିକୁ ବିରୋଧ କରାଯାଇ ଏହି ବନ୍ଦ ଡାକରା ଦିଆଯାଇଛି। ଚିତ୍ରକୋଣ୍ଡା ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଜାତି ସାର୍ଟିଫିକେଟ ନ ପାଇ ଶିକ୍ଷାଲାଭରୁ ବଞ୍ଚିତ ହୋଇଛନ୍ତି। ଆମେ ଦାବି କରୁଛୁ ସେମାନଙ୍କୁ ଜାତି ସାର୍ଟିଫିକେଟ ଦିଆଯାଉ। ଉକ୍ତ ଅଞ୍ଚଳରେ ଲୋକଙ୍କ ପାଖରେ ଜଙ୍ଗଲ ଜମିର ପଟା ନ ଥିବା ବେଳେ ରେଭିନ୍ୟୁ ଅଞ୍ଚଳରେ ଲୋକଙ୍କ ପାଖରେ ଘର ଡିହର ପଟା ନାହିଁ। ଯାହାଫଳରେ ଲୋକେ ନାହିଁ ନ ଥିବାର ହଇରାଣ ହେଉଛନ୍ତି। ସେମାନଙ୍କୁ ତୁରନ୍ତ ଜମି ପଟା ଦିଆଯାଉ।  ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଏହି  ଆନ୍ଦୋଳନ ଜାରି ରହିବ।”

Ordigital Desk
• Published: Tuesday, 12 December 2017
• Updated: 12 December 2017, 08:43 AM IST

Sports

Latest News

ଚିତ୍ରକୋଣ୍ଡା: ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଚିତ୍ରକୋଣ୍ଡା ବନ୍ଦ ଡାକରା ଦିଆଯାଇଛି। ସ୍ଥାନୀୟ ତହସିଲଦାରଙ୍କ କାଳକ୍ଷେପଣ ନୀତିକୁ ବିରୋଧ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ଯାତାୟତ ଠପ୍ ହୋଇଯାଇଛି। ଏହାସହ  ସ୍କୁଲକଲେଜ ଓ ଦୋକାନ ବଜାର ବନ୍ଦ ରହିଛି।  ତହସିଲ ଅଫିସ୍ ସମ୍ମୁଖରେ କଂଗ୍ରେସ କର୍ମୀ ଧାରଣାରେ ବସିଛନ୍ତି। କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଧାରଣା ଦେଇଛନ୍ତି। ବିଭିନ୍ନ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି।

କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝି କହିଛନ୍ତି,“ ସ୍ଥାନୀୟ ତହସିଲଦାରଙ୍କ କାଳକ୍ଷେପଣ ନୀତିକୁ ବିରୋଧ କରାଯାଇ ଏହି ବନ୍ଦ ଡାକରା ଦିଆଯାଇଛି। ଚିତ୍ରକୋଣ୍ଡା ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଜାତି ସାର୍ଟିଫିକେଟ ନ ପାଇ ଶିକ୍ଷାଲାଭରୁ ବଞ୍ଚିତ ହୋଇଛନ୍ତି। ଆମେ ଦାବି କରୁଛୁ ସେମାନଙ୍କୁ ଜାତି ସାର୍ଟିଫିକେଟ ଦିଆଯାଉ। ଉକ୍ତ ଅଞ୍ଚଳରେ ଲୋକଙ୍କ ପାଖରେ ଜଙ୍ଗଲ ଜମିର ପଟା ନ ଥିବା ବେଳେ ରେଭିନ୍ୟୁ ଅଞ୍ଚଳରେ ଲୋକଙ୍କ ପାଖରେ ଘର ଡିହର ପଟା ନାହିଁ। ଯାହାଫଳରେ ଲୋକେ ନାହିଁ ନ ଥିବାର ହଇରାଣ ହେଉଛନ୍ତି। ସେମାନଙ୍କୁ ତୁରନ୍ତ ଜମି ପଟା ଦିଆଯାଉ।  ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଏହି  ଆନ୍ଦୋଳନ ଜାରି ରହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos