ଓବିସି କମିଶନ ଗଠନ କରିବାରେ ଚାଲାକି ଧରାପଡ଼ିଗଲା : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘବର୍ଷ ପରେ ରାଜ୍ୟରେ ତରବରିଆ ଭାବେ ଓବିସି କମିଶନ ଗଠନ କରିବାକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ପୁଣିଥରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ୨୦୧୧ ମସିହାରେ ରାଜ୍ୟ ସରକାରଙ୍କୁ ୬ମାସ ମଧ୍ୟରେ ଓବିସି ଗଠନ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ କେଉଁ କାରଣରୁ ୯ବର୍ଷ ପର୍ଯ୍ୟନ୍ତ ସରକାର ଚୁପ୍ ବସିଥିଲେ ବୋଲି ପ୍ରଶ୍ନ କରିଛି। ଦଳରର ନେତା ସତ୍ୟପ୍ରକାଶ ନାୟକ ଆଜି […]

tar-750x420

tar-750x420

Tapas Behera
  • Published: Thursday, 13 February 2020
  • Updated: 13 February 2020, 09:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘବର୍ଷ ପରେ ରାଜ୍ୟରେ ତରବରିଆ ଭାବେ ଓବିସି କମିଶନ ଗଠନ କରିବାକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ପୁଣିଥରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ୨୦୧୧ ମସିହାରେ ରାଜ୍ୟ ସରକାରଙ୍କୁ ୬ମାସ ମଧ୍ୟରେ ଓବିସି ଗଠନ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ କେଉଁ କାରଣରୁ ୯ବର୍ଷ ପର୍ଯ୍ୟନ୍ତ ସରକାର ଚୁପ୍ ବସିଥିଲେ ବୋଲି ପ୍ରଶ୍ନ କରିଛି।
ଦଳରର ନେତା ସତ୍ୟପ୍ରକାଶ ନାୟକ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟ ସରକାର ସନ୍ଧ୍ୟାବେଳେ ଅତି ତରବରିଆ ଭାବରେ ଓବିସି ଗଠନ କରି ଯେଉଁ ବାହାବା ନେବାକୁ ବସିଛନ୍ତି ତାହା ଆଜି ଧରାପଡ଼ିଯାଇଛି।

୨୦୦୬ ମସିହାରୁ ଏ ରାଜ୍ୟ ସରକାର ଓବିସି କମିଶନକୁ ଅଚଳ କରି ରଖିଥିଲେ। ୨୦୧୧ ମସିହାରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ସରକାରଙ୍କୁ ଓବିସି କମିଶନ ଗଠନ କରିବାପାଇଁ ୬ମାସ ସମୟ ଦେଇଥିଲେ କିନ୍ତୁ ଏହା ଭିତରେ ୯ବର୍ଷ ବିତିଗଲାଣି ଓ କୋର୍ଟଙ୍କ ନିର୍ଦ୍ଦେଶକୁ ଖୁଲମଖୁଲା ଅବମାନନା କରିଚାଲିଥିଲେ। କଂଗ୍ରେସ ଏହି ପ୍ରସଙ୍ଗରେ ପ୍ରଶ୍ନ ପଚାରିବାର ପାଖାପାଖି ମାସେ ପରେ ତରବରିଆ ଭାବରେ କିପରି ଓବିସି କମିଶନ ସଂଧ୍ୟାବେଳେ ଗଠନ କଲେ ସେ ନେଇ ପିସିସି ପକ୍ଷରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ସେ ଏହି ପ୍ରସଙ୍ଗରେ ଆରଏସଏସ ଓ କେନ୍ଦ୍ରର ବିଜେପି ସରକାରର ଦଳିତ ଓ ପଛୁଆବର୍ଗ ବିରୋଧୀ ମନୋଭାବକୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆରଏସଏସର ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଏବଂ କେନ୍ଦ୍ରର ବିଜେପି ସରକାର ଦଳିତ, ଅର୍ଥନୈତିକ ପଛୁଆବର୍ଗ ମାନଙ୍କର ଚାକିରି କ୍ଷେତ୍ରରେ ଯେଉଁ ସାମ୍ବିଧାନିକ ଅଧିକାର ଥିଲା ତାକୁ ଚକ୍ରାନ୍ତ କରି ବନ୍ଦକରି ଦେଲେ। ଖୋଦ୍ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଜନଗଣନା ସମୟରେ ଦଳିତ, ପଛୁଆବର୍ଗ, ସାମାଜିକ ଓ ଅର୍ଥନୈତିକ ପଛୁଆବର୍ଗଙ୍କର ଏକ ସ୍ୱତନ୍ତ୍ର ଗଣନା ପାଇଁ ଅନୁରୋଧ କରିଥିବାବେଳେ କେନ୍ଦ୍ର ସରକାର ଏହାକୁ ସିଧାସଳଖ ମନା କରିଦେଲେ। ରାଜ୍ୟ କଂଗ୍ରେସର ଚାପ ଯୋଗୁଁ ଅନ୍ୟ ଉପାୟ ନପାଇ ଗତକାଲି ସନ୍ଧ୍ୟାବେଳେ କମିଶନ ଗଠନ କରିବାକୁ ବାଧ୍ୟ ହେଲେ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ ।
ନବୀନ ପଟ୍ଟନାୟକ ସରକାର ରାଜ୍ୟର ପଛୁଆ ବର୍ଗ ଦଳିତ ଶ୍ରେଣୀର ଲୋକଙ୍କୁ ନ୍ୟାୟ ଦେବା ବଦଳରେ ଦୀର୍ଘ ୧୪ବର୍ଷ ଧରି ଠକି ଚାଲିଥିଲେ। ଏ ସରକାର କେବଳ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇନାହାନ୍ତି ବରଂ ନ୍ୟାୟଳୟକୁ ମଧ୍ୟ ଠକି ଚାଲିଥିଲେ। ଏ ଠକ ସରକାରଙ୍କୁ ପ୍ରଦେଶ କଂଗ୍ରେସ ଅତି କଡ଼ାଭାଷାରେ ସମାଲୋଚନା କରିବା ହେତୁ ରାଜ୍ୟ ସରକାର ନାଚାର ହୋଇ ଏ କମିଶନ ଗଠନ କରିବାକୁ ବାଧ୍ୟ ହେଲେ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର ମଲ୍ଲିକ, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଦୀପକ ମହାପାତ୍ର, ଅମିତା ବିଶ୍ୱାଳ, ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story