ନାଗରିକତ୍ୱ ସଂଶୋଧନ ବିଲକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) :କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ବିଧେୟକକୁ ବିରୋଧ କରି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭୁବନେଶ୍ୱରରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଭୋଟ୍ ବ୍ୟାଙ୍କ ପାଇଁ ଦେଶର ମୌଳିକତାକୁ ନଷ୍ଟ କରି ଭାରତର ଧର୍ମନିରପେକ୍ଷତା ଉପରେ କୁଠାରଘାତ କରିବାକୁ ପଛାଇ ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବହୁ ବରିଷ୍ଠ ନେତା ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଏକଜୁଟ ହୋଇ […]

8907

8907

Tapas Behera
  • Published: Wednesday, 11 December 2019
  • Updated: 11 December 2019, 05:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) :କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ବିଧେୟକକୁ ବିରୋଧ କରି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭୁବନେଶ୍ୱରରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଭୋଟ୍ ବ୍ୟାଙ୍କ ପାଇଁ ଦେଶର ମୌଳିକତାକୁ ନଷ୍ଟ କରି ଭାରତର ଧର୍ମନିରପେକ୍ଷତା ଉପରେ କୁଠାରଘାତ କରିବାକୁ ପଛାଇ ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବହୁ ବରିଷ୍ଠ ନେତା ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଏକଜୁଟ ହୋଇ ପ୍ରତିବାଦ ସଭା କରିବା ସହ ବିଜେପି ସରକାରକୁ କଡ଼ା ସମାଲୋଚନା କରିଥିଲେ। ଏହି ବିଲ୍ ଯଦି ଆଇନରେ ପରିଣତ ହେବ ତା’ହେଲେ ଦେଶ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ବିଲ୍ ମଧ୍ୟ ସମ୍ବିଧାନ ଓ ଗଣତନ୍ତ୍ରର ପରିପନ୍ଥୀ ବୋଲି ନେତାମାନେ କହିଛନ୍ତି। କଂଗ୍ରେସ ଏହି ବିଲକୁ ଉଭୟ ସଂସଦ ଭିତରେ ଓ ବାହାରେ ବିରୋଧ କରୁଛି। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାବେଳେ ବିଜେପି କେବଳ ଭୋଟ୍ ବ୍ୟାଙ୍କ ପାଇଁ ଭାରତକୁ କେବଳ ହିନ୍ଦୁ ରାଷ୍ଟ୍ର ଭାବେ ସଜାଇବାକୁ ଚାହୁଁଛି ଯାହା ଏବେ ପ୍ରମାଣିତ ହୋଇଯାଇଛି ବୋଲି ନେତାମାନେ ମତବ୍ୟକ୍ତ କରିଥିଲେ। ଏହାସହିତ ବିଜେପି ଓ ବିଜେଡିର ଅନୈତିକ ସମ୍ପର୍କକୁ ମଧ୍ର ତୀବ୍ର ସମାଲୋଚନା କରିବା ସହ ବିଜେଡିର ଧର୍ମନିରପେକ୍ଷ ଛବି ପଦାରେ ପଡ଼ିଯାଇଛି ବୋଲି ନେତାମାନେ ମତ ଦେଇଥିଲେ।

ଆଜିର ଏହି ପ୍ରତିବାଦ ସଭା ଓ ବିକ୍ଷୋଭ ସମାବେଶରେ ବରିଷ୍ଠ ନେତା ଶରତ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଗୁରୁପଦ ନନ୍ଦ, ଶରତ ରାଉତ, ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା, ସୁରେଶ କୁମାର ରାଉତରାୟ, ପଞ୍ଚାନନ କାନୁନ୍ଗୋ, ସସ୍ମିତା ବେହେରା, ଉମାବଲ୍ଲଭ ରଥ, ମନୋରଞ୍ଜନ ଦାଶ, ଅମୀୟ କୁମାର ପଟ୍ଟନାୟକ, ହଳଧର ସେଠୀ, ଚିନ୍ମୟ ସୁନ୍ଦର ଦାସ, ସୁଦର୍ଶନ ଦାସ, ନକୁଳ ନାୟକ, ପଦ୍ମାକର ଗୁରୁ, ରଶ୍ମି ମହାପାତ୍ର, ଶୁଭଶ୍ରୀ ପଣ୍ଡା, ସ୍ୱାଧିନବାଳା ଦାସ, କନକଲତା ମଲ୍ଲିକ, ବିଶ୍ୱଭୂଷଣ ଦାସ, ମାନସ ଆଚାର୍ଯ୍ୟ, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି, ମନୋଜ ମହାପାତ୍ର, ମନୋଜ ସାହୁ, ରସିକ ପଟ୍ଟନାୟକ, ଦୀପକ ମହାପାତ୍ର, ସତ୍ୟବ୍ରତ ନାୟକ, ବେଣୁ ଭୋଇ, ତରୁଣ ମିଶ୍ର, ମାନସ ମଲ୍ଲିକ, ଶ୍ରିୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ, ସଂଜୟ ମିଶ୍ର, ସଂଜୟ ତ୍ରିପାଠୀ, ଉର୍ବଶୀ ମିଶ୍ର, ସାଗର ପରିଡା, ତାପସ ସେଠୀ, ସୂର୍ଯ୍ୟକାନ୍ତି ବାଗ, ସୁଚନ୍ଦ୍ର ବାରିକ, ବୁନା ମହାନ୍ତି, ସରୋଜିନୀ ବାଙ୍କ୍ରା, ଦେଓ ପ୍ରସାଦ, ଦେବୀ ପ୍ରସନ୍ନ ବାହାଲିଆ, ଆତ୍ମାରାମ ପତି, ଆଲୋକ ଲେଙ୍କା, ନିରଞ୍ଜନ ନାୟକ, ନାସିର ଅହମ୍ମଦ ଖାନ, ସଂକୁନା କହଁର, ଶୈଳେନ୍ଦୁ ମଜୁମଦାର ପ୍ରମୁଖ ଶତାଧିକ କଂଗ୍ରେସ ନେତୃମଣ୍ଡଳୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story