ମନ୍ତ୍ରୀ ଓ ପୁଲିସ୍ ଅଧିକାରୀଙ୍କୁ ଗୋଲାପ ଫୁଲ ଦେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି କଂଗ୍ରେସ ଭାରତ ବନ୍ଦ ଡାକରା ଦେଇଛି। ଅନ୍ୟାନ୍ୟ ସ୍ଥାନ ଭଳି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ। ପିସିସି ସଭାପତି ନିରଞ୍ଜନଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ। ସେଇବାଟ ଦେଇ ବିଧାନସଭାକୁ ଆସୁଥିବା ବିଧାୟକ ଓ ମନ୍ତ୍ରୀଙ୍କୁ ଅଟକାଉଥିଲେ। ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କୁ ମଧ୍ୟ ଅଟକାଇ ଥିଲେ। କଂଗ୍ରେସ କର୍ମୀଙ୍କ ପକ୍ଷରୁ ମନ୍ତ୍ରୀ ଓ […]

pratap

pratap

Jitendra Garnayak
  • Published: Monday, 10 September 2018
  • Updated: 10 September 2018, 07:46 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି କଂଗ୍ରେସ ଭାରତ ବନ୍ଦ ଡାକରା ଦେଇଛି। ଅନ୍ୟାନ୍ୟ ସ୍ଥାନ ଭଳି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ।

NIRANJANପିସିସି ସଭାପତି ନିରଞ୍ଜନଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ। ସେଇବାଟ ଦେଇ ବିଧାନସଭାକୁ ଆସୁଥିବା ବିଧାୟକ ଓ ମନ୍ତ୍ରୀଙ୍କୁ ଅଟକାଉଥିଲେ। ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କୁ ମଧ୍ୟ ଅଟକାଇ ଥିଲେ।

[caption id="attachment_274211" align="aligncenter" width="750"]IJPOLICE ସୁନୀଲ ରାୟ[/caption]

କଂଗ୍ରେସ କର୍ମୀଙ୍କ ପକ୍ଷରୁ ମନ୍ତ୍ରୀ ଓ ପୁଲିସ୍ ଅଧିକାରୀମାନଙ୍କୁ ଗୋଲାପ ଫୁଲ ଦିଆଯାଉଥିବା ଦେଖିବାକୁ ମିଳିଥିଲା। ଆଇପିଏସ୍‌ ଅମିତାଭ ଠାକୁର ଓ ସୁନୀଲ ରାୟଙ୍କଗାଡ଼ିକୁ ଅଟକାଇ କଂଗ୍ରେସ କର୍ମୀମାନେ ସେମାନଙ୍କୁ ଗୋଲାପ ଫୁଲ ଦେଇଥିଲେ। ଏହା ପରେ ଦୁଇ ବରିଷ୍ଠ ପୁଲିସ୍ ଅଧିକାରୀ ବିଧାନସଭା ଭିତରକୁ ଚାଲି ଚାଲିଯାଇଥିଲେ।

PRATP2ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ ଗୋଲାପ ଫୁଲ ଦିଆଯାଇଥିଲା। ମନ୍ତ୍ରୀ ବାଇକ୍‌ରେ ବିଧାନସଭାକୁ ଆସିଥିଲେ। କେହି କେହି ବିଧାୟକ ଚାଲି ଚାଲି ବିଧାନସଭାକୁ ଆସିଥିବା ଦେଖିବାକୁ ମିଳିଥିଲା।

କଂଗ୍ରେସ କର୍ମୀମାନେ ଅନେକ ଲୋକଙ୍କୁ ଫୁଲ ଓ ଚକୋଲେଟ୍ ଦେଇ ବନ୍ଦରେ ସାମିଲ ହେବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story