ଦାମ କହିଲେ ମୋର କେଉଁ ଅଙ୍ଗଟା କାମ କରୁଛି ସେ ନେତ୍ରୀ ଜାଣିଥିବେ

<p>ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ବିଜେଡିର ଜଣେ ବରିଷ୍ଠ ନେତା ହେଉଛନ୍ତି ଦାମୋଦର ରାଉତ। ଓଡ଼ିଶା ରାଜନୀତିରେ ଜଣେ ହେବିୱେଟ ନେତା ଭାବେ ସେ ପରିଚିତ। ଏବେ କୃଷି ମନ୍ତ୍ରୀ ଥିବା ଦାମ ପୂର୍ବରୁ ଅନେକଥର ମନ୍ତ୍ରୀପଦ ପାଇଛନ୍ତି। ନିଜର ରାଜନୈତିକ କାର୍ଯ୍ୟ କଳାପ ଠାରୁ ବିବାଦୀୟ ବୟାନ ପାଇଁ ସେ ଅଧିକ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଜୟୀ ରାଜଗୁରୁ, ଅଙ୍ଗନୱାଡ଼ି, ଚାଷୀ ଆତ୍ମହତ୍ୟା, କଂଗ୍ରେସ ସହ ମେଣ୍ଟ, ଶ୍ରୀଖଣ୍ଡୀ ଉପାଖ୍ୟାନ ଉପରେ ତାଙ୍କର ମନ୍ତବ୍ୟ ସମଗ୍ରରେ ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।</p> <p>ଏହିପରିପ୍ରକ୍ଷୀରେ ଓଟିଭିର କାର୍ଯ୍ୟକ୍ରମ ଖୋଲାକଥାକୁ ଅତିଥି ଭାବେ ଆସିଥିବା ବେଳେ ଦାମ ଏକ ପ୍ରଶ୍ନରେ ରୋଚକ ଉତ୍ତର ଦେଇଛନ୍ତି। ବିଜେପିର ଜଣେ ମହିଳା ନେତ୍ରୀଙ୍କ ସମାଲୋଚନା ମୂଳକ ମନ୍ତବ୍ୟ ଉପରେ ପ୍ରଶ୍ନ ଉଠିବାରୁ ସେ ଏକ ଭିନ୍ନ ଅନ୍ଦାଜରେ ଜବାବ ରଖିଥିଲେ। କହିଥିଲେ ବିଜେପରି ଜଣେ ନେତ୍ରୀ ମୋର ମସ୍ତିଷ୍କ ଦୁର୍ବଳ ହୋଇଥିବା କହିଥିଲେ। ଏ କଥା ମତେ ସାମ୍ବାଦିକମାନେ ପ୍ରଶ୍ନ କଲେ । ମୁଁ କହିଲି ମୋର କେଉଁ ଅଙ୍ଗଟା କାମ କରୁଛି ସେ ଜାଣିଥିବେ। ଏଥିରେ ମୁଁ କେମିତି କହିବି ବୋଲି&nbsp; ପ୍ରଶ୍ନ କରିଥିଲେ।&nbsp; ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଏପିସୋଡ୍&zwnj;ଟି ଆପଣ ଗୁରୁବାର ରାତି ୧୦ଟାରେ ଓଟିଭିରେ ଦେଖିପାରିବେ।</p>

Ordigital Desk
  • Published: Tuesday, 12 December 2017
  • Updated: 12 December 2017, 08:58 PM IST

Sports

Latest News

<p>ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ବିଜେଡିର ଜଣେ ବରିଷ୍ଠ ନେତା ହେଉଛନ୍ତି ଦାମୋଦର ରାଉତ। ଓଡ଼ିଶା ରାଜନୀତିରେ ଜଣେ ହେବିୱେଟ ନେତା ଭାବେ ସେ ପରିଚିତ। ଏବେ କୃଷି ମନ୍ତ୍ରୀ ଥିବା ଦାମ ପୂର୍ବରୁ ଅନେକଥର ମନ୍ତ୍ରୀପଦ ପାଇଛନ୍ତି। ନିଜର ରାଜନୈତିକ କାର୍ଯ୍ୟ କଳାପ ଠାରୁ ବିବାଦୀୟ ବୟାନ ପାଇଁ ସେ ଅଧିକ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଜୟୀ ରାଜଗୁରୁ, ଅଙ୍ଗନୱାଡ଼ି, ଚାଷୀ ଆତ୍ମହତ୍ୟା, କଂଗ୍ରେସ ସହ ମେଣ୍ଟ, ଶ୍ରୀଖଣ୍ଡୀ ଉପାଖ୍ୟାନ ଉପରେ ତାଙ୍କର ମନ୍ତବ୍ୟ ସମଗ୍ରରେ ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।</p><p>ଏହିପରିପ୍ରକ୍ଷୀରେ ଓଟିଭିର କାର୍ଯ୍ୟକ୍ରମ ଖୋଲାକଥାକୁ ଅତିଥି ଭାବେ ଆସିଥିବା ବେଳେ ଦାମ ଏକ ପ୍ରଶ୍ନରେ ରୋଚକ ଉତ୍ତର ଦେଇଛନ୍ତି। ବିଜେପିର ଜଣେ ମହିଳା ନେତ୍ରୀଙ୍କ ସମାଲୋଚନା ମୂଳକ ମନ୍ତବ୍ୟ ଉପରେ ପ୍ରଶ୍ନ ଉଠିବାରୁ ସେ ଏକ ଭିନ୍ନ ଅନ୍ଦାଜରେ ଜବାବ ରଖିଥିଲେ। କହିଥିଲେ ବିଜେପରି ଜଣେ ନେତ୍ରୀ ମୋର ମସ୍ତିଷ୍କ ଦୁର୍ବଳ ହୋଇଥିବା କହିଥିଲେ। ଏ କଥା ମତେ ସାମ୍ବାଦିକମାନେ ପ୍ରଶ୍ନ କଲେ । ମୁଁ କହିଲି ମୋର କେଉଁ ଅଙ୍ଗଟା କାମ କରୁଛି ସେ ଜାଣିଥିବେ। ଏଥିରେ ମୁଁ କେମିତି କହିବି ବୋଲି&nbsp; ପ୍ରଶ୍ନ କରିଥିଲେ।&nbsp; ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଏପିସୋଡ୍&zwnj;ଟି ଆପଣ ଗୁରୁବାର ରାତି ୧୦ଟାରେ ଓଟିଭିରେ ଦେଖିପାରିବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos