ଆଜି ରାତିରୁ ବଡ଼ଦାଣ୍ଡରେ ୧୪୪ ଧାରା

ପୁରୀ(ଓଡ଼ିଶା ରିପୋର୍ଟର): ଏଥର ଭକ୍ତଙ୍କ ଅନୁପସ୍ଥିତିରେ ହେବ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା।  ଏଥିଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି।  ବଡ଼ଦାଣ୍ଡକୁ ଯେପରି ଭକ୍ତ ଆସିବେନି ସେଥିପାଇଁ ତିଆରି ହୋଇଛି ବ୍ୟାରିକେଡ୍ । ନିଷ୍ପତ୍ତି ମୁତାବକ ଆଜି ରାତି ୧୦ଟାରୁ ୬ ତାରିଖ ଭୋର ୨ଟା ପର୍ଯ୍ୟନ୍ତ ଜାରି ହେବ ୧୪୪ ଧାରା।  ଶ୍ରୀମନ୍ଦିର ଚାରିପଟ ଅଞ୍ଚଳ ସହ ବଡ଼ଦାଣ୍ଡରେ ଲାଗୁ ହେବ ୧୪୪ ଧାରା । ମାର୍କେଟ ଛକରୁ କାକୁଡ଼ିଖାଇ ଛକ, ମରିଚିକୋଟ ଛକରୁ ଲବଣୀଖିଆ ଛକ ଭାୟା […]

puri-1--1-1

puri-1--1-1

Niharika Rout
  • Published: Thursday, 04 June 2020
  • Updated: 04 June 2020, 02:28 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଏଥର ଭକ୍ତଙ୍କ ଅନୁପସ୍ଥିତିରେ ହେବ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା।  ଏଥିଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି।  ବଡ଼ଦାଣ୍ଡକୁ ଯେପରି ଭକ୍ତ ଆସିବେନି ସେଥିପାଇଁ ତିଆରି ହୋଇଛି ବ୍ୟାରିକେଡ୍ । ନିଷ୍ପତ୍ତି ମୁତାବକ ଆଜି ରାତି ୧୦ଟାରୁ ୬ ତାରିଖ ଭୋର ୨ଟା ପର୍ଯ୍ୟନ୍ତ ଜାରି ହେବ ୧୪୪ ଧାରା।  ଶ୍ରୀମନ୍ଦିର ଚାରିପଟ ଅଞ୍ଚଳ ସହ ବଡ଼ଦାଣ୍ଡରେ ଲାଗୁ ହେବ ୧୪୪ ଧାରା ।

ମାର୍କେଟ ଛକରୁ କାକୁଡ଼ିଖାଇ ଛକ, ମରିଚିକୋଟ ଛକରୁ ଲବଣୀଖିଆ ଛକ ଭାୟା ମରିଚିକୋଟ ଲେନ୍, ବାଲିସାହି ରାସ୍ତାରୁ ଖୁଣ୍ଟିଆସାହି ଛକ ଭାୟା ବାଲିସାହି ରାସ୍ତା କଦମ୍ବଗଡ଼ ଛକରୁ ହରଚଣ୍ଡି ସାହିର ମାଛହାଟ ଛକ ଲୋକନାଥ ରୋଡ୍ ବୃଷଭ ଛକରୁ ମଙ୍ଗଳାହାଟ ମଲ୍ଲିକା ଛକ ଯାଏ ୧୪୪ ଧାରା ଜାରି ହେବ ।  ଏହି ସବୁ ଅଞ୍ଚଳକୁ ଆସିବାକୁ ସାଧାରଣ ଲୋକଙ୍କୁ ବାରଣ ରହିବ ।  କେବଳ ଅନୁମତି ମିଳିଥିବା ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ଙ୍କୁ ଏନେଇ ଅନୁମତି ମିଳିବ।

ସେପଟେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଲାଗି ପୁଲିସ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷାରେ ମୁତୟନ ହେବେ ୩୮ ପ୍ଲାଟୁନ ଫୋର୍ସ । ୨ କମାଣ୍ଡାଣ୍ଟ, ୬ ଏଏସ୍‌ପି, ୧୬ ଡିଏସ୍‌ପି, ୪୪ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ପୁଲିସ୍‌ କର୍ମଚାରୀମାନେ ୨୪ ଘଣ୍ଟା ଡ୍ଯୁଟିରେ ରହିବେ। ନିରବଚ୍ଛିନ୍ନ ଡ୍ୟୁଟି  ଥିବାରୁ ସେମାନଙ୍କ ଡ୍ୟୁଟିକୂ ୪ଟି ସିଫ୍ଟରେ ବିଭକ୍ତ କରାଯାଇଛି  । ୧୪୪ ଧାରାକୁ କଡାକଡି ପାଳନ ପାଇଁ  ମୁଖ୍ୟତଃ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଡିଆଇଜି ଆଶିଷ ସିଂ ।

ଏହାବ୍ୟତୀତ, ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଥିବା ସତ୍ତ୍ୱେ ୨୦ଟି କ୍ୟାମେରାରେ ଭିଡିଓଗ୍ରାଫି କରାଯିବ । ସାମାଜିକ ଦୁରତାକୁ  ପ୍ରାଧାନ୍ୟ ଦିଆଯିବା ସହ ଗହଳି ରୋକିବାକୁ  ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଡିଆଇଜି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story