ସେମାନେ ବୁଝନ୍ତିନି କରୋନା କ’ଣ : ତାଙ୍କ ପାଇଁ ଗୋଡ଼ କାଢ଼ୁଛନ୍ତି ଏମାନେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ ହୋଇଥିବା ବେଳେ, ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ତେବେ  ଏଭଳି ସ୍ଥିତିରେ କିଛି ଲୋକ ଘରୁ ଗୋଡ଼ କାଢ଼ୁଛନ୍ତି, ନିଜ ପାଇଁ ନୁହେଁ, ଅନ୍ୟମାନଙ୍କ ପାଇଁ ସେମାନେ କିଏ ଓ କାହା ପାଇଁ ଘରୁ ଗୋଡ଼ କାଢ଼ୁଛନ୍ତି ଜାଣନ୍ତୁ। ରାଜଧାନୀର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା । ଏଠି ପ୍ରାଚୀନ କିର୍ତ୍ତିରାଜି  ପର୍ଯ୍ୟଟକଙ୍କ ଯେତିକି ପ୍ରିୟ, ସେତିକି ରୋଚକ […]

n-909

n-909

Tapas Behera
  • Published: Tuesday, 24 March 2020
  • Updated: 24 March 2020, 08:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ ହୋଇଥିବା ବେଳେ, ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ତେବେ  ଏଭଳି ସ୍ଥିତିରେ କିଛି ଲୋକ ଘରୁ ଗୋଡ଼ କାଢ଼ୁଛନ୍ତି, ନିଜ ପାଇଁ ନୁହେଁ, ଅନ୍ୟମାନଙ୍କ ପାଇଁ ସେମାନେ କିଏ ଓ କାହା ପାଇଁ ଘରୁ ଗୋଡ଼ କାଢ଼ୁଛନ୍ତି ଜାଣନ୍ତୁ। ରାଜଧାନୀର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ।

ଏଠି ପ୍ରାଚୀନ କିର୍ତ୍ତିରାଜି  ପର୍ଯ୍ୟଟକଙ୍କ ଯେତିକି ପ୍ରିୟ, ସେତିକି ରୋଚକ । ଏଠାକାର ଶହଶହ ପାତି ମାଙ୍କଡ଼  ପର୍ଯ୍ୟଟକଙ୍କ ହାତରୁ ବଦନାମ ଓ ଚଣା ଛଡ଼ାଇ ନେଇ ପେଟ  ପୁରାଉଥିବା ଏହି ମାଙ୍କଡ଼ମାନେ, ଏବେ ଭୋକ ବିକଳରେ ଆଉଟୁ ପାଉଟୁ। କରୋନା କଟକଣା ପରେ ଏଠାକୁ କେହି ବି ଆସୁନଥିବାରୁ,  ପୋଡ଼ି ଯାଉଛି ଏମାନଙ୍କ ପେଟ। ତେବେ ଏଭଳି ସ୍ଥିତିରେ, ମାଙ୍କଡ଼ଙ୍କ ପାଇଁ ଦେବଦୂତ ସାଜିଛନ୍ତି କିଛି ଜୀବପ୍ରେମୀ ସ୍ୱେଚ୍ଛାସେବୀ। ଗାଡ଼ିରେ  କଦଳୀ, ସେଓ ଓ ତରଭୁଜ ଆଦି ଆଣି ମାଙ୍କଡ଼ମାନଙ୍କୁ ଖାଇବାକୁ ଦେଉଛନ୍ତି । ଆଉ ମାଙ୍କଡ଼ମାନେ ବି ପ୍ରାୟ ସପ୍ତାହେ ପରେ ଏଭଳି ଖାଦ୍ୟ  ପାଇ ଖୁବ୍ ଖୁସି।  ସ୍ଥିତି ସାମାନ୍ୟ ନହେବା ପର୍ଯ୍ୟନ୍ତ, ଏଭଳି ଅସହାୟ ଜୀବଙ୍କ ପେଟର ଦାୟିତ୍ୱ ନେବ ବୋଲି କହିଛି ପିପୁଲ୍ ଫର୍ ଆନିମାଲ୍ସ  ସଂଗଠନ । ଆଉ ଏବେ ଆସିବା ଭୁବନେଶ୍ୱର ବାଣୀବିହାର ଛକକୁ।

ବୁଲି ବୁଲି ପୋଲିସ କର୍ମଚାରୀ ଓ ଜରୁରୀ ସେବାରେ ନିୟୋଜିତ କର୍ମୀଙ୍କୁ ମାସ୍କ  ବାଣ୍ଟୁଛନ୍ତି ଜଣେ ସହୃଦୟ ବ୍ୟକ୍ତି । ତାଙ୍କୁ କେହିକେହି ଭୁବନେଶ୍ୱରର ମାସ୍କମ୍ୟାନ ବୋଲି ବି କହୁଛନ୍ତି। ଦିନ ରାତି ଡ୍ୟୁଟିରେ ନିୟୋଜିତ ପୁଲିସ କର୍ମଚାରୀମାନେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ, ସେମାନଙ୍କୁ ଭୂତାଣୁ ସଂକ୍ରମଣର ଯଥେଷ୍ଟ ଆଶଙ୍କା ରହିଛି। ଯେଉଁଥିରୁ କିଛି ମାତ୍ରାରେ  ସୁରକ୍ଷା ଦେଉଛି ମାସ୍କ । ତେଣୁ ଭୁବନେଶ୍ୱରର ଏହି ଔଷଧ ଦୋକାନୀ ବିଶ୍ୱଜିତ ରଥ ଦୁଇ ଦିନ ହେଲା ବିଭିନ୍ନ ସ୍ଥାନରେ ବୁଲି ବୁଲି ସେମାନଙ୍କୁ  ମାଗଣାରେ ମାସ୍କ ବାଣ୍ଟୁଛନ୍ତି ।

ଏମାନେ ପୁଲିସ ନୁହନ୍ତି, ଡାକ୍ତର କି ସ୍ୱାସ୍ଥ୍ୟ କର୍ମୀ ବି ନୁହନ୍ତି। କିନ୍ତୁ କରୋନା ବିଜୟ ପାଇଁ ସେତୁବନ୍ଧ ତିଆରିରେ ଏମାନେ ଜଣେ  ଜଣେ ଗୁଣ୍ଡୁଚି ମୂଷା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story