ଆସନ୍ତାକାଲିଠୁ କରୋନା ଅଭିଯାନ, ଘରକୁ ଘର ହେବ ଯାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବସ୍ତିଗୁଡ଼ିକରେ ଘରକୁ ଘର ବୁଲି କରୋନା ସଂକ୍ରମଣର ଯାଞ୍ଚ କାର୍ଯ୍ୟ କରାଯିବ। ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଏହି ଯାଞ୍ଚ କାର୍ଯ୍ୟ ଆଶା କର୍ମୀ ଓ ଏଏନଏମ୍ ଦିଦିମାନଙ୍କ ସହାୟତାରେ କରାଯିବ। କୌଣସି ବ୍ୟକ୍ତିଙ୍କର କିଛି ଲକ୍ଷଣ ଥିଲେ ସଙ୍ଗେସଙ୍ଗେ ତାଙ୍କର କୋଭିଡ୍-୧୯ ପରୀକ୍ଷା କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏ ସମ୍ପର୍କରେ […]

covid19``

covid19``

Ranjit Kumar Jena
  • Published: Monday, 15 June 2020
  • Updated: 15 June 2020, 07:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବସ୍ତିଗୁଡ଼ିକରେ ଘରକୁ ଘର ବୁଲି କରୋନା ସଂକ୍ରମଣର ଯାଞ୍ଚ କାର୍ଯ୍ୟ କରାଯିବ। ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଏହି ଯାଞ୍ଚ କାର୍ଯ୍ୟ ଆଶା କର୍ମୀ ଓ ଏଏନଏମ୍ ଦିଦିମାନଙ୍କ ସହାୟତାରେ କରାଯିବ। କୌଣସି ବ୍ୟକ୍ତିଙ୍କର କିଛି ଲକ୍ଷଣ ଥିଲେ ସଙ୍ଗେସଙ୍ଗେ ତାଙ୍କର କୋଭିଡ୍-୧୯ ପରୀକ୍ଷା କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଜୁନ୍ ୧୬ରୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର କରୋନା ଅଭିଯାନ ଚାଲିବ। ଆଶା ଦିଦି ଓ ଏଏନଏମ୍ କର୍ମୀମାନେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବସ୍ତିଗୁଡ଼ିକରେ ଘରକୁ ଘର ବୁଲି ଏହି ଯାଞ୍ଚ କାର୍ଯ୍ୟ କରିବେ। ଆଗାମୀ ୪ରୁ ୬ସପ୍ତାହ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଅଧିକ ପରୀକ୍ଷା କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ପୂର୍ବରୁ ଲକ୍ଷଣ ନଥିବା ୨୦୦ଜଣଙ୍କର ପରୀକ୍ଷା କଲେ ଜଣେ ପଜିଟିଭ୍ ଚିହ୍ନଟ ହେଉଥିବାବେଳେ ଏବେ ପ୍ରତି ୨୦ଜଣରେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେଥିପାଇଁ ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଘରକୁ ଘର ଯାଞ୍ଚ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ, ରାଜ୍ୟରେ ଏବେ କରୋନା ପରୀକ୍ଷା ସଂଖ୍ୟା ୨ଲକ୍ଷ ଟପିଛି। ପ୍ରଥମ ୨ମାସରେ ଓଡ଼ିଶାରେ ମାତ୍ର ୫୦ହଜାର ଟେଷ୍ଟ୍ ସମ୍ଭବପର ହୋଇଥିଲା। କିନ୍ତୁ ମାସକ ମଧ୍ୟରେ ଦେଢ଼ଲକ୍ଷ ଟେଷ୍ଟ ହୋଇପାରିଛି। ଆଗାମୀ ଦିନରେ ରାଜ୍ୟର ଅଧିକ ସଂଖ୍ୟକ ସ୍ଥାନରେ କୋଭିଡ୍‌-୧୯ ପରୀକ୍ଷଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ସପ୍ତାହରେ ମାତ୍ର ୭୬ଟି କୋଭିଡ-୧୯ ନମୂନା ପରୀକ୍ଷା ହୋଇଥିବା ବେଳେ ମେ’ ୬ତାରିଖରେ ୫୦,୪୯୪ଟି ପରୀକ୍ଷା ସମ୍ଭବପର ହୋଇଥିଲା। ମେ’ ୧୮ରେ ୧ଲକ୍ଷ ୨୮୨, ମେ’ ୩୦ତାରିଖରେ ୧.୫୨ଲକ୍ଷ ଓ ଗତକାଲି ୨ଲକ୍ଷ କୋଭିଡ-୧୯ ନମୂନା ପରୀକ୍ଷା ହୋଇଛି।

ସମଗ୍ର ଦେଶରେ ପ୍ରତି ୧୦ଲକ୍ଷ ଲୋକଙ୍କ ମଧ୍ୟରେ ୪୩୦୫ଜଣଙ୍କର ପରୀକ୍ଷା ହେଉଥିବାବେଳେ ଓଡ଼ିଶାରେ ୪୬୩୪ଜଣଙ୍କ ପରୀକ୍ଷା ହେଉଛି। ସେହିପରି ଭାରତରେ କରୋନା ସଂକ୍ରମିତଙ୍କ ଆରୋଗ୍ୟ ହାର ୫୧.୦୧ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୬୬.୭୮ ପ୍ରତିଶତ ରହିଛି। ଦିଲ୍ଲୀରେ ପ୍ରତି ୧ଲକ୍ଷ ଲୋକରେ ହାରାହାରି ୨୦୫.୬ଜଣ ବ୍ୟକ୍ତି କରୋନା ପଜେଟିଭ୍ ଥିବାବେଳେ ଓଡ଼ିଶାରେ ହାରାହାରି ମାତ୍ର ୯.୩ଜଣ ବ୍ୟକ୍ତି ସଂକ୍ରମିତ ଅଛନ୍ତି। ସଂକ୍ରମିତ ବ୍ୟକ୍ତିଙ୍କ ତାଲିକାରେ ଜାତୀୟସ୍ତରରେ ଓଡ଼ିଶାର ସ୍ଥାନ ୨୮ରେ ରହିଛି ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି।

ସୂଚନାଯୋଗ୍ୟ, ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ୪ହଜାର ଅତିକ୍ରମ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୨୮୫୪ଜଣ ସୁସ୍ଥ ହୋଇଛନ୍ତି । ଆଜି ଗୋଟିଏ ଦିନରେ ୧୪୬ଜଣ ସଂକ୍ରମିତ ହୋଇଥିବାବେଳେ ୧୪୬ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି। ଏବେ କଟକ ଜିଲ୍ଲାରେ ସର୍ବାଧିକ ୩୩୪ଜଣ ସଂକ୍ରମିତ ଥିବାବେଳେ କନ୍ଧମାଳରେ ୧୦୭ଜଣ, ଖୋର୍ଦ୍ଧା ଜିଲ୍ଲାରେ ୯୭ଜଣ, ଗଞ୍ଜାମ ଓ ଜଗତସିଂହପୁରରେ ୭୧ଜଣ ଲେଖାଏଁ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story