‘କରୋନା’ ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ୫ଟି ଜିଲ୍ଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୫ଟି ଫୋକସ୍ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଆଜି ପରାମର୍ଶ ଦେଇଛନ୍ତି। ଏହା ସହିତ ରାଜ୍ୟରେ କୋଭିଡ୍ ହସ୍ପିଟାଲରେ ବେଡ୍ ସଂଖ୍ୟା, ଆଇସିୟୁ ବେଡ୍ ଓ ଆମ୍ବୁଲାନ୍ସ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ରୋଗୀଙ୍କ ସୁବିଧା ଓ କୋଭିଡ୍ ଯୋଦ୍ଧାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ […]

naveen

naveen

Manoranjan Sial
  • Published: Tuesday, 14 July 2020
  • Updated: 14 July 2020, 08:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୫ଟି ଫୋକସ୍ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଆଜି ପରାମର୍ଶ ଦେଇଛନ୍ତି। ଏହା ସହିତ ରାଜ୍ୟରେ କୋଭିଡ୍ ହସ୍ପିଟାଲରେ ବେଡ୍ ସଂଖ୍ୟା, ଆଇସିୟୁ ବେଡ୍ ଓ ଆମ୍ବୁଲାନ୍ସ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ରୋଗୀଙ୍କ ସୁବିଧା ଓ କୋଭିଡ୍ ଯୋଦ୍ଧାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ କୋଭିଡ୍ ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥିଲେ ।ରାଜ୍ୟର ୫ଟି ଜିଲ୍ଲା ଯଥା- ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧାକୁ ଅଧିକ ପ୍ରବାସୀଙ୍କ ଯାତାୟତ ହୋଇଥିବାରୁ ସେସବୁ ଜିଲ୍ଲାରେ ପରିସ୍ଥିତି ଆହ୍ୱାନମୂଳକ ରହିଛି। ତେଣୁ ଏସବୁ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଇ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଏସବୁ ଜିଲ୍ଲାଗୁଡ଼ିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ ନମୂନା ପରୀକ୍ଷା ପାଇଁ ଅଧିକ ଲାବ୍ରେଟୋରୀ ଟେକନିସିଆନ୍ ଓ ଅଧିକ ଆମ୍ବୁଲାନ୍ସ ମୁତୟନ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ପ୍ରାଣ ହରାଉଥିବା କୋଭିଡ୍ ରୋଗୀଙ୍କ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ଭାବେ ସତ୍କାର କରାଯିବା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ କୋଭିଡ୍ ଯୋଦ୍ଧାମାନଙ୍କୁ ନିୟମିତ ତାଲିମ ଓ ଉତ୍ତମ ଖାଦ୍ୟ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏବେ ସୁଦ୍ଧା ରାଜ୍ୟରେ ଦୈନିକ ୭ହଜାର କୋଭିଡ୍ ପରୀକ୍ଷା ହେଉଥିବାବେଳେ ଆଗାମୀ ସପ୍ତାହକ ମଧ୍ୟରେ ଏହାକୁ ୯ହଜାରକୁ ବୃଦ୍ଧି କରାଯିବ। ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ ସେଥିପାଇଁ ଅଧିକ ଘରୋଇ ହସ୍ପିଟାଲକୁ ମଧ୍ୟ ଅନୁମତି ଦିଆଯିବ। କଟକ, ଭୁବନେଶ୍ୱର ଓ ଗଞ୍ଜାମରେ ଥିବା କୋଭିଡ୍ ହସ୍ପିଟାଲରେ ବେଡ୍ ଓ ଆଇସିୟୁର କୌଣସି ଅଭାବ ନାହିଁ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ତେବେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏସବୁ ସହରଗୁଡ଼ିକରେ ଅଧିକ ୨୦୦ଟି ଲେଖାଏଁ ଆଇସିୟୁ ବେଡ୍ ଆସନ୍ତା ୭ଦିନ ମଧ୍ୟରେ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି। ପୁରୀ ସହରରେ ସେରୋ ସର୍ଭେଲାନ୍ସ ଓ ଭୁବନେଶ୍ୱରରେ କମ୍ୟୁନିଟି ସେରୋ ସର୍ଭେଲାନ୍ସ ସମ୍ପୂର୍ଣ୍ଣ ହୋଇଛି। ସର୍ବଭାରତୀୟସ୍ତରରେ ସୁସ୍ଥତା ହାର ୬୩ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୬୪.୮୮ ପ୍ରତିଶତ ଅଛି। ମୃତ୍ୟୁହାର ସର୍ବଭାରତୀୟସ୍ତରରେ ୨.୬% ଓ ଓଡ଼ିଶାରେ ଏହା ୦.୫% ଅଛି। ସଂକ୍ରମିତଙ୍କ ମଧ୍ୟରେ ଯୁବବର୍ଗଙ୍କ ସଂଖ୍ୟା ୬୬ ପ୍ରତିଶତ ବୋଲି ବୈଠକରୁ ଜଣାପଡ଼ିଛି।

ରାଜ୍ୟରେ ଏବେ ୬୧୪୧୦ଟି ବେଡ୍ ବିଶିଷ୍ଟ ୬୧୨୮ଟି କୋଭିଡ୍ କେୟାର ହୋମ୍ ଥିବାବେଳେ ସେଥିରେ ମାତ୍ର ୪୨୬ଜଣ ଅଛନ୍ତି। ସେହିପରି ୪୭୯୧୯ ବେଡ୍ ବିଶିଷ୍ଟ ୧୧୮୩ କ୍ଲଷ୍ଟର ଟିଏମସି ଖୋଲାଯାଇଥିବାବେଳେ ସେଥିରେ ୪୧ଜଣ ଚିକିତ୍ସିତ ହେଉଛନ୍ତି। ସହାରାଞ୍ଚଳରେ ୬୦ହଜାର ବେଡ୍ ବିଶିଷ୍ଟ ୮୧୪ଟି ଟିଏମସିରେ ୩୯୪୫ଜଣ ରହିଛନ୍ତି। ଗ୍ରାମକଲ୍ୟାଣ ସମିତି ସ୍ତରରେ ସରପଂଚ,ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ମିଶାଇ ମୋଟ ୫ଲକ୍ଷରୁ ଅଧିକ କୋଭିଡ୍ ଯୋଦ୍ଧାଙ୍କୁ ତାଲିମ ପ୍ରଦାନ କରାଯାଇଛି। ପୂର୍ବରୁ ଟିଏମସିରେ ଥିବା ୩.୨ ଲକ୍ଷ ପ୍ରବାସୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ଓ ସେମାନେ କୋଭିଡ୍ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ ମଧ୍ୟ କରିପାରିବେ। ଏହି ବୈଠକରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story