ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୭ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ରାଜ୍ୟରେ ୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଜଣେ ମହିଳାଙ୍କ ସମେତ ୩, ଗଜପତିରେ ୨, ରାୟଗଡ଼ାରେ ୩, ଖୋର୍ଦ୍ଧା ଜିଲ୍ଲାରେ ୧, କଳାହାଣ୍ଡି ଜିଲ୍ଲାର ଜଣେ ଥିବା ସୂଚନା ମିଳିଛି।
Regret to inform of the demise of ten Covid positive patients while under treatment in hospitals.
1. A 48 year old male of Ganjam district who was also suffering from Diabetes.
2. A 66 year old male of Kalahandi district who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 3, 2020
6. A 64 year old male of Rayagada district who was also suffering from Diabetes & Hypertension, Hypothyroidism & morbid obesity. .
7. A 61 year old male of Rayagada district.
8. A 54 year old female of Ganjam district.
— H & FW Dept Odisha (@HFWOdisha) August 3, 2020
9. A 48 year old male of Gajapati district who was also suffering from Hepatitis-B & Diabetes.
10. A 63 year old male of Khordha district who was also suffering from Hypertension, Diabetes & Coronary Artery Disease.
— H & FW Dept Odisha (@HFWOdisha) August 3, 2020
ଫଳରେ ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୬ରେ ପହଞ୍ଚିଥିବା ବେଳେ ଗଜପତି ଜିଲ୍ଲାରେ ୧୩, ଖୋର୍ଦ୍ଧାରେ ୨୯, ରାୟଗଡ଼ାରେ ୧୦, କଳାହାଣ୍ଡିରେ ୨ ରେ ପହଞ୍ଚିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।