୪ ବନ୍ଧୁଙ୍କୁ ନୂଆ ପରିଚୟ ଦେଲା କରୋନା

ଆଠଗଡ଼ (ନୀଳକଣ୍ଠ ଦୋରା): ‘କରୋନା’ ପାଇଁ ଚାରିଆଡ଼େ ହାହାକାର। କରୋନା ପାଇଁ ବଦଳି ଯାଇଛି ପୂରା ଦୁନିଆ। କେଉଁଠି ଏହି ମହାମାରୀ ଅନେକଙ୍କ ପରିବାର ଓ ଜୀବନଜୀବିକାକୁ ଉଜାଡ଼ି ଦେଇଛି ତ କେଉଁଠି ଏହା ଲୋକଙ୍କ ଜୀବନରେ ନୂଆ ମୋଡ଼ ମଧ୍ୟ ଆଣିଛି। ଏପରିକି କରୋନା ମଧ୍ୟ କିଛି ଲୋକଙ୍କର ଜୀବନ ଶୈଳୀକୁ ବଦଳାଇ ଦେଇଛି। କିନ୍ତୁ କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡ଼ି ଗ୍ରାମର ୪ ବନ୍ଧୁଙ୍କ ପାଇଁ କରୋନା ଏକ ନୂଆ […]

4-FRIEND

4-FRIEND

Ranjit Kumar Jena
  • Published: Monday, 15 June 2020
  • Updated: 15 June 2020, 03:49 PM IST

Sports

Latest News

ଆଠଗଡ଼ (ନୀଳକଣ୍ଠ ଦୋରା): 'କରୋନା' ପାଇଁ ଚାରିଆଡ଼େ ହାହାକାର। କରୋନା ପାଇଁ ବଦଳି ଯାଇଛି ପୂରା ଦୁନିଆ। କେଉଁଠି ଏହି ମହାମାରୀ ଅନେକଙ୍କ ପରିବାର ଓ ଜୀବନଜୀବିକାକୁ ଉଜାଡ଼ି ଦେଇଛି ତ କେଉଁଠି ଏହା ଲୋକଙ୍କ ଜୀବନରେ ନୂଆ ମୋଡ଼ ମଧ୍ୟ ଆଣିଛି। ଏପରିକି କରୋନା ମଧ୍ୟ କିଛି ଲୋକଙ୍କର ଜୀବନ ଶୈଳୀକୁ ବଦଳାଇ ଦେଇଛି। କିନ୍ତୁ କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡ଼ି ଗ୍ରାମର ୪ ବନ୍ଧୁଙ୍କ ପାଇଁ କରୋନା ଏକ ନୂଆ ପରିଚୟ ଦେଇଛି।

ଏହି ଚାରି ବନ୍ଧୁ ହେଉଛନ୍ତି ଅଭିମନ୍ୟୁ ସୂତାର, ଦିଲ୍ଲୀପ ଛତାର, ଶେଷଦେବ ମୁଦୁଲି, ଶିଳାଦିତ୍ୟ ପରିଡା। ସାରା ଦେଶରେ ଲକଡାଉନ୍ ଚାଲିଥିବା ବେଳେ ଏହି ଚାରି ବନ୍ଧୁ ଏବେ ଏକାଠି ଚାଷ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏମାନଙ୍କ ମଧ୍ୟରୁ କେହି ପୂର୍ବରୁ ହୋଟେଲ, ଠିକାଦାର କାମ କରୁଥିବା ବେଳେ ଜଣେ ପୂର୍ବତନ ସରପଞ୍ଚ ରହିଆସିଛନ୍ତି।

ପିଲାଦିନରୁ ଏମାନେ କେହି ବି ଚାଷ କାମ କରିନଥିଲେ। କିନ୍ତୁ ଏବେ ଯେହେତୁ ଲକଡାଉନରେ ଚାରିଆଡ଼େ କାମ ବନ୍ଦ ରହିଛି, ତେଣୁ ସରକାର କେବଳ ଚାଷ କାମ କରିବାକୁ ଅନୁମତି ଦେଇଛନ୍ତି। ଏହାକୁ ଆଖି ଆଗରେ ରଖି ଏହି ଚାରି ବନ୍ଧୁ ନିଜ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଧାରକରଜ ନକରି ଚାଷ କାମ କରିବାକୁ ମନସ୍ଥ କରିଛନ୍ତି।

ଏବେ ଏମାନେ ଅନାବନା ଘାସକୁ ସଫା କରି ପ୍ରାୟ ୨ ଏକର ଜମିରେ କାକୁଡି, ଜହ୍ନି, ଭେଣ୍ଡି, କଲରା, ବୋଦି ଆଦି ବୈଜ୍ଞାନିକ ପ୍ରଣାଳୀରେ ମଞ୍ଜି ବୁଣିବା ସହ ବିନା ସାର ଅର୍ଥାତ୍ କେବଳ ଖତ ସାହାଯ୍ୟରେ ଚାଷ କରୁଛନ୍ତି। ମାଙ୍କଡ଼ ଓ ଗାଈଗୋରୁଙ୍କ ଠାରୁ ଚାଷକୁ ବଞ୍ଚାଇବା ପାଇଁ ଜରି ଚାରିପଟେ ତାରର ବାଡ଼ ମଧ୍ୟ ବୁଲାଇଛନ୍ତି।

ବିନା ସରକାରୀ ସାହାଯ୍ୟରେ ମଞ୍ଜି ବୁଣିବାର ମାତ୍ର ୩ ମାସ ଭିତରେ ଏବେ ଏହି କ୍ଷେତ ହସୁଛି। ଏହାକୁ ଦେଖି ସ୍ଥାନୀୟବାସୀ ଏହି ଚାରି ବନ୍ଧୁଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ଫସଲ ଅମଳ କରି ବେଶ ଦି ପଇସା ରୋଜଗାର କରି ୪ ବନ୍ଧୁଙ୍କ ପରିବାରର ଗୁଜୁରାଣ ମେଣ୍ଟୁଥିବା କହିଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏମାନେ ମଧ୍ୟ ଯୁବ ପିଢିଙ୍କୁ ଚାଷ କରିବା ସହ ଦେଶର ମେରୁଦଣ୍ଡକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story