କରୋନା: ମାସ୍କର ଅଭାବି ବିକ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ କରୋନାର ରୂପରେଖ ଯାହା ଥାଉନା କାହିଁକି, ବଜାରରେ କିନ୍ତୁ ମାସ୍କର ଚାହିଦା କାହିଁରେ କେତେ । ଆଉ ଏହି ଚାହିଦାର ଫାଇଦା ନେଇ ଅସାଧୁ ବ୍ୟବସାୟୀ କଳାବଜାରୀ କରିବାକୁ ବି ପଛାଉ ନାହାଁନ୍ତି। ଫଳରେ ସାନିଟାଇଜର୍ ଭଳି ମାସ୍କ ପାଇଁ ଯେଉଁ ମେଡ଼ିସିନ୍ ଷ୍ଟୋରକୁ ବି ଯାଆନ୍ତୁ, ସିଧାସଳଖ ମନା କରିଦେଉଛନ୍ତି। ଆଉ ଯେଉଁଠି ମିଳୁଛି, ସେଠି ତ ଆକାଶଛୁଆଁ ଦାମ୍ । ଏଭଳି ସ୍ଥିତିରେ ଗୁଜରାଟରୁ ଗଂଜାମ ଯାଏଁ ହଜାର ହଜାର […]

nbv90

nbv90

Tapas Behera
  • Published: Monday, 16 March 2020
  • Updated: 16 March 2020, 09:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ କରୋନାର ରୂପରେଖ ଯାହା ଥାଉନା କାହିଁକି, ବଜାରରେ କିନ୍ତୁ ମାସ୍କର ଚାହିଦା କାହିଁରେ କେତେ । ଆଉ ଏହି ଚାହିଦାର ଫାଇଦା ନେଇ ଅସାଧୁ ବ୍ୟବସାୟୀ କଳାବଜାରୀ କରିବାକୁ ବି ପଛାଉ ନାହାଁନ୍ତି। ଫଳରେ ସାନିଟାଇଜର୍ ଭଳି ମାସ୍କ ପାଇଁ ଯେଉଁ ମେଡ଼ିସିନ୍ ଷ୍ଟୋରକୁ ବି ଯାଆନ୍ତୁ, ସିଧାସଳଖ ମନା କରିଦେଉଛନ୍ତି।

ଆଉ ଯେଉଁଠି ମିଳୁଛି, ସେଠି ତ ଆକାଶଛୁଆଁ ଦାମ୍ । ଏଭଳି ସ୍ଥିତିରେ ଗୁଜରାଟରୁ ଗଂଜାମ ଯାଏଁ ହଜାର ହଜାର ମାସ୍କ ତିଆରି କରି ଶସ୍ତାରେ ବଜାରକୁ ଛଡାଯାଉଛି। ଯାହାର ଯଥେଷ୍ଟ ଡିମାଣ୍ଡ ବି ରହିଛି ।

ହାଟ ବଜାରଠୁ ଔଷଧ ଦୋକାନ୍। ସବୁଠି ସାନିଟାଇଜର୍ ଭଳି ମାସ୍କର ଡିମାଣ୍ଡ କାହିଁରେ କେତେ। ତାହା ବି ଠିକ୍ ସେ ମିଳୁନି। ଯେଉଁଠି ବି ମିଳୁଛି ସେଠି ଜମୁଛି ଅସମ୍ଭବ ଭିଡ଼। ଚାଲିଛି ଘୋର ଅଭାବି ବିକ୍ରୀ।

କିଛି ଅସାଧୁ ବ୍ୟବସାୟୀ କଳାବଜାରୀ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ତେଣୁ ଡ୍ରଗ୍ସ ଇନିସ୍ପେକ୍ଟରଙ୍କ ନେତୃତ୍ୱରେ ପୁଲିସ ଟିମ୍ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ। ମାସ୍କ ଓ ସାନିଟାଇଜରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସାମିଲ କରାଯାଇଛି। ଏହାସତ୍ତ୍ୱେ ବି ଜାରି ରହିଛି ଅଭାବି ବିକ୍ରୀ। ତେଣୁ ଏ ଦିଗରେ ଆହୁରି ଚରମ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ମନେ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story