ରାଜ୍ୟରେ ଜାନୁଆରୀ ଶେଷ ସୁଦ୍ଧା ଆସିପାରେ ପିକ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶେଷଜ୍ଞମାନେ କହୁଛନ୍ତି, ଦିଲ୍ଲୀ ଓ ମହାରାଷ୍ଟ୍ରରେ ଜାନୁଆରୀ ୧୫ ତାରିଖ ସୁଦ୍ଧା ପିକ୍ ଛୁଇଁବ କରୋନା ସଂକ୍ରମଣ। ସେହି ଅନୁସାରେ ଓଡ଼ିଶାରେ ତା’ର ୧୦ରୁ ୧୫ ଦିନ ପରେ ପିକ୍ ନେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ରାଜ୍ୟରେ ମଧ୍ୟ ବଢୁଛି। ରାଜ୍ୟରେ ମୁଖ୍ୟତଃ ୪ରୁ ୫ଟି ଜିଲ୍ଲାରେ ଅଧିକା ସଂକ୍ରମଣ ହେଉଛି। ଏହାସହ ସବୁ ଜିଲାରେ […]

Bijay Mohapatra

Bijay Mohapatra

Jitendra Garnayak
  • Published: Monday, 10 January 2022
  • Updated: 10 January 2022, 01:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶେଷଜ୍ଞମାନେ କହୁଛନ୍ତି, ଦିଲ୍ଲୀ ଓ ମହାରାଷ୍ଟ୍ରରେ ଜାନୁଆରୀ ୧୫ ତାରିଖ ସୁଦ୍ଧା ପିକ୍ ଛୁଇଁବ କରୋନା ସଂକ୍ରମଣ। ସେହି ଅନୁସାରେ ଓଡ଼ିଶାରେ ତା’ର ୧୦ରୁ ୧୫ ଦିନ ପରେ ପିକ୍ ନେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ କହିଛନ୍ତି, ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ରାଜ୍ୟରେ ମଧ୍ୟ ବଢୁଛି। ରାଜ୍ୟରେ ମୁଖ୍ୟତଃ ୪ରୁ ୫ଟି ଜିଲ୍ଲାରେ ଅଧିକା ସଂକ୍ରମଣ ହେଉଛି। ଏହାସହ ସବୁ ଜିଲାରେ ଓମିକ୍ରନର ଉପସ୍ଥିତି ବି ରହିଛି । ଏହା ଭିତରେ ଟେଷ୍ଟ, ସର୍ଭିଲାନ୍ସ ଓ ଟିକାକରଣକୁ ମଧ୍ୟ ବଢ଼ାଯାଇଛି। ସ୍ଥିତି ଉପରେ ସରକାର ନଜର ରଖିଛିନ୍ତି। ଯେଉଁଭଳି ଭାବେ ଏବେ ସଂକ୍ରମଣ ବଢୁଛି, ଲୋକ ତାକୁ ହାଲୁକା ଭାବେ ନ ନେଇ ସଜାଗ ହେବା ଆବ ଶ୍ୟକ।

ଅନ୍ୟପକ୍ଷରେ ସମଗ୍ର ରାଜ୍ୟରେ ଆଜିଠୁ ପ୍ରିକସନ ଡୋଜ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଓ ବହୁବିଧ ରୋଗରେ ଆକ୍ରାନ୍ତ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ନାଗରିକ ସାମିଲ ହେବେ। ଆମ ରାଜ୍ୟରେ ଏମାନଙ୍କ ସଂଖ୍ୟା ହେଉଛି ୧୭ ଲକ୍ଷ ୮୩୮। ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଅଛନ୍ତି,ସେମାନଙ୍କର ଟିକାକରଣ ପାଇଁ କୌଣସି ମେଡିକାଲ୍ ସାର୍ଟିଫିକେଟ୍‌ର ଆବଶ୍ୟକତା ନାହିଁ। କିନ୍ତୁ ସେମାନେ ପ୍ରିକସନ ଟିକା ନେବାକୁ ଆସିବା ପୂର୍ବରୁ ସେମାନଙ୍କ ଡାକ୍ତରଙ୍କ ପରାମର୍ଶ ନେବେ। ଡାକ୍ତର ହିଁ କଲେ ସେମାନେ ଟିକା ନେବାକୁ ଆସି ପାରିବେ।

ଡାକ୍ତର ପାଣିଗ୍ରାହୀ କହିଛନ୍ତି, ଏ ସମସ୍ତଙ୍କ ପାଇଁ ପ୍ରିକସନ୍ ଡୋଜ୍ ନେବା ପାଇଁ ଏକ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଯେଉଁମାନେ ସେକେଣ୍ଡ ଡୋଜ୍ ନେବାର ୯ ମାସ ବା ୩୯ ସପ୍ତାହ ହୋଇଯାଇଥିବ, ସେମାନେ ପ୍ରିକସନ ଡୋଜ୍ ନେବା ପାଇଁ ଯୋଗ୍ୟ ହେବେ। ଯେଉଁମାନେ ପ୍ରିକସନ ଡୋଜ୍ ନେବା ପାଇଁ ଯୋଗ୍ୟ, ସେମାନଙ୍କ ପାଖକୁ ଏସ୍ଏମ୍ଏସ୍ ପଠାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୮୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୪୮ ଜଣ ଅଛନ୍ତି।
https://youtu.be/wxT-vYDsF20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story