ମହିଳା ସବ-ଇନ୍ସପେକ୍ଟର କରୋନା ପଜିଟିଭ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ପୁଲିସ୍‌ ଗିରଫ କରିଥିବା ଜଣେ ଅପରାଧି କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣେ ମହିଳା ସବ-ଇନ୍ସପେକ୍ଟର ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ କୋଭିଡ ହସପିଟାଲ ସ୍ଥାନାନ୍ତରିତ କରାଯାଇଥିବା ବେଳେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି ପୂର୍ବରୁ ବ୍ରହ୍ମଗିରି ଥାନାର ୯ଜଣ ପୁଲିସ କର୍ମଚାରୀ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ସେପଟେ କଲେକ୍ଟୋରିଏଟ୍ ଶଟଡାଉନ୍‌ ହୋଇଥିବା ବେଳେ […]

coronavirus1

coronavirus1

Niharika Rout
  • Published: Thursday, 18 June 2020
  • Updated: 18 June 2020, 01:35 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ପୁଲିସ୍‌ ଗିରଫ କରିଥିବା ଜଣେ ଅପରାଧି କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣେ ମହିଳା ସବ-ଇନ୍ସପେକ୍ଟର ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ କୋଭିଡ ହସପିଟାଲ ସ୍ଥାନାନ୍ତରିତ କରାଯାଇଥିବା ବେଳେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି

ପୂର୍ବରୁ ବ୍ରହ୍ମଗିରି ଥାନାର ୯ଜଣ ପୁଲିସ କର୍ମଚାରୀ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ସେପଟେ କଲେକ୍ଟୋରିଏଟ୍ ଶଟଡାଉନ୍‌ ହୋଇଥିବା ବେଳେ ଆଜି ଅଗ୍ନିଶମ ସେବା ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ପୁରୀ ଜିଲ୍ଲା  କଣାସ ପୁଲିସ୍‌ ଓ ଗଡ଼ିଶାଗୋଦା ପୁଲିସ୍‌ ଧରିଥିବା ୨ ଅଭିଯୁକ୍ତଙ୍କ ନମୁନା ପଜିଟିଭ ଆସିବା ପରେ ଉଭୟ ଥାନାର ୧୮ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ଯିବାକୁ ଗତକାଲି ନିର୍ଦ୍ଦେଶ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ କଣାସ ଥାନାର ୧୧ ଓ  ଗଡ଼ିଶାଗୋଦା ଥାନାର ୭ କର୍ମଚାରୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story