ମୋବାଇଲ୍ ଭ୍ୟାନରେ ହେବ କରୋନା ଟେଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୋବାଇଲ୍ ଭ୍ୟାନ ବୁଲାଯାଇ କରୋନା ଟେଷ୍ଟିଂ ଲାଗି ପ୍ରସ୍ତାବ ରହିଛି। ଏବେ ଗଞ୍ଜାମରେ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଆଣ୍ଟିଜେନ୍ ଟେଷ୍ଟ ହେଉଛି। ରାଜ୍ୟ ସରକାର ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା । ସେ ଆହୁରି କହିଛନ୍ତି, ବର୍ତ୍ତମାନ ରାଜ୍ୟରେ କରୋନା ଦ୍ରୁତ ଗତିରେ ବଢ଼ି ଚାଲିଛି। ଆଗକୁ ବଢ଼ିବ କି କମିବ, ତାହା କହିହେବ ନାହିଁ। ୩ଟି ଜିଲ୍ଳା ଯଥା- […]

ooooooooooooooo

ooooooooooooooo

Tapaswini Nayak
  • Published: Monday, 27 July 2020
  • Updated: 27 July 2020, 02:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୋବାଇଲ୍ ଭ୍ୟାନ ବୁଲାଯାଇ କରୋନା ଟେଷ୍ଟିଂ ଲାଗି ପ୍ରସ୍ତାବ ରହିଛି। ଏବେ ଗଞ୍ଜାମରେ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଆଣ୍ଟିଜେନ୍ ଟେଷ୍ଟ ହେଉଛି। ରାଜ୍ୟ ସରକାର ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ।

ସେ ଆହୁରି କହିଛନ୍ତି, ବର୍ତ୍ତମାନ ରାଜ୍ୟରେ କରୋନା ଦ୍ରୁତ ଗତିରେ ବଢ଼ି ଚାଲିଛି। ଆଗକୁ ବଢ଼ିବ କି କମିବ, ତାହା କହିହେବ ନାହିଁ। ୩ଟି ଜିଲ୍ଳା ଯଥା- ଗଞ୍ଜାମ, ଖୋର୍ଦ୍ଧା ଓ କଟକରୁ ୬୫ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏସବୁ ଜିଲ୍ଲାରେ ଅଧିକ ‌ଆକ୍ରାନ୍ତ ହେଉଥିବାରୁ ସଂଖ୍ୟା ବଢ଼ୁଛି। ଏସବୁ ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଲେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିବ।

ଆଇଏଲ୍ଏସ୍ ନିର୍ଦ୍ଦେଶକ କହିଛନ୍ତି ଯେ, ସେରୋ ସର୍ଭେଲାନ୍ସ ରିପୋର୍ଟ ଅନୁସାରେ ଅଗଷ୍ଟରୁ ଦୈନିକ ୧୫ ହଜାର ଟେଷ୍ଟ କରିବାକୁ କୁହାଯାଇଛି। ଆଇସିଏମ୍ଆର୍ ମଧ୍ୟ ଟେଷ୍ଟ ବଢ଼ାଇବା ନିଷ୍ପତ୍ତି ନେଇଛି। ସେହି ଅନୁସାରେ ରାଜ୍ୟ ସରକାର ବି ଟେଷ୍ଟ ବଢ଼ାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story