କୋରୋନା : କର୍ମସ୍ଥଳୀ ପାଇଁ ଆଡଭାଇଜରି ଜାରି କଲେ ଏସଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ କୋରୋନା ଭାଇରସ(ସିଓଭିଆଇଡି-୧୯) ଚିହ୍ନଟ ହେବାପରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କର୍ମସ୍ଥଳୀରେ ସତର୍କ ରହିବା ପାଇଁ ଆଜି ଆଡଭାଇଜରି ଜାରି କରାଯାଇଛି। ଏବେ ୭୫ଟି ଦେଶରେ କୋରୋନା ଭାଇରସ୍ ଚିହ୍ନଟ ହୋଇଥିବାବେଳେ ଏଥିରେ ପୀଡ଼ିତ ହେଉଥିବା ବ୍ୟକ୍ତିଙ୍କ ଚିକିତ୍ସା ନିମନ୍ତେ କୌଣସି ଔଷଧ କିମ୍ବା ଇଞ୍ଜେକସନ୍ ଉପଲବ୍ଧ ହୋଇପାରି ନାହିଁ। ତେଣୁ ପ୍ରତିଷେଧକ ହିଁ ସବୁଠୁ ଭଲ ଉପାୟ ବୋଲି ଏସଆରସି କହିଛନ୍ତି। ବୟସ୍କ ଲୋକମାନେ ସର୍ବାଧିକ କୋରୋନା ଭାଇରସରେ ଆକ୍ରାନ୍ତ […]

d-13

d-13

Tapas Behera
  • Published: Tuesday, 03 March 2020
  • Updated: 03 March 2020, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ କୋରୋନା ଭାଇରସ(ସିଓଭିଆଇଡି-୧୯) ଚିହ୍ନଟ ହେବାପରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କର୍ମସ୍ଥଳୀରେ ସତର୍କ ରହିବା ପାଇଁ ଆଜି ଆଡଭାଇଜରି ଜାରି କରାଯାଇଛି। ଏବେ ୭୫ଟି ଦେଶରେ କୋରୋନା ଭାଇରସ୍ ଚିହ୍ନଟ ହୋଇଥିବାବେଳେ ଏଥିରେ ପୀଡ଼ିତ ହେଉଥିବା ବ୍ୟକ୍ତିଙ୍କ ଚିକିତ୍ସା ନିମନ୍ତେ କୌଣସି ଔଷଧ କିମ୍ବା ଇଞ୍ଜେକସନ୍ ଉପଲବ୍ଧ ହୋଇପାରି ନାହିଁ। ତେଣୁ ପ୍ରତିଷେଧକ ହିଁ ସବୁଠୁ ଭଲ ଉପାୟ ବୋଲି ଏସଆରସି କହିଛନ୍ତି। ବୟସ୍କ ଲୋକମାନେ ସର୍ବାଧିକ କୋରୋନା ଭାଇରସରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। କାଶ ଓ ଛିଙ୍କ ମାଧ୍ୟମରେ ପ୍ରାୟ ଏକ ମିଟର ଦୂରତ୍ୱ ମଧ୍ୟରେ ଏହି ଭାଇରସରେ ଜଣେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି।

ଏହାକୁ ଦୃଷ୍ଟିରେ ରଖି କର୍ମସ୍ଥଳୀରେ କେତେକ ପ୍ରତିଷେଧକମୂଳକ ପଦକ୍ଷେପ ନେବା ପାଇଁ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି।
ଅଫିସ ଟେବୁଲ, ଟେଲିଫୋନ୍‌, କି-ବୋର୍ଡ ଆଦି ପରିସ୍କାର ରଖିବା ସହ କର୍ମଚାରୀମାନଙ୍କୁ ନିୟମିତ ହାତ ଧୋଇବା ପାଇଁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି। ୱାସ ବେସିନ ପାଖରେ ସାବୁନ୍ ଆଦି ରଖିବା ସହ ପାଣି ଟ୍ୟାପ୍ ଖୋଲା ରଖିବାକୁ କୁହାଯାଇଛି। ହାତ ଧୋଇବା ନିମନ୍ତେ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ପୋଷ୍ଟରମାନ ଲଗାଇବା ଏବଂ କାଶିବା ବା ଛିଙ୍କିବାବେଳେ ମାସ୍କ ପିନ୍ଧିବା ସହ ଟିସୁ ପେପର ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ସର୍ଦ୍ଦି ଅବା କାଶରେ ପୀଡ଼ିତ ହେଲେ ନିଜ ଘର ଭିତରେ ରହିବା ପାଇଁ କୁହାଯାଇଛି । ଏପରିକି ସାମାନ୍ୟ କାଶ କିମ୍ବା ଜ୍ୱର ହେଉଥିଲେ ମଧ୍ୟ। କାରଣ ଏଭଳି ଲୋକମାନେ ସହଜରେ କୋରେନା ଭାଇରସର ଆକ୍ରାନ୍ତ ହୋଇଥାନ୍ତି।
ସେହିପରି ଅନ୍ୟମାନଙ୍କଠୁ ଅତି କମରେ ୧ମିଟର ଦୂରେଇ ରହି ହାତ ମିଳାଇବା ଓ ଆଲିଙ୍ଗନ ନକରିବାକୁ ପରାମର୍ଶ ଦିଆଯାଇଛି। କର୍ମଚାରୀମାନେ ଜରୁରୀ ନଥିଲେ ସପିଂ ମଲ, ମାର୍କେଟ, ରେଳ ଷ୍ଟେସନ, ହୋଟେଲ ଆଦିରୁ ଦୂରେଇ ରହିବାକୁ କୁହାଯାଇଛି।
ଯେଉଁ ବ୍ୟକ୍ତିମାନଙ୍କର ନାକରୁ ବୋହିବା ସହ କାଶ ହେଉଛି ସେମାନଙ୍କଠୁ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ଯେଉଁସବୁ ଦେଶରେ କୋରୋନା ଆକ୍ରାନ୍ତ ଅଛନ୍ତି ସେଠାକୁ ଅତି ଜରୁରୀ ନଥିଲେ କର୍ମଚାରୀଙ୍କୁ ନପଠାଇବାକୁ ମଧ୍ୟ ଏସଆରସି ପରାମର୍ଶନାମା ଜାରି କରିଛନ୍ତି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁସାରେ କୋରେନା ଭାଇରସ୍ ପୀଡ଼ିତ ଥିବା ଆଶଙ୍କାରେ ପାରାଦୀପ ବନ୍ଦରରୁ ଜଣେ ମହିଳା ଓ ତାଙ୍କ ପତିଙ୍କୁ ଏବେ କଟକସ୍ଥିତ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଦମ୍ପତି ୨୦୨୦ ଜାନୁୟାରୀ ୧୫ ପରେ କୋରେନା ପ୍ରଭାବିତ ଦେଶରୁ ଫେରିଥିଲେ।
ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୧୯ଜଣ ବ୍ୟକ୍ତିଙ୍କୁ ଅବର୍ଜରଭେସନରେ ରଖାଯାଇଥିବାବେଳେ ୩୯ଜଣଙ୍କୁ ସେମାନଙ୍କ ଘରେ ନଜରରେ ରଖାଯାଇଛି। ଏବେ ସୁଦ୍ଧା ମାତ୍ର ୮ଜଣଙ୍କ ନମୂନା ସଂଗ୍ରହ କରାଯାଇଛି ଓ ସେଗୁଡ଼ିକ ସବୁ ନେଗେଟିଭ୍ ବୋଲି ଜଣାପଡ଼ିଛି। କୋରେନା ଭାଇରସକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲରୁମ୍ ମଧ୍ୟ ଖୋଲାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story