କରୋନା ଭୟରେ ଚିକେନ ଖାଇବାକୁ ଡରୁଛନ୍ତି କି ? ବିଶେଷଜ୍ଞ ବତାଇଲେ ଫର୍ମୁଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କୁକୁଡ଼ା ଗୋଟା ୧୦ ଟଙ୍କା। ବାର୍ଡ ଫ୍ଲୁ ଓ କରୋନା ଭୟରେ ଅଧିକାଂଶ ଲୋକେ ଚିକେନ୍ ଓ କୁକୁଡ଼ା ଅଣ୍ଡା ଖାଇବା ଛାଡ଼ିଦେବାରୁ ଏଭଳି ଢଙ୍ଗରେ ଦୋହଲି ଯାଇଛି ପଲଟ୍ରି ମାର୍କେଟ।  ଲାଭ ଛାଡ଼ି କୁକୁଡ଼ା ଚାଷୀ ଏବେ କେମିତି ମୂଳ ବଞ୍ଚାଇବ ସେଇ ଚିନ୍ତାରେ ।  ତେବେ ବିଶେଷଜ୍ଞ କହିଛନ୍ତି  କୁକୁଡ଼ା ମାଂସକୁ ଭଲଭାବେ ସିଝାଇ ରାନ୍ଧି ଖାଇଲେ କିଛି ଅସୁବିଧା ନାହିଁ। କୁକୁଡ଼ା ଚାଷୀ ଟ୍ରାକ୍ଟରରେ କୁକୁଡ଼ା ବୋଝେଇ କରି ଆଣି ବଜାରରେ […]

ggb

ggb

Tapas Behera
  • Published: Monday, 09 March 2020
  • Updated: 09 March 2020, 09:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କୁକୁଡ଼ା ଗୋଟା ୧୦ ଟଙ୍କା। ବାର୍ଡ ଫ୍ଲୁ ଓ କରୋନା ଭୟରେ ଅଧିକାଂଶ ଲୋକେ ଚିକେନ୍ ଓ କୁକୁଡ଼ା ଅଣ୍ଡା ଖାଇବା ଛାଡ଼ିଦେବାରୁ ଏଭଳି ଢଙ୍ଗରେ ଦୋହଲି ଯାଇଛି ପଲଟ୍ରି ମାର୍କେଟ।  ଲାଭ ଛାଡ଼ି କୁକୁଡ଼ା ଚାଷୀ ଏବେ କେମିତି ମୂଳ ବଞ୍ଚାଇବ ସେଇ ଚିନ୍ତାରେ ।  ତେବେ ବିଶେଷଜ୍ଞ କହିଛନ୍ତି  କୁକୁଡ଼ା ମାଂସକୁ ଭଲଭାବେ ସିଝାଇ ରାନ୍ଧି ଖାଇଲେ କିଛି ଅସୁବିଧା ନାହିଁ।

କୁକୁଡ଼ା ଚାଷୀ ଟ୍ରାକ୍ଟରରେ କୁକୁଡ଼ା ବୋଝେଇ କରି ଆଣି ବଜାରରେ ଶାଗମାଛ ଦରରେ ବିକୁଛନ୍ତି । ହେଲେ ଏତେ ଶସ୍ତା ପରେ କିଣିବାକୁ ନାରାଜ ଗ୍ରାହକ। କାରଣ ଲୋକଙ୍କୁ ଘାରିଛି କରୋନା ଭୟ। ଶେଷରେ ବାଧ୍ୟ ହୋଇ କୁକୁଡ଼ା ଗୋଟା ୧୦ ଟଙ୍କାରେ ବିକିବାକୁ ଚାଷୀ ବାଧ୍ୟ ହେଉଛି।

ଗତ ଜାନୁଆରୀରେ ଭୁବନେଶ୍ୱର OUATରେ ବାର୍ଡ ଫ୍ଲୁ ଭୂତାଣୁ ଠାବ ପରେ ଏହାର ସିଧା ପ୍ରଭାବ ରାଜ୍ୟର ପଲିଟ୍ରି ବ୍ୟବସାୟ ଉପରେ ପଡ଼ିଥିଲା ।  ତେବେ ମାର୍କେଟ ଟିକିଏ ସୁଧୁରିବା ବେଳକୁ କରୋନା ଭୂତାଣୁ ଭୟ ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି।  ଭୟରେ ଲୋକେ ଚିକେନ ଓ ଅଣ୍ଡା ଖାଇବା ଛାଡ଼ି ଦେଇଛନ୍ତି।  ତେବେ ବିଶେଷଜ୍ଞ

କହିଛନ୍ତି ଚିକେନ ଓ ଅଣ୍ଡାକୁ ଭଲଭାବେ ସିଝାଇ ରାନ୍ଧି ଖାଇଲେ କୌଣସି ରୋଗ ସଂକ୍ରମଣର ଭୟ ନାହିଁ । ତେଣୁ ଲୋକେ ନିସଂକୋଚରେ ଚିକେନ ଓ ଅଣ୍ଡା ଖାଇପାରିବେ। ଡିଏମଇଟି ନିର୍ଦ୍ଦେଶକ ଡା.ସିବିକେ ମହାନ୍ତି କହିଛନ୍ତି ଯେ, କରୋନା ଭାଇରସ ଚିକେନ ଦ୍ୱାରା ବ୍ୟାପେ ବୋଲି ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ଆସି ନାହିଁ। ତେଣୁ ଏହି ଚର୍ଚ୍ଚା ସମ୍ପୂର୍ଣ୍ଣ ଅମୂଳକ। ପ୍ରାଣୀ ବିଷେଶଜ୍ଞ ଡା.ପିକେ ମିଶ୍ର କହିଛନ୍ତି ଯେ, ଭାରତୀୟ ରନ୍ଧାଣି ପ୍ରକ୍ରିୟାରେ ଏହି ଭାଇରସ କିଛି କ୍ଷତି କରିବନି। କିନ୍ତୁ ଭଲଭାବେ ଏହାକୁ ସିଝେଇ ଖାଆନ୍ତୁ ବୋଲି ସେ କହିଛନ୍ତି।

ରାଜ୍ୟରେ ଦିନକୁ କୋଟିଏ ଅଣ୍ଡା ଓ ସପ୍ତାହକୁ ୩୦ରୁ ୪୦ ଲକ୍ଷ କୁକୁଡ଼ା ବିକ୍ରି ହୁଏ।  ବାର୍ଡ ଫ୍ଲୁ ଓ କରୋନା ଭୟରେ ଯୋଗୁ ବ୍ୟବସାୟ କମିଥିବାରୁ ଏବେ ବିକ୍ରି ୫୦ ପ୍ରତିଶତରୁ ତଳକୁ ଖସି ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story