କର୍ପୋରେଟର ମୂରଲୀଙ୍କୁ ନେଇ ବ୍ରହ୍ମପୁର ମହାନଗର ନିଗମ ବୈଠକରେ ଉତ୍ତେଜନା

ବ୍ରହ୍ମପୁର: ଆର. ମୂରଲୀଙ୍କୁ ନେଇ ବ୍ରହ୍ମପୁର ମହାନଗର ନିଗମ ବୈଠକରେ ଆଜି ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଗିରଫ  ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଲିଙ୍କ୍ ସନ୍ଦେହରେ ପୋଲିସ୍ ମୂରଲୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଆଜିର ବୈଠକରେ ବ୍ରହ୍ମପୁର ସହରର ପାଣି ସମସ୍ୟା ଓ ବଜେଟ୍ ଉପରେ ଆଲୋଚନା ହେବାକୁ ଥିବାରୁ ମୂରଲୀଙ୍କୁ ଡକାଯିବାକୁ କଂଗ୍ରେସ କର୍ମୀମାନେ ଦାବି କରିଥିଲେ। ଏହାକୁ ନେଇ ବିଜେଡି ଓ କଂଗ୍ରେସ କର୍ପୋରେଟରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। […]

b

b

Rakesh Mallick
  • Published: Monday, 14 March 2016
  • Updated: 14 March 2016, 09:37 AM IST

Sports

Latest News

ବ୍ରହ୍ମପୁର: ଆର. ମୂରଲୀଙ୍କୁ ନେଇ ବ୍ରହ୍ମପୁର ମହାନଗର ନିଗମ ବୈଠକରେ ଆଜି ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଗିରଫ  ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଲିଙ୍କ୍ ସନ୍ଦେହରେ ପୋଲିସ୍ ମୂରଲୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଆଜିର ବୈଠକରେ ବ୍ରହ୍ମପୁର ସହରର ପାଣି ସମସ୍ୟା ଓ ବଜେଟ୍ ଉପରେ ଆଲୋଚନା ହେବାକୁ ଥିବାରୁ ମୂରଲୀଙ୍କୁ ଡକାଯିବାକୁ କଂଗ୍ରେସ କର୍ମୀମାନେ ଦାବି କରିଥିଲେ। ଏହାକୁ ନେଇ ବିଜେଡି ଓ କଂଗ୍ରେସ କର୍ପୋରେଟରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ବୈଠକ ଆରମ୍ଭରେ କଂଗ୍ରେସ କର୍ପୋରେଟରମାନେ ଦାବି କରିଥିଲେ ମୂରଲୀଙ୍କୁ ପ୍ରଥମେ ବୈଠକକୁ ଡକାଯାଉ, ତା’ ପରେ ପୋଲିସ୍ ତାଙ୍କୁ ନେଇଯାଉ। ଏ ନେଇ ସେମାନେ ମେୟର ଓ କମିଶନଙ୍କୁ ମଧ୍ୟ ଜଣାଇଥିବା କହିଥିଲେ। ହେଲେ ବିଜେଡ଼ି କର୍ପୋରେଟରମାନେ ଏହାକୁ ବିରୋଧ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ କଂଗ୍ରେସ କର୍ପୋରେଟରମାନେ ବୈଠକ ବର୍ଜନ କରି ଚାଲିଯାଇଥିଲେ। ଏହି ଘଟଣାକୁ ନେଇ କଂଗ୍ରେସ କର୍ପୋରେଟରମାନେ ଏସପି ଓ ଦକ୍ଷିଣାଞ୍ଚଳ ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story