୧.୩୯ ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ମନ୍ତ୍ରିପରିଷଦର ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧.୩୯ ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିପରିଷଦ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବଜେଟରେ କୃଷି, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପରିମଳ, ସହରାଞ୍ଚଳରେ ଗୃହ ନିର୍ମାଣ, ଫୋନି ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ତେବେ ଚିଠା ବଜେଟ୍ ସମ୍ପର୍କରେ […]

67771

67771

Manoranjan Sial
  • Published: Thursday, 20 June 2019
  • Updated: 20 June 2019, 09:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧.୩୯ ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିପରିଷଦ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବଜେଟରେ କୃଷି, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପରିମଳ, ସହରାଞ୍ଚଳରେ ଗୃହ ନିର୍ମାଣ, ଫୋନି ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ତେବେ ଚିଠା ବଜେଟ୍ ସମ୍ପର୍କରେ ଆନୁଷ୍ଠାନିକ ଭାବେ କେହି କିଛି କହିବାକୁ ମନା କରିଦେଇଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ‘ମୁହଁ ବନ୍ଦ, ହୃଦୟ ଖୋଲା’ ବୋଲି କହି ସାମ୍ବାଦିକମାନଙ୍କ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଞ୍ଜୁର ହୋଇଥିବା ଚିଠା ବଜେଟରେ ପ୍ରଶାସନିକ କ୍ଷେତ୍ର ନିମନ୍ତେ ୫୭,୪୦୦ କୋଟି ଟଙ୍କା, ଯୋଜନା ଓ କାର୍ଯ୍ୟକ୍ରମ ବାବଦରେ ୭୦,୫୦୦ କୋଟି ଟଙ୍କା, ବିପର୍ଯ୍ୟୟ ଓ ପ୍ରଶମନ ପରିଚାଳନା କ୍ଷେତ୍ର ପାଇଁ ୪୬୦୦ କୋଟି ଟଙ୍କା, ଋଣ ଓ ସୁଧ ପରିଶୋଧ ବାବଦରେ ୬୫୦୦ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି।

ବଜେଟରେ ପାନୀୟ ଜଳ ଓ ପରିଛନ୍ନତା ବାବଦରେ ସର୍ବାଧିକ ୬୬୫୦ କୋଟି ଟଙ୍କା ବ୍ୟୟମଞ୍ଜୁର ହୋଇଥିବା ବେଳେ ‘କାଳିଆ’ ଯୋଜନା ପାଇଁ ୫୨୦୦ କୋଟି ଟଙ୍କା, କର୍ମଚାରୀଙ୍କ ଦରମା ବାବଦରେ ୨୫,୫୦୦ କୋଟି, ପେନସନ ବାବଦରେ ୧୩,୩୦୦ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ କୃଷି ବଜେଟର ପରିମାଣ ୨୩.୫ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ୨୦୧୮-୧୯ରେ ବିପର୍ଯ୍ୟୟ ଓ ପ୍ରଶମନ ପରିଚାଳନା ବାବଦରେ ୧୮୨୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଚଳିତବର୍ଷ ଏହା ୪୬୧୦କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସେହିପରି ଅନ୍ୟାନ୍ୟ ଯୋଜନା ଯଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୮୬୫ କୋଟି ଟଙ୍କା, ମଧୁବାବୁ ପେନସନ ଯୋଜନାରେ ୨୧୫୦ କୋଟି, ଆମ ଗାଁ ଆମ ବିକାଶ ଓ ପିଠା ଯୋଜନାରେ ୪୫୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ସୂଚନାଯୋଗ୍ୟ, ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ବଜେଟ୍ ପରିମାଣ ୧ଲକ୍ଷ ୨୦ହଜାର ୧୨୫କୋଟି ଟଙ୍କା ଥିବାବେଳେ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଗତ କରିଥିବା ୨୦୧୯-୨୦ ଆଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍‌ ଭାବେ ୫୬ ହଜାର ୯୨୧ କୋଟି ଟଙ୍କା ବ୍ୟବରାଦ କରିଥିଲେ। ସେତେବେଳେ ମୋଟ୍‌ ବଜେଟ୍ ପରିମାଣ ୧ଲକ୍ଷ ୩୨ହଜାର ୬୬୦କୋଟି ଟଙ୍କା ଥିଲା। କିନ୍ତୁ ଆଜି ମନ୍ତ୍ରିପରିଷଦର ମଞ୍ଜୁରୀ ଲାଭ କରିଥିବା ଚିଠା ବଜେଟର ପରିମାଣ ୧.୩୯ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story