ଭାଲୁ ଆକ୍ରମଣରେ ସ୍ୱାମୀ-ସ୍ତ୍ରୀ ଗୁରୁତର

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜର ଖରିଆବାହାଲ ଗାଁରେ ଭାଲୁ ଆକ୍ରମଣରେ ସ୍ୱାମୀ,ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଦୁହିଁଙ୍କୁ ପ୍ରଥମେ ବଣାଇ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଉରକେଲାକୁ ପଠାଯାଇଛି । ଖରିଆବାହାଲ ଗାଁର ଜନ୍ ମୁଣ୍ଡ ଓ ସ୍ତ୍ରୀ ନିର୍ମଲ ନିଜ ଜମିକୁ ଯାଉଥିବାବେଳେ ୨ଟି ଭାଲୁ ଉଭୟଙ୍କୁ ଆକ୍ରମଣ କରିଥିଲେ । ଗୋଟିଏ ଭାଲୁ ଜନ୍‌ଙ୍କ ମୁଣ୍ଡକୁ  ଧରି ନେଇଥିବାବେଳେ ଆଉ ଗୋଟିଏ ଭାଲୁ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲା […]

beer-1

beer-1

Niharika Rout
  • Published: Friday, 29 November 2019
  • Updated: 29 November 2019, 09:47 AM IST

Sports

Latest News

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜର ଖରିଆବାହାଲ ଗାଁରେ ଭାଲୁ ଆକ୍ରମଣରେ ସ୍ୱାମୀ,ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଦୁହିଁଙ୍କୁ ପ୍ରଥମେ ବଣାଇ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଉରକେଲାକୁ ପଠାଯାଇଛି ।

ଖରିଆବାହାଲ ଗାଁର ଜନ୍ ମୁଣ୍ଡ ଓ ସ୍ତ୍ରୀ ନିର୍ମଲ ନିଜ ଜମିକୁ ଯାଉଥିବାବେଳେ ୨ଟି ଭାଲୁ ଉଭୟଙ୍କୁ ଆକ୍ରମଣ କରିଥିଲେ । ଗୋଟିଏ ଭାଲୁ ଜନ୍‌ଙ୍କ ମୁଣ୍ଡକୁ  ଧରି ନେଇଥିବାବେଳେ ଆଉ ଗୋଟିଏ ଭାଲୁ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲା । ତେବେ ଜନ୍‌ଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ତ୍ରୀ ନିର୍ମଲ ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story