ଜେଏସପିଏଲ୍ ଟାଉନଶିପରେ କୋଭିଡ୍ କେୟାର୍ ସେଣ୍ଟର ଉଦଘାଟିତ

ଅନୁଗୋଳ (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାଓ୍ୱାର ଲିମିଟେଡ (ଔଝଚଖ) ଟାଉନଶିପରେ ୨୭୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ହସ୍ପିଟାଲର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୋଳ ଜିଲ୍ଲାରେ କରୋନା ଦ୍ୱିତୀୟ ଲହରରେ ବ୍ୟାପକ ଭାବେ ସଂକ୍ରମଣ ବଢୁଥିବା ବେଳେ ଏହି ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ମିଳିପାରିବ। ସେଣ୍ଟରରେ ୨୭୦ ଟି ଶଯ୍ୟା ରହିଥିବା ବେଳେ ସମସ୍ତ ଶଯ୍ୟାରେ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି। ଏହା ସହ ୫ଟି ଭେଣ୍ଟିଲେଟର, […]

jspl

jspl

Ranjit Kumar Jena
  • Published: Tuesday, 01 June 2021
  • Updated: 01 June 2021, 05:13 PM IST

Sports

Latest News

ଅନୁଗୋଳ (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାଓ୍ୱାର ଲିମିଟେଡ (ଔଝଚଖ) ଟାଉନଶିପରେ ୨୭୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ହସ୍ପିଟାଲର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୋଳ ଜିଲ୍ଲାରେ କରୋନା ଦ୍ୱିତୀୟ ଲହରରେ ବ୍ୟାପକ ଭାବେ ସଂକ୍ରମଣ ବଢୁଥିବା ବେଳେ ଏହି ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ମିଳିପାରିବ।

ସେଣ୍ଟରରେ ୨୭୦ ଟି ଶଯ୍ୟା ରହିଥିବା ବେଳେ ସମସ୍ତ ଶଯ୍ୟାରେ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି। ଏହା ସହ ୫ଟି ଭେଣ୍ଟିଲେଟର, ୧୦ଟି NIV ଶଯ୍ୟାର ବ୍ୟବସ୍ଥା ହୋଇଛି। କୋଭିଡ କେୟାର ସେଣ୍ଟର ଲୋକାର୍ପଣ ସମାରୋହରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଜେଏସପିଏଲର ଚେୟାରମ୍ୟାନ୍ ନବୀନ ଜିନ୍ଦଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଅନୁଗୋଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ରହିବ ନାହିଁ। ମହାମାରୀ କୋଭିଡକୁ ସାମ୍ନା କରିବା ପାଇଁ କର୍ପୋରେଟ ଅନୁଷ୍ଠାନ ଗୁଡ଼ିକ ଉଦ୍ୟମ ଜାରି ରଖିଛନ୍ତି। ଏମସିଏଲ ଓ ନାଲକୋ ଦ୍ୱାରା ତାଳଚେର ଏବଂ ବଳରାମପ୍ରସାଦ ଠାରେ ୧୫୦ଟି ଲେଖାଁଏ ବେଡ୍ ସହ କୋଭିଡ୍ କେୟାର ହସ୍ପିଟାଲ ପ୍ରତିଷ୍ଠା ହୋଇଛି।

ଅନୁଗୋଳ ଜିଲ୍ଲା ପ୍ରଶାସନ ଦ୍ୱାରା କୋଭିଡ୍ ରୋଗୀଙ୍କ ଚିକିତ୍ସା କରିବା ପାଇଁ ହୋଇଥିବା ବ୍ୟବସ୍ଥା ସହ ଜେଏସପିଏଲ, ଏମସିଏଲ ଏବଂ ନାଲକୋ ଦ୍ୱାରା ୬୨୦ଟି ଅକ୍ସିଜେନ ସଂଯୁକ୍ତ କୋଭିଡ୍ ବେଡ ଏବଂ ଆନୁଷଙ୍ଗିକ ମେଡିକାଲ ବ୍ୟବସ୍ଥା ଅନୁଗୋଳ ଏବଂ ପଡ଼ୋଶୀ ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ରଖିବ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମକୁ ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦେବା ସହ ଟିକାକରଣର ଦାୟିତ୍ୱ ନେବାକୁ ପଡ଼ିବ। ଭାରତ ସରକାର ରାଜ୍ୟ ଗୁଡ଼ିକୁ ମାଗଣାରେ ୫୦% ଟିକା ଯୋଗାଇ ଦେଉଥିବା ବେଳେ ରାଜ୍ୟ ଦ୍ୱାରା ୨୫% ଏବଂ କର୍ପୋରେଟ୍ ଅନୁଷ୍ଠାନ ଦ୍ୱାରା ୨୫% ଟିକା ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story