ଧର୍ମାନୁଷ୍ଠାନରେ ପ୍ରବେଶ ପାଇଁ ଜରୁରୀ ନୁହେଁ କୋଭିଡ୍ ଟିକା ଦସ୍ତାବିଜ: ବିଏମସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ଟିକା ଓ ଦସ୍ତାବିଜ ବିନା ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଅନୁମତି ମିଳିବା ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଆଜି ଅନୁରୂପ ନିର୍ଦ୍ଦେଶନାମା ଜାରି ହୋଇ ରାଜଧାନୀର ବିଭିନ୍ନ ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଉପରେ ରହିଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି। ବିଏମସିର ଏହି ସଂଶୋଧିତ ଗାଇଡଲାଇନ ପରେ ମାର୍ଚ୍ଚ ୧ରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମହାଶିବରାତ୍ରି ପାଳନ ଆଡ଼ମ୍ବରପୂର୍ଣ୍ଣ ଢଙ୍ଗରେ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାସହିତ ରାଜଧାନୀର […]

temple

temple

Ordigital Desk
  • Published: Wednesday, 23 February 2022
  • Updated: 23 February 2022, 09:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ଟିକା ଓ ଦସ୍ତାବିଜ ବିନା ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଅନୁମତି ମିଳିବା ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଆଜି ଅନୁରୂପ ନିର୍ଦ୍ଦେଶନାମା ଜାରି ହୋଇ ରାଜଧାନୀର ବିଭିନ୍ନ ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଉପରେ ରହିଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି। ବିଏମସିର ଏହି ସଂଶୋଧିତ ଗାଇଡଲାଇନ ପରେ ମାର୍ଚ୍ଚ ୧ରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମହାଶିବରାତ୍ରି ପାଳନ ଆଡ଼ମ୍ବରପୂର୍ଣ୍ଣ ଢଙ୍ଗରେ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାସହିତ ରାଜଧାନୀର ବିଭିନ୍ନ ଶୈବ ପୀଠରେ ମଧ୍ୟ ଜାଗର ପର୍ବ ପାଳନ ହୋଇପାରିବ।

ଆଜି ବିଏମସି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ରାଜଧାନୀରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନରେ କେବଳ ଟିକାକରଣ ହୋଇଥିବା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଅନୁମତି ରହିଥିଲା। କିନ୍ତୁ ଆଜି ଏହାକୁ ସଂଶୋଧନ କରାଯାଇଛି। ରାଜଧାନୀର ଯେକୌଣସି ଧର୍ମାନୁଷ୍ଠାନରେ ପ୍ରବେଶ ଓ ପୂଜାର୍ଚ୍ଚନା ନିମନ୍ତେ ଶ୍ରଦ୍ଧାଳୁଙ୍କୁ ଆଉ କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ ଓା ପରିଚୟ ପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ। ସେହିପରି ପୂଜାରୀ ଓ ସେବାୟତମାନେ ମଧ୍ୟ ଦୁଇ ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ଜରୁରୀ ନୁହେଁ।

ଅବଶ୍ୟ ଧର୍ମାନୁଷ୍ଠାନଗୁଡ଼ିକ ପରିସରରେ କୋଭିଡ୍ ଗାଇଡଲାଇନ ଯଥା- ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ହାତ ଧୋଇବା ଭଳି ବ୍ୟବସ୍ଥାକୁ ପାଳନ କରିବା ଉପରେ ଗୁରୁତ୍ୱ ଦେବାକୁ ବିଏମସି ପରାମର୍ଶ ଦେଇଛି।

ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୨୧ତାରିଖରୁ ଶ୍ରୀମନ୍ଦିର ଭିତରେ ପ୍ରବେଶ ଓ ପୂଜାର୍ଚ୍ଚନା ନିମନ୍ତେ କୌଣସି ପ୍ରକାରର କୋଭିଡ୍ ଦସ୍ତାବିଜ ଦେଖାଇବାର ଆବଶ୍ୟକତା ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story