ଘରୋଇ ଲ୍ୟାବ୍‌ରେ ହେବ ଆଣ୍ଟିଜେନ୍‌ ଟେଷ୍ଟ, ଦାମ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଘରୋଇ ଲ୍ୟାବ୍‌ରେ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇପାରିବ। ଏଥିପାଇଁ ୪୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ICMR ପ୍ରୋଟୋକଲ୍‌ ମାନି ଟେଷ୍ଟ କରିବାକୁ ଘରୋଇ ଲ୍ୟାବ୍‌କୁ ଅନୁମତି ଦିଆଯାଇଛି। ଏହି ଟେଷ୍ଟ ଦ୍ୱାରା ଲୋକମାନେ କରୋନାରେ ସଂକ୍ରମିତ ହୋଇଛନ୍ତି କି ନାହିଁ ଜାଣିପାରିବେ। ମହାମାରୀ ‘କରୋନା’ ଦିନକୁ ଦିନ ଘାତକ ହେବାରେ ଲାଗିଛି। ପ୍ରତିଦିନ ଜଣେ ପରେ ଜଣଙ୍କ ମୁଣ୍ଡ ନେଉଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି। ସେଠି ଦୃତ […]

corona-kit

corona-kit

Manoranjan Sial
  • Published: Wednesday, 15 July 2020
  • Updated: 15 July 2020, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଘରୋଇ ଲ୍ୟାବ୍‌ରେ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇପାରିବ। ଏଥିପାଇଁ ୪୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ICMR ପ୍ରୋଟୋକଲ୍‌ ମାନି ଟେଷ୍ଟ କରିବାକୁ ଘରୋଇ ଲ୍ୟାବ୍‌କୁ ଅନୁମତି ଦିଆଯାଇଛି। ଏହି ଟେଷ୍ଟ ଦ୍ୱାରା ଲୋକମାନେ କରୋନାରେ ସଂକ୍ରମିତ ହୋଇଛନ୍ତି କି ନାହିଁ ଜାଣିପାରିବେ।

ମହାମାରୀ ‘କରୋନା’ ଦିନକୁ ଦିନ ଘାତକ ହେବାରେ ଲାଗିଛି। ପ୍ରତିଦିନ ଜଣେ ପରେ ଜଣଙ୍କ ମୁଣ୍ଡ ନେଉଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି। ସେଠି ଦୃତ ଗତିରେ ‘କରୋନା’ ମାଡ଼ି ଚାଲିଛି। ପ୍ରତିଦିନ ୧୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ଗଞ୍ଜାମ ଜିଲ୍ଲାରେ ‘କରୋନା’ ମୁକାବିଲା ପାଇଁ ଆଉ ୫ଜଣ ଓଏଏସ୍ ଅଧିକାରୀ ଓ ୩୨ଜଣ ଓଡ଼ିଶା ରାଜସ୍ୱ ସେବାର ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ୨୦ ତାରିଖ ସୁଦ୍ଧା ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଜିଲ୍ଲା ପ୍ରଶାସନ ବ୍ରହ୍ମପୁର ଜିଲ୍ଲା ସୀମାକୁ ସିଲ୍‌ କରିଥିବା ବେଳେ ୭ ଏନ୍‌ଏସିକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି।

ଆଜି ସୁଦ୍ଧା ରାଜ୍ୟରେ ୧୪୮୯୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୭୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୪୭୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୨୪ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story