ବିଡ଼ିଓଙ୍କୁ ଗୋବର ମାଡ଼

ପିପିଲି(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସରକାରୀ କ୍ୱାର୍ଟର୍ସ ଉପରକୁ ବିଜେପି କର୍ମୀମାନେ ଗୋବର ଫିଙ୍ଗିଥିଲେ। ଏହି ବିବାଦ ଥମି ନଥିବା ବେଳେ ଆଜି ପୁଣି ହୋଇଛି ଗୋବର ମାଡ଼। ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା କାକଟପୁରରୁ। ଆଜି କାକଟପୁର ବିଡ଼ିଓ ଲୋକଙ୍କ ଅଭିଯୋଗ ଶୁଣୁଥିବା ବେଳେ ଜଣେ ଯୁବକ ଗୋବର ମାଡ଼ କରି ଫେରାର ହୋଇଯାଇ ଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। […]

cowdonk attack to bdo

cowdonk attack to bdo

Rakesh Mallick
  • Published: Tuesday, 13 February 2018
  • Updated: 13 February 2018, 05:20 PM IST

ପିପିଲି(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସରକାରୀ କ୍ୱାର୍ଟର୍ସ ଉପରକୁ ବିଜେପି କର୍ମୀମାନେ ଗୋବର ଫିଙ୍ଗିଥିଲେ। ଏହି ବିବାଦ ଥମି ନଥିବା ବେଳେ ଆଜି ପୁଣି ହୋଇଛି ଗୋବର ମାଡ଼। ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା କାକଟପୁରରୁ। ଆଜି କାକଟପୁର ବିଡ଼ିଓ ଲୋକଙ୍କ ଅଭିଯୋଗ ଶୁଣୁଥିବା ବେଳେ ଜଣେ ଯୁବକ ଗୋବର ମାଡ଼ କରି ଫେରାର ହୋଇଯାଇ ଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି କାକଟପୁର ବିଡିଓ ଜଳେଶ୍ୱରପଡ଼ା ଓ କାଦୁଆ ପଞ୍ଚାୟତରୁ ଆସିଥିବା ହିତାଧିକାରୀଙ୍କଠାରୁ ଇନ୍ଦିରାଆବାସ କାର୍ଯ୍ୟାଦେଶ ନେଇ ଆଲୋଚନା କରୁଥିଲେ। ଏହି ସମୟରେ ଜଣେ ଯୁବକ ହଠାତ ଆସି ବିଡିଓଙ୍କ ଉପରକୁ ଗୋବର ମାଡ଼ କରିଥିଲେ। ଫଳରେ ବିଡିଓଙ୍କ ସିର୍ଟ ଓ ପ୍ୟାଣ୍ଟରେ ଗୋବର ପଡ଼ିଥିଲା। ବିଡିଓଙ୍କ ଏତଲା କ୍ରମେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଗିରଫ କରିବାରେ ବିଫଳ ହୋଇଛି। ତେବେ ଗୋବର ମାଡ଼ କରିଥିବା ଯୁବକଙ୍କ ପରିଚୟ ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story