ରାଜ୍ୟ ବଜେଟ୍ ନୈରାଶ୍ୟଜନକ ଓ ପ୍ରଚାରଧର୍ମୀ: ସିପିଆଇ(ଏମ୍)

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଥିବା ଓଡ଼ିଶା ସରକାରଙ୍କ ବଜେଟ୍କୁ ତୀବ୍ର ସମାଲୋଚନା କରିଛି ସିପିଆଇ(ଏମ) ଦଳ। ଏହା ଓଡ଼ିଶାବାସୀଙ୍କ ପାଇଁ ନୈରାଶ୍ୟଜନକ ଏବଂ ପ୍ରତିବର୍ଷ ପରି ଚଳିତ ବର୍ଷର ବଜେଟ୍ ମଧ୍ୟ ପ୍ରଚାରଧର୍ମୀ ବୋଲି ବର୍ଣ୍ଣନା କରି ଦଳ ଏକ ପ୍ରେସ ବିବୃତି ଜାରି କରିଛି। ଚାଷ ଓ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯଦି ସରକାରଙ୍କ ଇଚ୍ଛାଶକ୍ତି ଥାଆନ୍ତା ତାହେଲେ ଧାନର ଅଭାବୀ ବିକ୍ରି […]

cpi final

cpi final

Manoranjan Sial
  • Published: Friday, 28 June 2019
  • Updated: 28 June 2019, 09:28 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଥିବା ଓଡ଼ିଶା ସରକାରଙ୍କ ବଜେଟ୍କୁ ତୀବ୍ର ସମାଲୋଚନା କରିଛି ସିପିଆଇ(ଏମ) ଦଳ। ଏହା ଓଡ଼ିଶାବାସୀଙ୍କ ପାଇଁ ନୈରାଶ୍ୟଜନକ ଏବଂ ପ୍ରତିବର୍ଷ ପରି ଚଳିତ ବର୍ଷର ବଜେଟ୍ ମଧ୍ୟ ପ୍ରଚାରଧର୍ମୀ ବୋଲି ବର୍ଣ୍ଣନା କରି ଦଳ ଏକ ପ୍ରେସ ବିବୃତି ଜାରି କରିଛି। ଚାଷ ଓ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯଦି ସରକାରଙ୍କ ଇଚ୍ଛାଶକ୍ତି ଥାଆନ୍ତା ତାହେଲେ ଧାନର ଅଭାବୀ ବିକ୍ରି ରୋକିବା ନିମନ୍ତେ ଚାଷୀ ପାଇଁ ବୋନସର ବ୍ୟବସ୍ଥା କରିବା ଏବଂ ସ୍ୱାମୀନାଥନ୍ କମିଶନ ରିପୋର୍ଟକୁ ରାଜ୍ୟରେ କାର୍ଯ୍ୟକାରୀ କରିବାରେ ବଜେଟରେ ବ୍ୟବସ୍ଥା କରାଯାଇଥାନ୍ତା ବୋଲି ଦଳର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏହି ବିବୃତିରେ କହିଛନ୍ତି।

ବିବୃତିରେ କୁହାଯାଇଛି, "ରାଜ୍ୟରେ ବେକାରୀ ସମସ୍ୟା ଅତ୍ୟନ୍ତ ଗମ୍ଭୀର। ରାଜ୍ୟରେ ସ୍ଥାୟୀ ନିଯୁକ୍ତି ପାଇଁ ଠୋସ୍ ପଦକ୍ଷେପ ପାଇଁ ଆର୍ଥିକ ବ୍ୟବସ୍ଥାରେ କୌଣସି ପ୍ରତିଶ୍ରୁତି ମଧ୍ୟ ନାହିଁ। ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ୍ ମଧ୍ୟରୁ ରାଜ୍ୟର ନିଜସ୍ୱ ଆୟ ମାତ୍ର ୪୫ ହଜାର କୋଟି ଟଙ୍କା। ବଳକା ଟଙ୍କା କେନ୍ଦ୍ରୀୟ ଟିକସରୁ ପ୍ରାପ୍ତ ଭାଗ ଏବଂ ଋଣ। ରାଜ୍ୟର ଋଣଭାର ଚଳିତ ବର୍ଷ ଧାରାବାହିକ ଭାବେ ବୃଦ୍ଧି ପାଇ ଏବେ ୧ଲକ୍ଷ ୩ କୋଟିରୁ ଉର୍ଦ୍ଧ୍ୱ ହେଲାଣି। ଶାହା କମିଶନ ରିପୋର୍ଟ ଭିତ୍ତିରେ ରାଜ୍ୟର ଖଣି ମାଲିକମାନଙ୍କ ପାଖରୁ ବକେୟା ଦେୟ କେତେ ଆଦାୟ ହୋଇପାରିବ ତା’ର ହିସାବ ମଧ୍ୟ ବଜେଟରେ ନାହିଁ। ଖଣି ଚୋରମାନଙ୍କୁ ରିହାତି ଦେବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉଭୟେ କସରତରେ ଲିପ୍ତ।"

ତେଣୁ ସାମଗ୍ରିକ ଭାବେ ଏହି ବଜେଟ୍ ନୈରାଶ୍ୟଜନକ ଏବଂ ଏଥିରେ ରାଜ୍ୟବାସୀଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ ହୋଇନାହିଁ ବୋଲି ସିପିଏମ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story