ପ୍ରଭୁ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ନିକଟରେ ଫାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ବଡ଼ ଫାଟ ସୃଷ୍ଟି ହୋଇଛି। ମନ୍ଦିରର ମୁଖ୍ୟ ଫାଟକ  ସିଂହଦ୍ୱାର ନିକଟରେ ବଡ଼ ଫାଟ ଦେଖିବାକୁ ମିଳିଛି। ପୂର୍ବରୁ ଏହା ଛୋଟ ଆକାରରେ ଥିଲା। ଦ୍ୱାରବନ୍ଧ ପାଖରେ ଦେଖା ଯାଇଥିବା ଫାଟ ଧିରେ ଧିରେ ବଡ଼ ହେବାରେ ଲାଗିଛି। ହେଲେ ମରାମତିର ଅଭାବରୁ ଏହି ଫାଟ ବଡ଼ ହୋଇ ଚାଲିଥିବା ଅନୁମାନ କରାଯାଉଛି। ଲିଙ୍ଗରାଜ ମନ୍ଦିରରେ ଏହି ଫାଟ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ମନ୍ଦିରରେ ସୁରକ୍ଷା ଓ […]

BBSR

BBSR

Tapaswini Nayak
  • Published: Monday, 14 November 2022
  • Updated: 14 November 2022, 12:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ବଡ଼ ଫାଟ ସୃଷ୍ଟି ହୋଇଛି। ମନ୍ଦିରର ମୁଖ୍ୟ ଫାଟକ  ସିଂହଦ୍ୱାର ନିକଟରେ ବଡ଼ ଫାଟ ଦେଖିବାକୁ ମିଳିଛି। ପୂର୍ବରୁ ଏହା ଛୋଟ ଆକାରରେ ଥିଲା। ଦ୍ୱାରବନ୍ଧ ପାଖରେ ଦେଖା ଯାଇଥିବା ଫାଟ ଧିରେ ଧିରେ ବଡ଼ ହେବାରେ ଲାଗିଛି। ହେଲେ ମରାମତିର ଅଭାବରୁ ଏହି ଫାଟ ବଡ଼ ହୋଇ ଚାଲିଥିବା ଅନୁମାନ କରାଯାଉଛି। ଲିଙ୍ଗରାଜ ମନ୍ଦିରରେ ଏହି ଫାଟ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ମନ୍ଦିରରେ ସୁରକ୍ଷା ଓ ମରାମତି ନେଇ ଅନେକ ଆଶଙ୍କା ଦେଖା ଦେଇଛି।

ଅନ୍ୟପକ୍ଷରେ ସିଂହଦ୍ୱାର ମୁଖ୍ୟ କବାଟ ପରିବର୍ତ୍ତନ କରିବା ପାଇଁ ଏଏସ୍ଆଇ ପକ୍ଷରୁ କାମ ଆରମ୍ଭ ହୋଇଛି। ଚଳିତ ମାସ ୯ ତାରିଖରୁ ୧୫ ତାରିଖ ଯାଏ ଏହି କାମ ହେବ। ତେଣୁ ସିଂହଦ୍ୱାର ଦେଇ ଯାଆସ କରିବାକୁ ବାରଣ କରାଯାଇଥିବା ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଉଛି।

ଏଏସ୍‌ଆଇ ମେମ୍ବର ଶରତ ମହାନ୍ତି କହିଛନ୍ତି, ଲିଙ୍ଗରାଜଙ୍କର ମୁଖ୍ୟ କବାଟ ଫନି ବାତ୍ୟା ସମୟରେ ଭାଙ୍ଗି ନଷ୍ଟ ହୋଇଯାଇଥିଲା। ସେହି କବାଟ ଖୋଲାଯାଇ ଡେମୋ କବାଟ ଲାଗିଛି। ସେହି କବାଟ ମରାମତି  ହୋଇ ଅଫିସରେ ରହିଛି। କାଲି କି ପରଦିନ ଏହି କାବାଟ ଲାଗିଯିବ। ଯେଉଁ ଫାଟ ସୃଷ୍ଟି ହୋଇଛି ତାର ମରାମତି କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story