ଆଇଆଇସି ଓ ତହସିଲଦାରଙ୍କୁ ଏସ୍‌ଟିଏଫ୍‌ର ଘନଘନ ଜେରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚୋରା ପଥର ଖଣି ମାମଲାରେ ଖୋର୍ଦ୍ଧା ଥାନା ଆଇଆଇସି ବିକ୍ରମକେଶରୀ ଜେନା ଓ ତହସିଲଦାର ଶୁଭେନ୍ଦ୍ର ସାମଲଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ବା ଏସ୍‌ଟିଏଫ୍‌ ଆଜି ଜୋରଦାର ଜେରା କରିଛି। କ୍ରାଇମବ୍ରାଞ୍ଚର ନୋଟିସ ମୁତାବକ ଦୁଇ ଅଧିକାରୀ ଆଜି ହାଜର ହୋଇଥିଲେ। ୨୦୦୦ କୋଟି ଟଙ୍କାର ବେଆଇନ ପଥର ଖଣି କାରବାର ପଛରେ ଏମାନଙ୍କର କଣ ଲିଙ୍କ ବା ଭୂମିକା ରହିଛି, ତାହାର ଖୋଳତାଡ଼ ଚାଲିଛି। ଚୋରା ପଥର ଖଣି ବ୍ୟବସାୟୀଙ୍କ […]

khurda111

khurda111

Manoranjan Sial
  • Published: Saturday, 17 August 2019
  • Updated: 17 August 2019, 07:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚୋରା ପଥର ଖଣି ମାମଲାରେ ଖୋର୍ଦ୍ଧା ଥାନା ଆଇଆଇସି ବିକ୍ରମକେଶରୀ ଜେନା ଓ ତହସିଲଦାର ଶୁଭେନ୍ଦ୍ର ସାମଲଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ବା ଏସ୍‌ଟିଏଫ୍‌ ଆଜି ଜୋରଦାର ଜେରା କରିଛି। କ୍ରାଇମବ୍ରାଞ୍ଚର ନୋଟିସ ମୁତାବକ ଦୁଇ ଅଧିକାରୀ ଆଜି ହାଜର ହୋଇଥିଲେ। ୨୦୦୦ କୋଟି ଟଙ୍କାର ବେଆଇନ ପଥର ଖଣି କାରବାର ପଛରେ ଏମାନଙ୍କର କଣ ଲିଙ୍କ ବା ଭୂମିକା ରହିଛି, ତାହାର ଖୋଳତାଡ଼ ଚାଲିଛି।

ଚୋରା ପଥର ଖଣି ବ୍ୟବସାୟୀଙ୍କ ସହ ଏ ଦୁଇ ଅଧିକାରୀଙ୍କ ସମ୍ପର୍କ କଣ ଓ ସେମାନେ ଖଣି ବ୍ୟବସାୟୀଙ୍କୁ ଅନୁକମ୍ପା ଦେଖାଇଥିଲେ କି ? ଚୋରା ଖଣି ବେପାରୀଙ୍କ ବିରୋଧରେ ପୁଲିସ ଓ ତହସିଲଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ କି? ଏମିତି ଅନେକ କିଛି ପ୍ରଶ୍ନ ନେଇ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଖୋର୍ଦ୍ଧା ସଦର ଥାନା ଆଇଆଇସି ଓ ତହସିଲଦାରଙ୍କୁ ପଚରାଉଚରା କରିଛି। ସିଆରପିସିର ଧାରା ୧୬୦ ବଳରେ ଉଭୟଙ୍କୁ ହାଜର ହେବାକୁ ନୋଟିସ କରିଥିଲା ଏସ୍‌ଟିଏଫ୍‌।

ଅନ୍ୟପଟେ କ୍ରାଇମବ୍ରାଞ୍ଚ କହିଛି, ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ଥିବା ଜମିରେ ଚାଲୁଥିଲା ବେଇଆନ ଖଣି କାରବାର। ୨ହଜାର କୋଟି ଟଙ୍କାର ପଥର ଖଣି ଚୋରା ବେପାର ପଛରେ ଏହି ଦୁଇ ଅଧିକାରୀଙ୍କର ଭୂମିକା ଥିବା ସନ୍ଦେହ କରାଯାଉଥିବାରୁ ସେମାନଙ୍କୁ ଜେରା କରାଯାଉଛି ବୋଲି ଏସଟିଏଫ୍‌ ଏସ୍‌ପି ରାହୁଲ ପି.ଆର. କହିଛନ୍ତି।

ଚୋରା ଖଣି କାରବାର ପଛରେ ପଲିଟିକାଲ ଲିଙ୍କ ଥିବାର ଗନ୍ଧ ବାରିଛି କ୍ରାଇମବ୍ରାଞ୍ଚ। ଏହାଛଡ଼ା ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଶ୍ରୀଜଗନ୍ନାଥଙ୍କ ଜମିରେ କେମିତି ବେଆଇନ ପଥର ଖଣି ଚାଲୁଥିଲା, ତାକୁ ନେଇ ମଧ୍ୟ ସନ୍ଦେହ ଘନୀଭୂତ ହୋଇଛି। ଏହାପଛରେ ଆଉ କିଛି ବଡ଼ ଅଫିସର ବାବୁଙ୍କ ହାତ ରହିଛି କି, ତା'ର ଖୋଳତାଡ଼ ଏସଟିଏଫ୍‌ କରିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story