ଚୋରା ପଥର ଖଣି: ଆଇଆଇସି ଓ ତହସିଲଦାରଙ୍କୁ ଏସ୍‌ଟିଏଫ୍‌ର ନୋଟିସ!

ଖୋର୍ଦ୍ଧା(ବଳରାମ ଲେଙ୍କା): ଚୋରା ପଥର ଖଣି କାରବାର ପଛରେ ପୁଲିସ ଓ ସରକାରୀ ବାବୁଙ୍କ ଲିଙ୍କ୍‌ ଖୋଜୁଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ସଦରଥାନା ଆଇଆଇସି ବିକ୍ରମକେଶରୀ ଜେନା ଓ ତହସିଲଦାର ଶୁଭେନ୍ଦ୍ର ସାମଲଙ୍କୁ ଏସଟିଏଫ୍‌ ନୋଟିସ କରିଥିବା ନେଇ କଳ୍ପନା ଜଳ୍ପନା ହେଉଛି। ଶନିବାର ଉଭୟେ ଏସ୍‌ଟିଏଫ୍‌ରେ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ୨ହଜାର କୋଟିର ପଥର ଖଣି ଚୋରା କାରବାରକୁ ନେଇ ଏମାନଙ୍କଠାରୁ କେଉଁ […]

khurda111

khurda111

Manoranjan Sial
  • Published: Friday, 16 August 2019
  • Updated: 16 August 2019, 07:20 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ଚୋରା ପଥର ଖଣି କାରବାର ପଛରେ ପୁଲିସ ଓ ସରକାରୀ ବାବୁଙ୍କ ଲିଙ୍କ୍‌ ଖୋଜୁଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ସଦରଥାନା ଆଇଆଇସି ବିକ୍ରମକେଶରୀ ଜେନା ଓ ତହସିଲଦାର ଶୁଭେନ୍ଦ୍ର ସାମଲଙ୍କୁ ଏସଟିଏଫ୍‌ ନୋଟିସ କରିଥିବା ନେଇ କଳ୍ପନା ଜଳ୍ପନା ହେଉଛି। ଶନିବାର ଉଭୟେ ଏସ୍‌ଟିଏଫ୍‌ରେ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ୨ହଜାର କୋଟିର ପଥର ଖଣି ଚୋରା କାରବାରକୁ ନେଇ ଏମାନଙ୍କଠାରୁ କେଉଁ ରହସ୍ୟର ପର୍ଦ୍ଦାଫାସ କରିବ ଏସଟିଏଫ୍? ଉଭୟେ ନିଜ ନିଜ ପଦବୀର ଅପବ୍ୟବହାର କରି ଚୋରା ବ୍ୟବସାୟୀଙ୍କୁ ଅନୁକମ୍ଫା ଦେଖାଇଛନ୍ତି କି ? ଚୋରା ପଥର ଖଣି କାରବାର ପଛରେ ଉଭୟଙ୍କର କିଛି ଭୂମିକା ରହିଛି କି? ଚୋରା ପଥର ଖଣି କାରବାରକୁ ରୋକିବା ଲାଗି ସରକାର କେତେ ଥର ଓ କି ପ୍ରକାର ପଦକ୍ଷେପ ନେଇଛନ୍ତି? କେତେ ଜଣ ଚୋରା ପଥରଖଣି ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି? ଏସବୁ ତଥ୍ୟ ଆଦାୟ କରିପାରେ ଏସଟିଏଫ୍‌। ନୋଟିସକୁ ନେଇ ଉଭୟେ ସରକାରୀ ବାବୁ ଅଡୁଆରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ପୁଲିସ ପଦକ ତାଲିକାରୁ ସଦର ଥାନା ଆଇଆଇସି ବିକ୍ରମ କେଶରୀ ଜେନାଙ୍କ ନାଁ ବାଦ ପଡ଼ିଥିବାରୁ ସନ୍ଦେହ ଆହୁରି ବଢୁଛି।

ସେପଟେ ଚୋରା ପଥର ଖଣି ମାମଲାରେ ଗିରଫଦାରୀକୁ ଏଡ଼ାଇବା ପାଇଁ ୬ ଜଣ ଖଣି ବ୍ୟବସାୟୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ଯାଇ ପୁଲିସ ସେମାନଙ୍କୁ ଗିରଫ କରିବାକୁ ଖୋଜୁଛି। ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି ବୋଲି କୁହାଯାଉଛି। କାଳେ ସେମାନେ ଦେଶ ବାହାରକୁ ଚାଲିଯିବେ, ସେଥିପ୍ରତି ମଧ୍ୟ ନଜର ରଖାଯାଇଛି। ଦରକାର ପଡ଼ିଲେ ଖଣି ବ୍ୟବସାୟୀଙ୍କ ବିରୋଧରେ ଲୁକ-ଆଉଟ ସର୍କୁଲାର ଜାରି ହୋଇପାରେ ବୋଲି ଏସଟିଏଫ୍ ପକ୍ଷରୁ କୁହାଯାଇଛି। ଫେରାର ୬ ଜଣଙ୍କ ମଧ୍ୟରେ ଜଣେ ଲେଡି ଡନ୍ ମଧ୍ୟ ଅଛନ୍ତି। ତେବେ କିଛି ଖଣି ବ୍ୟବସାୟୀଙ୍କ ଗଭୀର ପଲିଟିକାଲ ଲିଙ୍କ ଥିବା ନେଇ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story