ଉଦ୍ଧାର କୁମ୍ଭୀରକୁ ବାଲିମେଳା ଜଳଭଣ୍ଡାରରେ ଛାଡିଲା ବନବିଭାଗ

<p>ମାଲକାନଗିରି: ମାଲକାନଗିରି ନିକଟ ମୁନ୍ସା ଗାଁରୁ ବୁଧବାର ଧରାପଡ଼ିଥିବା କୁମ୍ଭୀରକୁ ବନ ବିଭାଗ ବାଲିମେଳା ଜଳଭଣ୍ଡାରରେ ଛାଡିଛି। ପ୍ରାଣୀଚିକିତ୍ସା ବିଭାଗର ଏକ ଡାକ୍ତରୀ ଦଳ ତାର ଚିକିତ୍ସା କରିବା ପରେ ରିଜର୍ଭର ପାଖାପାଖି ଓ ଆଦୌ ଜନବସତି ନ ଥିବା ଅଞ୍ଚଳରେ କୁମ୍ଭୀରଟିକୁ ଛଡ଼ାଯାଇଛି। ତେବେ ସତୀଗୁଡ଼ା ଡ୍ୟାମ୍&zwnj;ରେ କୁମ୍ଭୀର ଅଣ୍ଡା କିମ୍ବା ଅଧିକା କୁମ୍ଭୀର ଥିବା ଅନୁମାନ କରି ଲୋକ ଆତଙ୍କିତ ହୋଇ ପଡିଛନ୍ତି।</p> <p>ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ମୁନ୍ସା ଗାଁର ଦଶରଥ ମାଡ଼କାମୀ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ କୁମ୍ଭୀରଟି ପଶି ଆସିଥିଲା ପରେ ଗାଁ ଲୋକେ ଏହାକୁ ଉଦ୍ଧାର କରିବା ସହ ବନ ବିଭାଗକୁ ଖବର ଦେଇଥିଲେ।</p>

Ordigital Desk
  • Published: Thursday, 02 November 2017
  • Updated: 02 November 2017, 10:32 PM IST

Sports

Latest News

<p>ମାଲକାନଗିରି: ମାଲକାନଗିରି ନିକଟ ମୁନ୍ସା ଗାଁରୁ ବୁଧବାର ଧରାପଡ଼ିଥିବା କୁମ୍ଭୀରକୁ ବନ ବିଭାଗ ବାଲିମେଳା ଜଳଭଣ୍ଡାରରେ ଛାଡିଛି। ପ୍ରାଣୀଚିକିତ୍ସା ବିଭାଗର ଏକ ଡାକ୍ତରୀ ଦଳ ତାର ଚିକିତ୍ସା କରିବା ପରେ ରିଜର୍ଭର ପାଖାପାଖି ଓ ଆଦୌ ଜନବସତି ନ ଥିବା ଅଞ୍ଚଳରେ କୁମ୍ଭୀରଟିକୁ ଛଡ଼ାଯାଇଛି। ତେବେ ସତୀଗୁଡ଼ା ଡ୍ୟାମ୍&zwnj;ରେ କୁମ୍ଭୀର ଅଣ୍ଡା କିମ୍ବା ଅଧିକା କୁମ୍ଭୀର ଥିବା ଅନୁମାନ କରି ଲୋକ ଆତଙ୍କିତ ହୋଇ ପଡିଛନ୍ତି।</p><p>ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ମୁନ୍ସା ଗାଁର ଦଶରଥ ମାଡ଼କାମୀ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ କୁମ୍ଭୀରଟି ପଶି ଆସିଥିଲା ପରେ ଗାଁ ଲୋକେ ଏହାକୁ ଉଦ୍ଧାର କରିବା ସହ ବନ ବିଭାଗକୁ ଖବର ଦେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos