ଫସଲ ନଷ୍ଟ କରିଦେଉଛନ୍ତି ହାତୀ ପଲ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି କଦମ୍ବଗଡ଼ି ଗାଁରେ ହାତୀ ଉପଦ୍ରବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗାଁରେ ଭାସ୍କର ଚନ୍ଦ୍ର ରାଉତଙ୍କ ଖଳାରେ ହାତୀପଲ ପଶି ଧାନ ଫସଲ ଖାଇ ନଷ୍ଟ କରିଦେଇଛନ୍ତି। ଏହାସହ ତାଙ୍କ ବିଲରେ ଧାନ କଳେଇକୁ ମଧ୍ୟ ନଷ୍ଟ କରି ଦେଇଛନ୍ତି ହାତୀପଲ। ସୂଚନାଯୋଗ୍ୟ, ଗତକାଲି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣି ଗାଁରେ ଦନ୍ତା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମର୍ଣ୍ଣିଂ ୱାକ୍ ପାଇଁ ଯାଇଥିବା ବେଳେ ହାତୀ […]

ele8999

ele8999

Tapaswini Nayak
  • Published: Tuesday, 11 December 2018
  • Updated: 11 December 2018, 10:07 AM IST

Sports

Latest News

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି କଦମ୍ବଗଡ଼ି ଗାଁରେ ହାତୀ ଉପଦ୍ରବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗାଁରେ ଭାସ୍କର ଚନ୍ଦ୍ର ରାଉତଙ୍କ ଖଳାରେ ହାତୀପଲ ପଶି ଧାନ ଫସଲ ଖାଇ ନଷ୍ଟ କରିଦେଇଛନ୍ତି। ଏହାସହ ତାଙ୍କ ବିଲରେ ଧାନ କଳେଇକୁ ମଧ୍ୟ ନଷ୍ଟ କରି ଦେଇଛନ୍ତି ହାତୀପଲ।

677iooo

ସୂଚନାଯୋଗ୍ୟ, ଗତକାଲି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣି ଗାଁରେ ଦନ୍ତା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମର୍ଣ୍ଣିଂ ୱାକ୍ ପାଇଁ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story